ଏହିପରି ପଢନ୍ତୁ ହନୁମାନ ଚାଳିଶା, ରୋଡପତିରୁ ହେଇଯିବେ କୋଟିପତି, ସବୁ ଦୁଃଖ କଷ୍ଟ ଦୂର କରିଦେବେ ପ୍ରଭୁ ବଜରଙ୍ଗବଲି

ଷୋଳସ ସତ୍ତାଧିରେ ତୁଲସୀ ଦାସ ନିଜର ପ୍ରଭୂ ହନୁମାନଙ୍କ ସୋତ୍ର ଲେଖିଥିଲେ । ଏହାକୁ ହନୁମାନ ଚାଳିଶା କୁହା ଯାଏ । ଏହି ଶ୍ଳୋକର ପ୍ରଥମ ୧୦ ଟି ଶ୍ଳୋକ ହନୁମାନ ଜି ଙ୍କ ବ୍ୟକ୍ତିତ୍ବ ବିଷୟରେ ଲେଖା ହୋଇଛି ।

ଏଥିରେ ତାଙ୍କର ରୂପ , ଗୁଣ , ବୁଦ୍ଧି , ବଳ ବିଷୟରେ କୁହା ଯାଇଛି । ଏଥିରେ ହନୁମାନ ଜିଙ୍କ ୧୦୮ ନାମ ଲେଖା ହୋଇଛି । ୧୧ ରୁ ୨୦ ଶ୍ଳୋକରେ ହନୁମାନ ଜିଙ୍କ ପ୍ରଭୁ ଭକ୍ତି ବିଷୟରେ କୁହାଯାଇଛି । ଲକ୍ଷ୍ମଣ ମୂର୍ଛିତ ଥିବା ବେଲେ କିଭଳି ହନୁମାନ ଜି ପର୍ବତ ଉଠାଇ ଆଣିଥିଲେ । କିଭଳି ହନୁମାନ ଜି ନିଜର ପ୍ରଭୁଙ୍କୁ ସୁଗ୍ରୀବ ସହ ଦେଖା କରାଇ ଥିଲେ । ବିଭୀଷଣ କିଭଳି ହନୁମାନ ଜିଙ୍କ କଥା ମାନି ଲଙ୍କାର ରାଜା ହେଲେ ସେ ବିଷୟରେ ଏଥିରେ କୁହା ଯାଇଛି ।ଅନ୍ୟ ଶ୍ଳୋକରେ ହନୁମାନ ଜି କିଭଳି ରାମଙ୍କର ପ୍ରିୟ ଅଟନ୍ତି ଓ ସେ କିଭଳି ଋଷି ମୁନି ମାନଙ୍କୁ ରକ୍ଷା କରିଛନ୍ତି ,

କେଉଁ ବିଦ୍ୟାରେ ସେ ନିପୁଣ ଓ ଏହି ଚାଳିଶା ପାଢୀ ହନୁମାନ ଯୀଙ୍କୁ ପୂଜା କରିବା ଦ୍ଵାରା ଭୁତ ପିଶାଚ ଓ ନକାରାତ୍ମକ ଶକ୍ତିଠୁ ନିଜକୁ ଦୂରେଇ ରାଖୀ ପାରିବା ବୋଲି ଲେଖା ହୋଇଛି । ହନୁମାନ ଚାଳିଶା ପଢିବା ଦ୍ଵାରା ଆମେ ଅନେକ ଦୁଃଖ ଦୁର୍ଦଶାରୁ ମୁକ୍ତ ହୋଇ ପାରିବା । ଶାସ୍ତ୍ରରେ ଲେଖା ହୋଇଛି କି ଯଦି ଆମେ ହନୁମାନ ଯୀଙ୍କୁ ନିୟମିତ ରୂପରେ ପୂଜା କରିବା ଓ ହନୁମାନ ଚାଳିଶା ପଢିବା ତେବେ ଆମର ଶନି ଦଶା ଖଣ୍ଡନ ହେବ ।

ହନୁମାନ ଜି ଶନି ଦେବଙ୍କୁ ଲଙ୍କା ପଟି ରାବଣ ଠାରୁ ମୁକ୍ତ କରାଇଥିଲେ । ତେଣୁ ଶନି ଦେବତା ହନୁମାନ ଯୀଙ୍କୁ ଭକ୍ତି କରୁଥିବା ଲୋକଙ୍କ ଉପରେ ନିଜର କୃପା ଦ୍ରୁଷ୍ଟି ରଖନ୍ତି । ଏହା ଛଡା ଆପାଣ ଏହା ନିୟମିତ ପାଠ କରିବା ଦ୍ଵାରା ନିଜର ମନୋବଳ ସୃଦୁଢ କରି ପାରିବେ କାରଣ ହନୁମାନ ଜି ଅଷ୍ଟ ସିଧି କରିଛନ୍ତି । ତାହା ତାଙ୍କୁ ସୀତା ମାତାଙ୍କ ଠାରୁ ମିଳିଥିଲା । ଯଦି ଆପଣଙ୍କର କିଛି ଗ୍ରହ ଦୋଷ ଥାଏ ତେବେ ଆପଣ ହନୁମାନ ଯୀଙ୍କୁ ପୂଜା କରନ୍ତୁ କାରଣ ସେ ଜଣେ ଭଲ ଜୋତିଶ ମଧ୍ୟ । ତେବେ ଆସନ୍ତୁ ଜାଣିବା ଏହାଙ୍କୁ କିଭଳି ପୂଜା କରିବା ବିଧି ବିଧାନ ସହ ।

ଆପଣ ଯଦି ଅସ୍ଵସ୍ଥ ସ୍ଥିତିରେ ଥାନ୍ତି ତେବେ ଏହାଙ୍କ କେବଲ ଚାଳିଶା ପଢିବା ମାତ୍ରେ ଆପଣ ବିପଦରୁ ମୁକ୍ତି ପାଇବେ । ନିଜର ନିତ୍ୟ କର୍ମ ସାରି ଆସନ ଉପରେ ବସି ହନୁମାନ ଚାଳିଶା ପଢନ୍ତୁ । କେବେବି ଅଧାରୁ ହନୁମାନ ଚାଳିଶା ବନ୍ଦ କରନ୍ତୁ ନାହିଁ ଓ କେବେବି ଅଧା ଶୁଣି ଉଠାନ୍ତୁ ନାହିଁ । ତେବେ ଏହି ପୂଜା କଲା ବେଳେ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରି ପୂଜା କରନ୍ତୁ ।

ପୂଜା ସମୟରେ ନୋଟାରେ ଜଳ ରାଖୀ ପୂଜା କରନ୍ତୁ ଓ ପୂଜା ଶେଷରେ ଏହାକୁ ଘରର ସବୁ ସ୍ଥାନରେ ଛିଞ୍ଚି ଦିଅନ୍ତୁ । ଏହା ଦ୍ଵାରା ଶୁଭ ଫଳ ମିଳିବ । ଗୋଟେ ଦିନରେ ଆପଣ ୫,୭,୧୧ ଥର ଏହି ଚାଳିଶା ଜପ କରି ପାରିବେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।