ଆଜିର ରାଶିଫଳ, 24 ମାର୍ଚ୍ଚ 2021, ବୁଧବାର, ଗଣେଶଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୪ ମାର୍ଚ୍ଚ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଶ

ଆଜି ଯେ କୌଣସି କାର୍ଯ୍ୟ କରିବେ ସେ କାର୍ଯ୍ୟ ସଫଳ ହେବ। ମନ ମୁତାବକ କାମ ମିଳିବା ଦ୍ଵାରା ବହୁତ ଖୁସି ରହିବା ସହିତ କାମ ମଧ୍ୟ ସଫଳ ହେବ । ସାଙ୍ଗମାନଙ୍କର ପୁରା ସାଥ ମିଳିବ କିନ୍ତୁ ଆପଣଙ୍କର କିଛି ଗୁପ୍ତ ସାଙ୍ଗ ଯେଉଁ ମାନେ କି ସାଙ୍ଗ ଥାନ୍ତି କିନ୍ତୁ ସେମାନେ କେବେହେଲେ ଭଲ ଚାହାନ୍ତି ନାହିଁ ସେମାନେ ଆଜି ଆପଣଙ୍କୁ ଖାଲରେ ପକାଇପାରନ୍ତି । ଯଥା ସମ୍ଭବ ତାଙ୍କ ଠାରୁ ଦୂରେଇ ରୁହନ୍ତୁ । ନୂଆ ସମ୍ପର୍କ ଆଜି ଗଢି ଉଠିବ ଯାହା ଦ୍ଵାରା କି ବ୍ୟବସାୟରେ ମଧ୍ୟ ଲାଭ ବାନ ହେବେ । ସମାଜରେ ମାନ ସଂମାନ ବଢିବ ।

ବୃଷ

ଆଜି ଦିନ ଭଲରେ କାଟିବ କିନ୍ତୁ ପଇସା ଦେବା ଓ ନେବା କାରବାରରେ ସାବଧାନତା ରଖନ୍ତୁ । ଯଦି ଆଜି କାହାକୁ ଟଙ୍କା ଦେବାର ଅଛି ଜଗିରଖୀ ଦେବା ପାଇଁ ଚେଷ୍ଟା କରନ୍ତୁ । କାରଣ ଦେଇଥିବା ଟଙ୍କା ଫେରିବା ବହୁତ କଷ୍ଟ ହୋଇପାରେ । ପରବାର ଖୁସିରେ ରହିବେ ଶଶୁର ଘରେ କିଛି ପାଟିତୁଣ୍ଡ ହୋଇପାରେ । ସ୍ଵାସ୍ଥ୍ୟରେ ସାମାନ୍ୟ ପରିବର୍ତନ ଆସିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ କାରଣ ରାଗ ହେଉଛି ମନୁଷ୍ୟର ବଡ ଶତ୍ରୁ ରାଗରେ ରହି କୌଣସି ବଡ ନିସ୍ପତି ନିଅନ୍ତୁ ନାହିଁ କିଛିବି ବଡ ଅସୁବିଧାରେ ଆପଣ ଆଜି ପଡ଼ିପାରନ୍ତି ।

ମିଥୁନ

ଆଜି ନିଜେ ଚେଷ୍ଟା କରଥିବା ବା କୌଣସି କାର୍ଯ୍ୟରେ ଆପଣ ହାତ ଦେବେ ସେହି କାର୍ଯ୍ୟ ଆଜି ସୁନିଶ୍ଚିନ୍ତ ପୂର୍ଣ ହେବ । କୌଣସି ଏକ କାରଣରୁ ଧନ ହାନି ହୋଇପାରେ ବ୍ୟବସାୟରେ ଊର୍ଣ୍ଣତି ହେବ । ଆଜି କିଛି ଏମିତି ନିର୍ଣ୍ଣୟ ନେବା ଯାହା ସମସ୍ତଙ୍କୁ ଚମକାଇ ଦେବ । ଘରେ ସମସ୍ତେ ଖୁସିରେ ଦିନ କାଟିବେ । ଆମଦାନିରେ ଆଜି ବଢି ପାରେ ଓ ଆଜି ଯେଉଁ ଜିନିଷ ଆମଦାନୀ କରିବା ପାଇଁ ଭାବୁଛନ୍ତି ବହୁତ ଭଲ ଦିନ ଅଟେ । ବିରୋଧୀ ମାନେ ଆପଣଙ୍କର ଯେତେ ଚାହିଁଲେ ବି କିଛି କ୍ଷତି କରିପାରିବେ ନାହିଁ । ଯଦି ଆପଣ ଏକ କଳାକାର ତ ଆଜି ଆପଣ କଳା ପ୍ରଦର୍ଶନ କରିବା ଦ୍ଵାରା ସମସ୍ତେ ଆପଣଙ୍କର କଳା ଦେଖି ବହୁତ ଖୁସି ହେବେ ଓ ଆଗକୁ ଆପଣ କାମ ମଧ୍ୟ ପାଇ ପାରିବେ ।

କର୍କଟ

ଆଜି ଆପଣଙ୍କର ଦିନ ମଧ୍ୟମ ଧରଣ ରହିବ ଓ କିଛି ଖର୍ଚ ବଢିବାର ସମ୍ଭାବନା ଅଛି ଜଗିବାକୁ ଚେଷ୍ଟା କରନ୍ତୁ । ଅନାବଶ୍ୟକ ଖର୍ଚରୁ ଦୂରେଇ ରୁହନ୍ତୁ ନଚେତ ବଡ ଅସୁବିଧାର ସମୁଖୀନ ହୋଇପାରନ୍ତି । ବିରୋଧୀଙ୍କ ଠାରୁ ଦୂରେଇ ରୁହନ୍ତୁ ଓ ସତର୍କତା ରଖନ୍ତୁ କେହି ଜଣେ ବଡ ଅସୁବିଧାରେ ପକାଇପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟନ ଦିଅନ୍ତୁ ଆଜି ଟିକେ ଦେହ ଖରାପ ହୋଇପାରେ । କିଛି କାମ ନଥିବା ଜାଗା ଯାଆନ୍ତୁ ନାହିଁ । କୌଣସି ପ୍ରକାରର ମାଦ୍ୟପ ଦ୍ରବ୍ଯ ବା ଖରାପ ଜିନିଷ ଠାରୁ ଦୂରେଇ ରୁହନ୍ତୁ କାରଣ ଆଜି ଆପଣଙ୍କ ପଛରେ ଶତ୍ରୁ ଲାଗି ରହିବେ । ବିଭାହୀତ ଜୀବନ ଖୁସିରେ କଟିବ ।

ସିଂହ

ଆଜି ଆପଣଙ୍କୁ କୌଣସି ଏକ ଦିଗ ଧନ ପ୍ରାପ୍ତି ହେବାର ଅଛି । ଆଜି ଯେଉଁ ବ୍ୟବସାୟ କରନ୍ତୁ ନା କାହିଁକି ସେଥିରେ ଲାଭ ବାନ ହେବେ । ଆମଦାନୀ ବଢି ପାରେ ଓ ସେଥିରେ ଭଲ ଲାଭ ମଧ୍ୟ ହେବ । ପ୍ରେମ ସମ୍ବନ୍ଧିତ କାମ ସଫଳ ହେବ ଓ ନିଜେ କରିଥିବା କାମ ଏବଂ ଚେଷ୍ଟାରେ ସୁଫଳ ମିଳିବ । ସାଙ୍ଗ ସହ ମିଶି ମନୋରଞ୍ଜନରେ ଯାଇ କିଛି ଖର୍ଚ ବଢି ପାରେ । ଆପଣଙ୍କ ଭିତରେ ଥିବା ପ୍ରତିଭା ଆପଣଙ୍କୁ ବହୁତ ଉପରକୁ ନେଇଯିବ ଓ ନିଜେ ବନାଇଅଥିବା ଯୋଜନାରେ ସଫଳ ହେବେ ଓ ସେଥିରେ ଆପଣଙ୍କର ମାନ ସାଂମ୍ମାନ ବଢିବ ।

କନ୍ୟା

ବ୍ୟବସାୟରେ ଲାଭ ହେବା ସହିତ ସଫଳତା ମଧ୍ୟ ମିଳିବ । କାମ କାର୍ଯ୍ୟରେ ଆସୁଥିବା ବାଧା ଏବେ ଦୂରେଇଯିବ । ଦୁରକୂ ଯିବାର ଥିବା ଯାତ୍ରା ସଫଳ ହେବେ । ଆଜି କିଛି ବିଷୟକୁ ନେଇ ଚିନ୍ତା ରହିବା ଦ୍ଵାରା ମାନସିକ ଘେରରେ ରହିବେ ଯାହା ଫଳରେ କି ଚିନ୍ତା ବଢିବ କିଛି ସମସ୍ୟା ବଢିପାରେ କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ନୀତି ଓ ନିୟମ ଯୋଗୁ ସେଥିରେ ସଫଳତା ହାସଲ କରିବେ । ପାରିବାରିକ କଳହ ସୃଷ୍ଟି ହୋଇପାରେ ସେଥି ପ୍ରତି ଧ୍ୟନ ସେବେ ଯେପରି କିଛି ସେଭଳି ପରିସ୍ଥିତି ନ ହେଉ କି କୌଣସି ଏକ ବଡ ଜିନିଷ ଆପଣଙ୍କର ନଷ୍ଟ ହୋଇଯିବ ।

ତୁଲା

ଆଜି ଆପଣଙ୍କ ଦିନ ପୁରା ଧାର୍ମିକ ଅନୁଷ୍ଠାନରେ ବିତିବ । କୌଣସି ଏକ ଭଲ କାମ ହେତୁ ମାନ ସାଂମ୍ମାନ ବଢିବ ଓ ବିରୋଧୀମାନେ ପରାସ୍ତ ହେବେ । କୌଣସି ଜାଗାକୁ ଯଦି ଆପଣ ଆଜି ବାହାରୁଛନ୍ତି ତେବେ ସେହି ଯାତ୍ରା ଆଜି ସଫଳ ହେବ । ଆଜି ଆପଣଙ୍କ ସହ ପୁରୁଣା ସାଙ୍ଗ ସହ ଭେଟ ହୋଇପାରେ ଓ ସେହି ସାଙ୍ଗ ସହ ମିଶି କିଛି ନୂଆ ଯୋଜନା କରିବା ଦ୍ଵାରା ସେହି ଯୋଜନା ରେ ନିଶ୍ଚିତ ସଫଳ ହେବ । ଯାହା ଫଳରେ ଆପଣ ବହୁତ ଖୁସିରେ ରହିବେ । କାହା କଥା ନଶୁଣି ନିଜ ଆଖି ଦେଖା କଥା ବିଶ୍ଵାସ କରନ୍ତୁ ନଚେତ ଭୁଲ ରାସ୍ତାରେ ଫସି ଯାଇପାରନ୍ତି । କିଛି ଧନ ହାନି ହେବାର ମଧ୍ୟ ସମ୍ଭାବନା ଅଛି ।

 

ବିଚ୍ଛା

କାର୍ଯ୍ୟରେ ବାଧା ଆସିପାରେ ସାବଧାନ ହୋଇ କାମ କରନ୍ତୁ ଓ ଗାଡି ମଧ୍ୟ ସାବଧାନ ଚଲାନ୍ତୁ । ଆର୍ଥିକ ସମସ୍ଯା ଦେଖା ଦେଇପାରେ ସେଥିପାଇଁ କିଛି ମାନସିକ ଦୁଶ୍ଚିନ୍ତାରେ ରହିପାରନ୍ତି । ପିତା ଓ ମାତାଙ୍କ କଥା ମାନି ଚାଲିବାକୁ ଚେଷ୍ଟା କରନ୍ତୁ ଓ ଆଜି ପିତାଙ୍କର କିକି ସାମାନ୍ୟ ଖରାପ ହୋଇପାରେ ତେଣୁ ବାପାଙ୍କର ଯତ୍ନ ନେବାକୁ ଚେଷ୍ଟା କରନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ତାଙ୍କର ଆଶ୍ରିବାଦ ମିଳିବ । ଆଜି ପାରିବାର କିମ୍ବା ସାଙ୍ଗମାନାଙ୍କ ସହିତ ବାହାରକୁ ଖାଇବା ପାଇଁ ଯାଇ ପାରନ୍ତି । ପିତା ଓ ମାତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖାରପ ହୋଇପାରେ ଓ ଆପଣଙ୍କର ମଧ୍ୟ ହୋଇପାରେ ।

ଧନୁ

ଆଜି ଯଦି କିଛି ଭଲ ବ୍ୟବସାୟ କରିବାକୁ ଚେଷ୍ଟା କରୁଛନ୍ତି ତେବେ ଆଜି ହିଁ ଆରମ୍ଭ କରନ୍ତୁ ଦେଖିବେ ସେଥିରେ ନିଶ୍ଚୟ ସଫଳ ମିଳିବ । ଆଜି ଆପଣଙ୍କର ମନ ବଳ ବଢିବା ସହିତ କାର୍ଯ୍ୟରେ ମଧ୍ୟ ଊର୍ଣ୍ଣତି ହେବ । ପ୍ରେମ ସମ୍ବନ୍ଧିତ କାର୍ଯ୍ୟ ଆଜି ସୁଫଳ ହେବ ଓ ଯଦି ଆପଣ କିଛି କଥା ପ୍ରେମ କଥା କାହା ଆଗରେ କହିବାକୁ ଚାହୁଞ୍ଚନ୍ତି ତେବେ ଆଜି ସବୁଠୁ ଭଲ ଦିନ ଅଟେ ଆଜି ଆପଣ କହିପାରିବେ । ବିଭାହୀତ ଜୀବନରେ ଆଜି ବହୁତ ରୋମାଣ୍ଟିକ ରହିବା ଆଜି ଘରେ କୌଣସି ଏକ ଭଲ ଜିନିଷ ପାଇଁ ଆପଣ ଆଜି ବହୁତ ଖୁସି ରହିବେ ।

ମକର

ଆଜି ଯେତିକି ପରିଶ୍ରମ କରିବେ ସେତିକିର ଫଳ ପାଇବେ ଓ କୌଣସି ଏକ ନୂଆ କାମ ପାଇଁ ଆପଣ ଆଜି ବହୁତ ଖୁସି ରହିବେ ସେହି କାର୍ଯ୍ୟ କରିବା ଦ୍ଵାରା ଆପଣ ସଫଳତା ମଧ୍ୟ ପାଇବେ । ଆଜି ଶତ୍ରୁ କିଛି କରିପାରିବ ନାହିଁ ଆଜି ଆପଣ ଶତ୍ରୁ ଉପରେ ଭାରି ପଡ଼ିପାରନ୍ତି । ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ଖରାପ ରହିପାରେ ଆପଣ ଯାହା କରୁଛନ୍ତି ପ୍ରଥମେ ସଠିକ ଭାବରେ ଚିନ୍ତା କରି ସେହି ବିଷୟରେ ଆଉଥରେ ଭାବି କାମ କରିବାକୁ ଚେଷ୍ଟା କରନ୍ତୁ ନଚେତ ବଡ ଅସୁବିଧାର ସମୁଖୀନ ହୋଇପାରନ୍ତି ।

କୁମ୍ଭ

ଆଜି ଆପଣଙ୍କ ଦିନ ଭଲରେ କଟିବ । ମୋନୋରଜନ ପାଇଁ ବାହାରକୁ ଯାଇପାରନ୍ତି । ନିଜ ପ୍ରତିଭା ପାଇଁ ଆଜି ସମାଜରେ ଆପଣଙ୍କର ସାଂମ୍ମାନ ବଢିବ । ନୂଆ ଯୋଜନା ଆଜି ଆପଣଙ୍କୁ ସଫଳତା ଦେବ । କୌଣସି ଧାର୍ମିକ ସ୍ଥାନକୁ ଗଲେ ସେଥିରେ ଆଜି ଆନନ୍ଦ ପାଇବା ସହିତ ମନ ପ୍ରଫୁଲିତ ରହିବା କିନ୍ତୁ ଆଜି ଦାମ୍ପଦ୍ୟ ଜୀବନରେ କିଛି ଛୋଟମୋଟ ଝଗଡା ହୋଇପାରେ । ଯଦି କୌଣସି ବଡ ପଦକ୍ଷେପ ନେଉଛନ୍ତି ଗୁରୁଜନଙ୍କ ଉପଦେଶ ମାନି ସେହି ଜିନିଷ କରିବାକୁ ଚେଷ୍ଟା କରନ୍ତୁ ସେଥିରେ ଲାଭବାନ ହେବେ ।

ମୀନ

ଆଜି କିଛି ନୂଆ କାମ କରିବାକୁ ଚେଷ୍ଟା କରନ୍ତୁ ଦେଖିବେ ସେଥିରେ ବହୁତ ଲାଭବାନ ହେବେ । ବିପଦ ପରି କାର୍ଯ୍ୟ କରନ୍ତୁ ନାହି ବଡ ଅସୁବିଧା ଭୋଗ କରିବେ । ଆପଣ ଦୂରରେ ଥିଲେ ମାତା ଓ ପିତାଙ୍କ କଥା ଆଜି ବହୁତ ମାନେ ପଡିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ ନଚେତ କିଛି ବଡ ସମସ୍ଯା ଆସିଯାଇପାରେ । ଯେଉଁ ଜିନିଷ ପାଇଁ ଆପଣ ବହୁତ ଦିନ ଅପେକ୍ଷା କରିଥିଲେ ଆପଣଙ୍କୁ ନିଶ୍ଚିତ ମିଳିବ । ଆଜି କିଛି ଛୋଟ କଥାକୁ ନେଇ ପାଟି ହୋଇପାରେ ତେଣୁ ସତର୍କ ରୁହନ୍ତୁ ।  ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।