ଆଦିତ୍ୟଙ୍କ ବାହାଘର ପଛରେ ଓଏଏସ ଅଫିସର, ଖୋଲିଲା ରହସ୍ୟ, ଏଥିପାଇଁ ହେଇଥିଲା ଷଡଯନ୍ତ୍ର

କହିବାକୁ ଗଲେ ଚାରି ଆଡେ ବର୍ତ୍ତମାନ ସମୟରେ କେବଳ ଆଦିତ୍ୟ ଦାସଙ୍କ ଚର୍ଚା ଚାଲିଛି । ସମସ୍ତେ ଜାଣିବାକୁ ଚାହୁଁଛନ୍ତି କି ଏହା ଏକ ଆତ୍ମହତ୍ୟା ଅଟେ ନା ହତ୍ୟା । ଏମିତିରେ ସୋସିଆଲ ମିଡିଆରେ ଆଦିତ୍ୟ ଦାସଙ୍କୁ ନେଇ ବିଭିନ୍ନ ଖବର ମଧ୍ୟ ପ୍ରସାରିତ ହେଉଛି । ବର୍ତ୍ତମାନ ସମୟରେ ପୁଣି ଆଦିତ୍ୟ ଦାସଙ୍କୁ ମାମଲାରେ ଏକ ନୂଆ କଥା ସାମ୍ନାକୁ ଆସୁଛି । କହିବାକୁ ଗଲେ ଏହା ଆଦିତ୍ୟ ଦାସ ଓ ତାଙ୍କର ପତ୍ନୀ ବିଦ୍ୟାଶ୍ରୀଙ୍କ ବିବାହ କଥା ଅଟେ କି ସେ କେଉଁଭଳି ପରିସ୍ଥିତିରେ ବିବାହ କରିଥିଲେ । ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ ।

ଯେତେବେଳେ ଆଦିତ୍ୟ ଦାସଙ୍କ କେସ ସାମ୍ନାକୁ ଆସିଲା ତେବେ ତାଙ୍କର ସମସ୍ତ କାର୍ଯ୍ୟକୁ ନେଇ ଲୋକମାନେ ବିଭିନ୍ନ ପ୍ରକାରର ପ୍ରଶ୍ନ କରୁଛନ୍ତି । ଏମିତିରେ କିଛି ପ୍ରଶ୍ନ କରୁଛନ୍ତି କି କାହିଁକି ସେ କଟକ ଓ ଭୁବନେଶ୍ବର ଛାଡି କେନ୍ଦ୍ରାପଡାରେ ବିବାହ କରିଲେ ?

ଆପଣ ସମସ୍ତଙ୍କୁ କହିଦେଉଛୁ କି ଆଦିତ୍ୟ ଦାସ ଓ ବିଦ୍ୟାଶ୍ରୀଙ୍କୁ ବିବାହରେ ସାହାର୍ଯ୍ୟ କରିଥିବା ଓଏଏସ ଅଫିସର ବର୍ତ୍ତମାନ ସମୟରେ ଦେଖା ସାକ୍ଷାତ ନାହିଁ । ଏହା ମଧ୍ୟରେ ବିଦ୍ୟାଶ୍ରୀ ବି ଆଦିତ୍ୟଙ୍କୁ ନେଇ କିଛି ଗଣମାଧ୍ୟମକୁ ସଠିକ କିଛି କହୁ ନାହାନ୍ତି । ବର୍ତ୍ତମାନ ସମୟରେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି କି କାହିଁକି ବିଦ୍ୟାଶ୍ରୀ ଲକଡାଉନ ସମୟରେ ବିବାହ କରିଲେ ଓ ବିବାହର କିଛି ଦିନ ପରେ ତାଙ୍କର ହତ୍ୟା ହୋଇଗଲା ।

କହିବାକୁ ଗଲେ ଆଦିତ୍ୟ ଦାସ ଯେଉଁ ସମୟରୁ ମଦ ମୁକ୍ତ ଓଡିଶା ପାଇଁ ଆହ୍ଵାନ ଦେଇଥିଲେ ସେହି ସମୟ ଠାରୁ ତାଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇ ଯାଇ ଥିଲା । ଏହା ବି ଶୁଣିବାକୁ ମିଳୁଛି କି ଟିକ ଟକ ଷ୍ଟାର ବିଦ୍ୟାଶ୍ରୀ ଆଦିତ୍ୟଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଦେଇଥିଲେ । ଏହା ସହିତ ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ବିବାହରେ ବିଭିନ୍ନ ପ୍ରକାରର ବାଧା ମଧ୍ୟ ଆସିଥିଲା । ସେମାନଙ୍କ ନିର୍ବନ୍ଧ ଓ ବିବାହର ତାରିଖ ବାରମ୍ବାର ପରିବର୍ତ୍ତନ ବି ହୋଇଥିଲା ।

ଏହା ସତ୍ବେ ବି ବିଦ୍ୟାଶ୍ରୀ ଆଦିତ୍ୟଙ୍କୁ ବିବାହ କରିଥିଲେ ଓ ସେ ବି ପୁଣି କେନ୍ଦ୍ରପଡାରେ ବାବା ସାରଥିଙ୍କ ପାଖକୁ ଯାଇ ବିବାହ କରିଥିଲେ । କହିବାକୁ ଗଲେ ବିଦ୍ୟାଶ୍ରୀ ଯାହା ସବୁ ଚାହୁଁ ଥିଲେ ସେ ସବୁ କରି ଦେଖାଇ ଦେଲେ । କିନ୍ତୁ ଆଦିତ୍ୟ ବିଦ୍ୟାଶ୍ରୀଙ୍କ କୌଣସି ବି ଯୋଜନାକୁ ବୁଝି ପାରି ନ ଥିଲେ । ଏମିତିରେ ସମସ୍ତେ ଚାହୁଁଛନ୍ତି କି ଆଦିତ୍ୟଙ୍କୁ ନ୍ୟାୟ ମିଳୁ । କିନ୍ତୁ ଯଦି ପୋଲିସ ଯାଞ୍ଚ ବିଷୟରେ କଥାବାର୍ତ୍ତା କରିବା ତେବେ ପୋଲିସ ବି ନିଜର ଯାଞ୍ଚ ବନ୍ଦ କରି ଦେଇଛନ୍ତି ।

ଅନ୍ୟ ପଟେ ବିଦ୍ୟାଶ୍ରୀ ସବୁବେଳେ ଭିନ୍ନ ଭିନ୍ନ ପ୍ରକାରର କଥା କହୁଛନ୍ତି । ଯେତେବେଳେ ତାଙ୍କୁ ନିଜର ଚୁଡି ଭାଙ୍ଗିବା କଥା କୁହାଗଲା ସେତେବେଳେ ସେ କହିଥିଲେ କି, ମୁଁ ବିଧବା ହେବି ନାହିଁ ଓ ମୋର ଚୁଡିର ଦାମ ବହୁତ ଅଟେ । ଶେଷରେ ସେ ଚୁଡି ଭାଙ୍ଗିଲେ ନାହିଁ । ଏହା ସହିତ ଲୋକମାନେ ବିଦ୍ୟାଶ୍ରୀଙ୍କୁ ନେଇ ନାନା ପ୍ରକାରର ପ୍ରଶ୍ନ କରୁଛନ୍ତି ।