Jyotish Shastra- ଏଇ ଗୁରୁବାର ପରେ ଏହି ୫ ଟି ରାଶିଙ୍କ ପାଖକୁ ନିଜେ ଆସିବେ ମା’ ଲକ୍ଷ୍ମୀ, ବହୁତ ଜଲ୍ଦି ହେବେ କୋଟିପତି

ଆପଣ ମାନେ ଗୋଟିଏ କଥା ତ ନିଶ୍ଚିତ ଶୁଣିଥିବେ  କି “ ଉପର ବାଲା ଜବ ଦେତା ହେ ତୋ ଛପର ଫାଡକେ ଦେତା ହେ “ । ଆପଣ ମାନେ ଶୁଣିଥିବେ କି କିଛି ବ୍ୟକ୍ତିଙ୍କର ଅଚାନକ ଭାବେ ଚମକି ଉଠେ କି ସେମାନେ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇଥାନ୍ତି । ସାଧାରଣ ଭାବରେ ସମସ୍ତଙ୍କ ଜୀବନରେ ଏମିତି ଦିନ ଥରେ ନିଶ୍ଚିତ ଆସେ କି ସେ କେବେ ଏହାର କଳନା କରିନଥିବେ । ଯାହା ଇଚ୍ଛା କରନ୍ତି ତାହା ପାଇଥାନ୍ତି ।

ଏହା କେବଳ ସେହି ବ୍ୟକ୍ତିର ଗ୍ରହ ନକ୍ଷତ୍ରର ଅବସ୍ଥିତି ଯୋଗୁଁ ହୋଇଥାଏ । ଯେତେବେଳେ କୌଣସି ରାଶିର ଗ୍ରହ ତାର ସ୍ଥାନ ପରିବର୍ତନ କରିଥାଏ ସେହି ସମୟରେ ସେହି ରାଶିର ଭାଗ୍ୟ ଖୋଲି ଯାଇଥାଏ । ଏହି ଭଳି କିଛି ସ୍ଥିତି ଆଗକୁ ହେବାକୁ ଯାଉଛି ଯାହାଫଳରେ କି କିଛି ରାଶି ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟ ଶାଳି ୫ ଟି ରାଶି ମାନଙ୍କ ବିଷୟରେ ଜାଣିବା ।

ତୁଳା ରାଶି

ଏହି ରାଶି ର ବ୍ୟକ୍ତିଙ୍କର ଏବେ ଖରାପ ସମୟ ସରି ଆସିଲା ଓ ବହୁତ ଖୁସିରେ ଦିନ ଗୁଡିକ ବିତିବ । ଆପଣ ବ୍ୟବସାୟ କାର୍ଯ୍ୟ ରେ ବହୁତ ସଫଳତା ପାଇବେ । ଆପଣଙ୍କ ସବୁ ନିସ୍ପତି ଆପଣଙ୍କ ସପକ୍ଷରେ ଜଯିବ । କୋଟ କଚେରୀ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଯିବ । ଚାକିରିରେ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ଖୁସି ରହିବେ । ଘର ପରିବାରରେ ଖୁସିର ପରିବେଶ ରହିବ । ମିତ୍ର ମାନଙ୍କ ସହ ସମ୍ପର୍କ ଭଲ ରହିବ । ଜମି , ଭୂମି , ବାହାନ କିଣିବାର ଯୋଗ ହେଉଛି ।

ମେଷ ରାଶି

ଆପଣଙ୍କ ସୁଖ ସମୃଦ୍ଧିରେ ବୃଦ୍ଧି ହେବ । ଏହି ସମୟରେ ଆପଣ ବ୍ୟବସାୟରେ କୌଣସି ବଡ କମ୍ପାନୀ ସହ ଅନୁବନ୍ଧିତ ହୋଇ ବହଳ ବ୍ୟବସାୟିକ ଲାଭ ହାସଲ କରିବେ । ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ ହେବ । କାର୍ଯ୍ୟ ସ୍ଥଳରେ ଆସୁଥିବା ବାଧା ଦୂର ହେବ । ବହୁତ ଦିନରୁ ଚାଲି ଆସୁଥିବା ସମସ୍ୟାରୁ ମୁକ୍ତି ମିଳିବ । ଦାମ୍ପତ୍ୟ ଜୀବନରେ ଖୁସି ମିଳିବ । ଆପଣଙ୍କୁ ସନ୍ତାନ ଶୁଖ ମିଳିବ ।

ସିଂହ ରାଶି

ଆପଣ ବ୍ୟବସାୟ ବୃଦ୍ଧିରେ ସଫଳତା ହାସଲ କରିବେ । ପ୍ରେମ ସମ୍ପର୍କ ରେ ସଫଳତା ପାଇବେ । ଆପଣ ଏହି ସମୟ ରେ ଦାନ ଧର୍ମ ରେ ମନ ନିବେଶ କରିବେ । ସନ୍ତାନ ପକ୍ଷରୁ କୌଣସି ଖୁସି ଖବର ମିଳିବ । ପରିବାର ଓ ସମାଜରେ ଆପଣଙ୍କୁ ସମ୍ମାନ ମିଳିବ । କୌଣସି ବଡ ବ୍ୟକ୍ତିଙ୍କ ସହ ଯୋଗ ମିଳିବ । ଯାହାଫଳରେ ଆପଣଙ୍କ ଆରହିକ ସମସ୍ୟା ଦୂର ହୋଇଜିବ । ଚାକିରିରେ ପଦୋନ୍ନତି ମିଳିବ ।

କନ୍ୟା ରାଶି

ଏହି ରାଶିର ବ୍ୟକ୍ତିଙ୍କୁ କୋଣସି ଖୁସି ଖବର ମିଳିବ । ବ୍ୟବସାୟ କାର୍ଯ୍ୟରେ ସଫଳତା ମିଳିବ । ପାର୍ଟନର ବ୍ୟବସାୟରେ ପାର୍ଟନର ଅନକେ ସହ ଭଲ ସମ୍ପର୍କ ରହିବାରୁ ବ୍ୟବସାୟରେ ଦୁଇଗୁଣା ଲାଭ ମିଳିବ । ଘର ପରିବାର ରେ ଶାନ୍ତି ରହିବ । ବିବାହ ଆଦି ଯୋଗ ଅଛି । ଆପଣଙ୍କୁ କୌଣସି ପୁରୁଣ ରୋଗରୁ ମୁକ୍ତି ମିଳିବ । ଏହି ସମୟରେ ବାହାନ , ଜମି ଆଦି କିଣିବାର ସୁଯୋଗ ମିଳିବ ।

କୁମ୍ଭ ରାଶି

ଆପଣଙ୍କୁ ବହୁତ ଉର୍ଣ୍ଣତିର ସୁଯୋଗ ମିଳିବ । କରଜରୁ ମୁକ୍ତି ମିଳିବ । ଯଦି କୌଣସି ନୂଆ ବ୍ୟବଶ୍ୟ କରିବାକୁ ଚାହୁଞ୍ଚନ୍ତି ଏହି ସମୟ ରେ ଭଲ ସୁଯୋଗ ମିଳିବ । ପୈତୃକ ସମ୍ପତିରୁ ଲାଭ ମିଳିବ । ଅବିବାହିତ ମାନଙ୍କୁ ବିବାହର ପ୍ରସ୍ତାବ ମିଳିବ । କୌଣସି ସ୍ଥାନରୁ ଅଚାନକ ଭାବରେ ଧନ ମିଳିବ । ଆପଣଙ୍କର  ଆର୍ଥିକ ସମଶ୍ୟା ଦୂର ହୋଇ ଘର ପରିବାରରେ ଖୁସିର ପରିବେଶ ରହିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।