ବାଛନ୍ତୁ ଯେ କୌଣସି ଗୋଟିଏ ହାର୍ଟ ଓ ଜାଣନ୍ତୁ ଏ ସପ୍ତାହରେ ଆପଣଙ୍କ ଲଭ ଲାଇଫ ରେ କଣ ମୋଡ ଆସିବ ? Love Quiz Game

ପ୍ରେମ ପ୍ରକୃତିର ଆରମ୍ବରୁ ଆମେ ସର୍ବପ୍ରଥମେ ଯାହା ଅନୁଭବ କରୁଛୁ ତାହା ପ୍ରେମ ଅଟେ । ପ୍ରେମ କଣ ଅଟେ ? ପ୍ରେମ ହେଉଛି ଦୃଢ ଭାବନା ସହିତ ଭବାନାର ଆଚରଣ ଓ ବିଶ୍ବାସର ଏକ ନାମ ।

ଉଦାହରଣସ୍ୱରୂପ ଯଦି ଜଣେ ବ୍ୟକ୍ତି ହୁଏତ କହିପାରେ ଯେ ସେ ନିଜର କୁକୁରକୁ ଭଲ ପାଏ, ସ୍ଵାଧୀନତାକୁ ଭଲ ପାଏ କିମ୍ବା ଭଗବାନଙ୍କୁ ଭଲ ପାଏ । ଏହା ପ୍ରତେକ ବ୍ୟକ୍ତି ପାଇଁ ଏକ ନିର୍ଦିଷ୍ଟ ପରିସ୍ଥିତିରେ ହୋଇପାରେ । ପ୍ରେମର ଅନେକ ଭାବନା ଓ ମନୋଭାବ ଥାଏ । ପ୍ରେମ କରୁଥିବା ବ୍ୟକ୍ତି ପାଇଁ ଏହା ଏହା ଭାବପ୍ରବଣତା ଅଟେ । ଆମେ କହିପାରିବା ପ୍ରେମ ହେଉଛି ଏକ ଅନୁଭବ ଯାହା ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କ ପାଇଁ ଅନିବହବ କରିଥାଏ ।

ତେଣୁ ପ୍ରେମର ମୌଳିକ ଅର୍ଥ ହେଉଛି କାହାକୁ ଭଲ ପାଇବା ଅପେକ୍ଷା ତାକୁ ଅନୁଭବ କରିବା । ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ରୋମାଞ୍ଚକର ଗେମ ନେଇ ଆସିଛୁ ଯେଉଁଥିରେ ଗୋଟେ ହାର୍ଟ ବାଛି ଜାଣନ୍ତୁ ଆପଣଙ୍କ ପ୍ରେମ ଜୀବନରେ କଣ ଘଟିବାକୁ ଯାଉଛି ।

୧- ପ୍ରଥମ ହାର୍ଟ : ଯଦି ଆପଣ ପ୍ରଥମ ହାର୍ଟ ବାଛିଛନ୍ତି ତେବେ ଏହି ସପ୍ତାହରେ ଆପଣଙ୍କ ପ୍ରେମ ଲାଇଫ ଭଲ ରହିବା ସହ ନିଜ ପାର୍ଟନରଙ୍କ ସହ ପ୍ରେମ ଭରା ସମୟ ବିତାଇବେ ।

୨-  ଦିତୀୟ ହାର୍ଟ : ଯଦି ଆପଣ ଦିତୀୟ ହାର୍ଟ ବାଛିଛନ୍ତି ତେବେ ଏହି ସପ୍ତାରେ ଆପଣଙ୍କ ପ୍ରେମ ଜୀବନରେ ବଡ ଖୁସି ଆସିବାକୁ ଯାଉଛି ଯାହାକୁ ଆପଣ ବହୁତ ଦିନ ହେବ ଅପେକ୍ଷା କରିଛନ୍ତି ।

୩- ତୃତୀୟ ହାର୍ଟ : ଯଦି ଆପଣ ତୃତୀୟ ହାର୍ଟ ବାଛିଛନ୍ତି ତେବେ ଏହି ସପ୍ତାହରେ ଆପଣଙ୍କ ପ୍ରେମ ସମ୍ପର୍କରେ ନିଜ ପାର୍ଟନର ପ୍ରତି ବିଶ୍ବାସ ଓ ରୋମାନ୍ସ ବଢିବ । ଆପଣ ଦୁହେଁ ପ୍ରେମର ନୂଆ ମାଧ୍ୟମ ଅନୁଭବ କରିବେ ।

୪- ଚତୁର୍ଥ ହାର୍ଟ : ଯଦି ଆପଣ ଚତୁର୍ଥ  ହାର୍ଟ ବାଛିଛନ୍ତି ତେବେ ଏହି ସପ୍ତାହରେ ଆପଣଙ୍କ ପ୍ରେମ ଲାଇଫ ପ୍ରେମର ରଙ୍ଗରେ ଭାରି ରହିବ । ଆପଣଙ୍କ ପାର୍ଟନର ଆପଣଙ୍କର ସବୁ ଇଚ୍ଛାକୁ ପୂରଣ କରିବେ ।

୫-ପଞ୍ଚମ ହାର୍ଟ : ଯଦି ଆପଣ ପଞ୍ଚମ ହାର୍ଟ ବାଛିଛନ୍ତି ତେବେ ଏହି ସପ୍ତାହରେ ଯଦି ଆପଣ ଶିଂଗଲ ଅଛନ୍ତି ତେବେ ଆପଣଙ୍କ ଲାଇଫରେ ଏମିତି ଏକ ବ୍ୟକ୍ତି ଆସିବେ ଯିଏ ଆପଣଙ୍କ ଭବିଷ୍ୟତରେ ହମସଫର ହେବେ ।

୬- ଷଷ୍ଠ ହାର୍ଟ : ଯଦି ଆପଣ ଷଷ୍ଠ ହାର୍ଟ ବାଛିଛନ୍ତି ତେବେ ଏହି ସପ୍ତାହରେ ଆପଣଙ୍କ ପ୍ରେମ ସମ୍ପର୍କରେ ରୋମାନ୍ସ ଆସିବ । ଆପଣ ଘରେ ଫିଲମି ଅନ୍ଦାଜରେ ନିଜ ପାର୍ଟନରଙ୍କ ସହ ମସ୍ତି କରିବେ ।

୭- ସପ୍ତମ ହାର୍ଟ : ଯଦି ଆପଣ ସପ୍ତମ ହାର୍ଟ ବାଛିଛନ୍ତି ତେବେ ଏହି ସପ୍ତାହରେ ଆପଣଙ୍କ ପ୍ରେମ ଜୀବନରେ ଆପଣଙ୍କ ପାର୍ଟନର ଆପଣଙ୍କୁ ନୂଆ ଖୁସି ଖବର ଦେବେ । ଆପଣ ଦୁହେଁ ନିଜ ସମ୍ପର୍କକୁ ଆଗକୁ ନେବା ପାଇଁ ବିଚାର କରିବେ ।

୮- ଅଷ୍ଟମ ହାର୍ଟ : ଯଦି ଆପଣ ଅଷ୍ଟମ ହାର୍ଟ ବାଛିଛନ୍ତି ତେବେ ଏହି ସପ୍ତାହରେ ଆପଣ ନିଜ ପ୍ରେମ ପରିପ୍ରକାଶ କରିବେ । ନିଜ ପାର୍ଟନରଙ୍କୁ ଆପଣ କୌଣସି ଉପହାର ଦେଇ ତାଙ୍କୁ ଖୁସି କରିବେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।