ନୂଆ ରାସ୍ତା ଦେଇ ପୁଣି ଥରେ ଚୀନ ଭାରତକୁ ପ୍ରବେଶ କରୁଛି

ଚୀନ ଏକ ନୂଆ ରାସ୍ତା ଦେଇ ଭାରତକୁ ଆକ୍ରମଣ କରିବା ପାଇଁ ଯୋଜନା କରୁଛି । ସମସ୍ତେ ଜାଣିଛନ୍ତି ଚୀନ ଓ ଭାରତ ଲଦ୍ଦାଖର ସୀମା ଉପରେ ବିବାଦ ଚାଲିଛି । ଚୀନ ବାରମ୍ବାର ଲଦ୍ଦାଖର ସୀମା ଦେଇ ଭାରତ ଆଡକୁ ଆକ୍ରମଣ କରୁଛି । କିନ୍ତୁ ବର୍ତ୍ତମାନର ଖବର ଅନୁସାରେ ଚୀନ ଲଦ୍ଦାଖକୁ ଛାଡି ଅନ୍ୟ ଏକ ନୂଆ ରାସ୍ତା ଦେଇ ଭାରତ ଆଡକୁ ଆକ୍ରମଣ କରିବବାର ଯୋଜନା କରୁଛି । ଯଦି ଆମେ ଭାରତ ଓ ଚୀନ ସୀମାରେ ଥିବା ରାଜ୍ୟ ଗୁଡିକ ବିଷୟରେ କଥାବାର୍ତ୍ତା କରିବା ତେବେ ଏହି ଲିସ୍ଟରେ ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ ଓ ଅରୁଣାଞ୍ଚଳ ପ୍ରଦେଶ ଅଛି ।

ଏହି ସବୁ ରାଜ୍ୟ ଚୀନ ସୀମା ସହ ଜଡିତ ଅଛନ୍ତି । ବର୍ତ୍ତମାନ ଯଦି ଚୀନ ଓ ଭାରତ ମଧ୍ୟରେ ଲଦ୍ଦାଖର ସୀମା ବିବାଦ ବିଷୟରେ କଥା କରିବା ତେବେ ଚୀନ ଲଦ୍ଦାଖ ସୀମା ଦେଇ ଭାରତରେ ପ୍ରବେଶ କରିବ । କହିବାକୁ ଗଲେ ଭାରତର ହିମାଚଳ ପ୍ରଦେଶର ସୀମାବର୍ତ୍ତି ଅଞ୍ଚଳରେ ଚୀନ ଏକ ରାସ୍ତା ତିଆରି କରୁଛି । ଯାହାକୁ ନେଇ ବିବାଦ ଚାଲିଛି ।

ଯଦି ଆମେ ପୂର୍ବରୁ ଭାରତ କରିଥିବା ଭୁଲ ବିଷୟରେ କଥାବାର୍ତ୍ତା କରିବା ତେବେ ୧୯୬୨ରେ ଜେତବେଳେ ଚୀନ ସହ ଯୁଧ୍ୟ ହୋଇଥିଲା ତେବେ ସେହି ସମୟରେ ଜବାହାରଲାଲ ନେହୁରୁ ବି କହିଥିଲେ କି ଭାରତ ଚୀନ ଭାଇ ଭାଇ, ସେଥିପାଇଁ ଚୀନ ଆକ୍ରମଣ କରିବ ନାହିଁ । କିନ୍ତୁ ଅଚନାକ ଚୀନ ଆକ୍ରମଣ କରିଲା ଓ ଭାରତର କିଛି ଅଂସକୁ ଅଧି ଗ୍ରହଣ କରି ନେଲା ।

ତେବେ ସେହି ସମୟରେ ଜବାହାର ଲାଲ ନେହେରୁ କହିଲେ କି ଚୀନ ଉପରେ ଆମେ ବିଶ୍ଵାସ କରିଥିଲୁ କିନ୍ତୁ ଚୀନ ଆମକୁ ଧୋଖା ଦେଲା । ଏହିଭଳି କିଛି ଜୁନ ୧୫ ତାରିଖ ଦିନ ବି ହୋଇଥିଲା । ଯେତେବେଳେ ଚୁକ୍ତି ଅନୁସାରେ ଭାରତ ଓ ଚୀନ୍ର ଯବାନମାନେ ନିଜ ପାଖରେ କୌଣସି ପ୍ରକାରର ଅସ୍ତ୍ର ଶସ୍ତ୍ର ରଖିବେ ନାହିଁ । କିନ୍ତୁ ଚୀନ ବାଡିରେ କଣ୍ଟା ଲଗାଇ ତାହା ଦ୍ଵାରା ଭାରତର ଯବାନମାନଙ୍କ ଉପରେ ଆକ୍ରମଣ କରିଥିଲା ଓ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ ।

କିନ୍ତୁ ଚୀନ୍ର ବି କିଛି ଯବାନ ବି ମୃତ୍ୟୁ ବାରାଁ କରିଥିଲେ । ଏହିଭଳି ଭାବରେ ଚୀନ ବାରମ୍ବାର ଭାରତକୁ ଧୋଖା ଦେଇ ଆସିଛି ।କହିବାକୁ ଗଲେ ଚୀନ ଯେଉଁ ସବୁ କାମ କରୁଛି ଭାରତକୁ ସେହି ସମସ୍ତ କାର୍ଯ୍ୟକୁ ଦେଖି ସହି ଯିବା ଉଚିତ ନା ଭାରତକୁ ତାହାର ଜବାବ ଦେବା ଉଚିତ । ଆପଣଙ୍କ କଣ ରାୟ ଅଛି କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।