ସୁନିତା ୟାଦବ ପିଏମ ମୋଦୀଙ୍କୁ ହାତ ଯୋଡି ଇଏ କଣ କହିଦେଲେ, ଦେଖନ୍ତୁ ଭିଡିଓ

ବର୍ତ୍ତମାନ ଦିନରେ ଗୁଜୁରାଟର ମହିଳା କନସ୍ଟେବଲ ସୁନିତା ୟାଦବଙ୍କ ମାମଲା ବହୁତ ଚର୍ଚାରେ ଅଛି । କହିବାକୁ ଗଲେ ସେ କିଛି ଦିନ ତଳେ ଜଣେ ମନ୍ତ୍ରୀଙ୍କ ପୁଅକୁ ନିୟମ ଉଲଂଘନ କରିବା ଉପରେ ତାଙ୍କୁ ଅଟକାଇ କିଛି ପ୍ରଶ୍ନ କରିଥିଲେ । ଯାହାର ଜବାବ ସେ ବହୁତ ଖରାପ ଭାବରେ ଦେଇଥିଲେ ଓ ଏହା ସହିତ ତାଙ୍କର ମନ୍ତ୍ରୀ ପିତା ବି ନିଜ ପୁଅର ସାଥ ଦେଇଥିଲେ । ଏହି ଘଟଣା ପରେ କନସ୍ଟେବଲ ସୁନିତା ୟାଦବ ନିଜ ପଦରୁ ଇସ୍ତଫା ଦେଇ ଦେଲେ ।

ଏହି ପୁରା ଘଟଣା ଯେତେବେଳେ ମିଡିଆ ଓ ୟୁଟ୍ୟୁବରେ ଭାଇରାଲ ହେଲା ତେବେ ତାଙ୍କର ପୋଲିସ ଡିପାର୍ଟମେଣ୍ଟ ଓ ସମସ୍ତେ କନସ୍ଟେବଲ ସୁନିତା ୟାଦବଙ୍କୁ ସମର୍ଥନ ଦେଉଛନ୍ତି ।

କିନ୍ତୁ ଅନ୍ୟ ପଟେ ସୁନିତାଙ୍କ କହିବା ଅଟେ କି ତାଙ୍କୁ କିଛି ଧମକ ଭରା ଫୋନ କଳ ଆସୁଛି । ଏମିତିରେ ସେ ନିଜର ଏକ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯାହାକି ବହୁତ ଭାଇରାଲ ବି ହେଉଛି । କନସ୍ଟେବଲ ସୁନିତା ୟାଦବ ଭିଡିଓରେ ନିଜର ଦୁଖ ବ୍ୟକ୍ତ କରୁଛନ୍ତି ।

ତାଙ୍କର କହିବା ଅଟେ କି ସେ କିଛି ଦିନ ହେବ ନିଜ ରୁମରୁ ବାହାରି ନାହାନ୍ତି । କିନ୍ତୁ ଅନ୍ୟ ପଟେ ଯେଉଁ ଲୋକମାନେ ତାଙ୍କ ସହିତ ଏହିଭଳି କରିଛନ୍ତି ସେ ସମସ୍ତେ ବାହାରେ ବୁଲୁଛନ୍ତି । ସେ ଆଗକୁ କହିଲେ କି ସେ ସେହି ଦିନ ଯେଉଁ ସାହସ ଦେଖାଇ ନିଜର କରତବ୍ୟ କରିଥିଲେ ତାଙ୍କର ଦଣ୍ଡ ତାଙ୍କୁ ଆଜି ମିଳୁଛି । ଏହି ଘଟଣା ପରେ ସେ କିଛି ଦିନ ପର୍ଯ୍ୟନ୍ତ ଶୋଇ ପାରି ନାହାନ୍ତି । ଏଥିପାଇଁ ସେ ନିଦ ଔଷଧର ବି ସେବନ କରୁଛନ୍ତି ।

ଏହା ଛଡା ସେ ଯେତେବେଳେ ବି କୌଣସି କାମ ପାଇଁ ବାହାରକୁ ଯାଉଛନ୍ତି ତେବେ ସେହି ସମୟରେ କିଛି ଲୋକମାନେ ତାଙ୍କର ଫଟୋ ଓ ଭିଡିଓ କରୁଛନ୍ତି, ତାକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଉଛନ୍ତି । ଏହା ଛଡା ତାଙ୍କୁ ଫୋନରେ କୁହାଯାଉଛି କି ସେ କେବଳ ଘର ରୁହନ୍ତୁ ବାହାରକୁ ଆସିବା ଦରକାର ନାହିଁ । ଏହା ଛଡା ତାଙ୍କର ପରିବାର ଲୋକମାନଙ୍କ ଉପରେ ପ୍ରେସରାଇଜ କରାଯାଉଛି କି ତାଙ୍କୁ ଘରୁ ନ ଛାଡିବା ପାଇଁ । ଏହି ଭିଡିଓରେ ସମସ୍ତଙ୍କ ଠାରୁ ସାହାର୍ଯ୍ୟ ମାଗୁଛନ୍ତି ଓ ତାଙ୍କୁ ଉଚିତ ନ୍ୟାୟ ଦେବା ପାଇଁ ସେ ସମସ୍ତଙ୍କୁ ପ୍ରାର୍ଥନା କରୁଛନ୍ତି ।

କହିବାକୁ ଗଲେ ଆପଣ ସମସ୍ତଙ୍କ ଏହି ମାମଲାକୁ ନେଇ ମତାମତ କଣ ଆମକୁ କାମେଣ୍ଟ କରି କୁହନ୍ତୁ ଓ ସୁନିତାଙ୍କୁ ଉଚିତ ନ୍ୟାୟ ଦେବା ପାଇଁ ଚେଷ୍ଟା କରନ୍ତୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।