ସେଦିନ କେବଳ Mamita ଙ୍କ ହତ୍ୟା କରିଥିଲା ନା ଆଉ ଜଣେ ଛାତ୍ରୀଙ୍କୁ ବି ହତ୍ୟା କରିଥିଲା Govind ? ସନ୍ଦେହ ବଢାଉଛି ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ତଥ୍ୟ !

ଶିକ୍ଷୟତ୍ରୀ ମମିତା ମେହେରଙ୍କ ମୃ-ତ୍ୟୁ ମା-ମ-ଲା ଦିନକୁ ଦିନକୁ ନୂଆ ମୋ-ଡ ନେବାରେ ଲାଗିଛି । ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ମମିତାଙ୍କ ହ-ତ୍ୟା କରି ତାଙ୍କୁ ଖ-ଣ୍ଡ ଖ-ଣ୍ଡ କରି କା-ଟି ପୋ-ଡି ଦେଇଥିବା ଏବଂ ତା’ପରେ ତାଙ୍କୁ ନେଇ ମହାଲିଙ୍ଗର ନିର୍ମାଣଧୀନ ଷ୍ଟାଡିୟମ ଭିତରେ ପୋ-ତି ଦେଇଥିବା କଥା ସ୍ଵୀକାର କରିଛି । କିନ୍ତୁ ଏବେ ବି ଆହୁରି ଅନେକ ତଥ୍ୟ ସ-ନ୍ଦେ-ହ ବଢାଉଛି । ମମିତାଙ୍କ ମୃ-ତ-ଦେ-ହ ଉ-ଦ୍ଧା-ର କରାଯାଇ ଥିବା ସ୍ଥାନରୁ ମିଳିଥିବା ତାଙ୍କ ଜିନିଷପତ୍ର ଗୁଡିକ ଚିହ୍ନଟ କରିଛନ୍ତି ତାଙ୍କ ପିତାମାତା ।

ସେଥିମଧ୍ୟରୁ କିଛି ଜିନିଷ ମମିତାଙ୍କର ହୋଇଥିବା ବେଳେ ଆଉ କିଛି ଜିନିଷ ମମିତା ଙ୍କର ନୁହେଁ ବୋଲି କହିଛନ୍ତି ତାଙ୍କ ମାଆ । ତେବେ ଏଠାରେ ପ୍ରଶ୍ନ ଉଠୁଛି ସେହି ଜିନିଷ ଗୁଡିକ କାହାର ? ଗୋବିନ୍ଦର ସହଯୋଗୀ ରାଧେ ସେଦିନ ଗୋବିନ୍ଦକୁ ଗୋଟିଏ ମୃ-ତ-ଦେ-ହ ପୋ-ତି-ବା-କୁ ସାହାଯ୍ୟ କରିଥିଲା ନା ଦୁଇ ଦୁଇଟି ମୃ-ତ-ଦେ-ହ ପୋ-ତି-ବା-କୁ ସାହାଯ୍ୟ କରିଥିଲ ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଛି । ବର୍ତ୍ତମାନ ରାଧେ ଘରୁ ମିଳିଥିବା ଗୋଟିଏ ବ୍ୟାଗ ସ-ନ୍ଦେ-ହ ବଢାଉଛି ।

ସେହି ବ୍ୟାଗରେ ଥିବା ଜିନିଷପତ୍ର ମମିତାଙ୍କ ପରିବାର ଲୋକେ ଚିହ୍ନଟ କରିବା ପରେ ତାହା ମମିତାଙ୍କର ନୁହେଁ ବୋଲି କହିଛନ୍ତି । ଏସପି ଅଫିସରେ ଏକ ଧଳା ବ୍ଯାଗ ଚିହ୍ନଟ କରିବା ତାହା ମମିତାଙ୍କର ନୁହେଁ କିମ୍ବା ସେଥିରେ ଥିବା ଲୁଗାପଟା ମଧ୍ୟ ମମିତାଙ୍କର ନୁହେଁ ବୋଲି କହିଛନ୍ତି ତାଙ୍କ ପରିବାର ଲୋକେ । ତେବେ ଏହି ବ୍ୟାଗରେ ଥିବା ଡ୍ରେସପଟା, ମୋବାଇଲ ଫୋନ ଏସବୁ କାହାର ବୋଲି ପ୍ରଶ୍ନ ଉଠୁଛି । ତେବେ ବ୍ୟାଗରେ ଥିବା ମୋବାଇଲଟି ଜଣେ ଛାତ୍ରୀଙ୍କର ବୋଲି ସୂଚନା ମିଳିଛି ।

ତେବେ ସେହି ଛାତ୍ରୀ ଜଣକ କିଏ ଯାହାଙ୍କ ବ୍ୟାଗ ରାଧେ ପାଖରୁ ଜ-ବ-ତ କରିଛି ପୋ-ଲି-ସ ? ଆଉ ଜଣେ ଛାତ୍ରୀ ନି-ଖୋ-ଜ ନାହାନ୍ତି ତ ? ତାଙ୍କୁ ମଧ୍ୟ ମମିତାଙ୍କ ସହ ହ-ତ୍ୟା କରି ଦିଆ ଯାଇନି ତ ? ଏହାକୁ ନେଇ ଏବେ ଏହି ମା-ମ-ଲା-ରେ ଏବେ ସ-ନ୍ଦେ-ହ ବଢିବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।