Govinda ଗୁପ୍ତ କୋଠରୀରୁ ଶବ୍ଦ ଶୁଭିବା ମୁସ୍କିଲ୍, କାମନାର ସ୍ୱର୍ଗକୁ କିଛି ହିଁ ଜାଣନ୍ତି ଯିବା ଆଉ ଖସିବା ବାଟ, ଦେଖନ୍ତୁ କୋଠରୀ ଭିତରର ଦୃଶ୍ୟ, ଦେଖନ୍ତୁ Video

ଶିକ୍ଷୟତ୍ରୀ ମମିତା ମେହେରଙ୍କ ମୃ-ତ୍ୟୁ ମା-ମ-ଲା-ରେ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ଗି-ର-ଫ ହେବା ପରେ ଅନେକ ର-ହ-ସ୍ୟ-ମ-ୟୀ ତ-ଥ୍ୟ ସମାନକୁ ଆସୁଛି । ମହାଲିଙ୍ଗ କଲେଜ ହଷ୍ଟେଲ ମଧ୍ୟରେ ଥିବା ଗୁ-ପ୍ତ କୋଠରିକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି । ଏହାକୁ ନେଇ ଲୋକଙ୍କ ମନରେ ଅନେକ କୌତୁହଳ ଓ ପ୍ରଶ୍ନ ସୃଷ୍ଟି ହେଉଛି । ରାଜା ମହାରାଜାଙ୍କ ସମୟରୁ ଆରମ୍ଭ କରି ଦ୍ଵିତୀୟ ବି-ଶ୍ଵ-ଯୁ-ଦ୍ଧ ପର୍ଯ୍ୟନ୍ତ ଶ-ତ୍ରୁ କବଳରୁ ରକ୍ଷା ପାଇବା ପାଇଁ କିମ୍ବା ଶ-ତ୍ରୁକୁ ଫା-ନ୍ଦ-ରେ ଫ-ସା-ଇ-ବା ପାଇଁ ଏଭଳି ଗୁ-ପ୍ତ କୋଠରି ତିଆରି କରାଯାଇ ଥାଏ ।

ବି-ଳା-ସ-ପର୍ଣ୍ଣ ଜୀବନଯାପନ ପାଇଁ ମଧ୍ୟ ଅନେକ ଏହି କୋଠରି ନିର୍ମାଣ କରନ୍ତି । ଏହି ଗୁପ୍ତ କୋଠରି ଗୁଡିକୁ ସାଧାରଣ ଘର ଠାରୁ ସାମାନ୍ଯ ଅଲଗା ଭାବେ ନିର୍ମାଣ କରାଯାଇ ଥାଏ । କେବଳ କିଛି ଲୋକଙ୍କୁ ହିଁ ଏହା ଭିତରକୁ ଯିବା ଆସିବା ରାସ୍ତା ବିଷୟରେ ଜଣାଥାଏ । ଏହାସହ ଏହି କୋଠରି ଭିତରକୁ ବାହାରର ଶବ୍ଦ ଯାଇପାରେ ନାହିଁ କିମ୍ବା ଭିତର ଶବ୍ଦ ମଧ୍ୟ ବାହାରକୁ ଶୁଭାଯାଏ ନାହିଁ । ଏହି କୋଠରିରେ କୌଣସି ଝରକା ମଧ୍ୟ ନଥାଏ । ଏଥିରେ କେବଳ ୱାନ ୱେ ଗ୍ଳାସ ଲଗାଯାଇ ଥାଏ ।

ଯେଉଁଥିରେ ଭିତରେ ଥିବା ଲୋକ ବାହାର ଦୃଶ୍ୟ ଦେଖି ପାରିବ । କିନ୍ତୁ ବାହାରକୁ ଏହା କିଛି ଦେଖାଯିବ ନାହିଁ । ଗୁ-ପ୍ତ କୋଠରି ମାନଙ୍କରେ ତାପମାତ୍ରାକୁ ମଧ୍ୟ ଖୁବ ଧ୍ୟାନରେ ରଖାଯାଏ ଓ ଏହା ମଧ୍ୟରେ ଯୌ-ନ ଉ-ତ୍ତେ-ଜ-ନା ମୂ-ଳ-କ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇ ଥାଏ । ଏହି କୋଠରି ଭିତରେ ଭିନ୍ନ ଶୈଳୀରେ ନିର୍ମିତ ଖଟ ଓ ଟେବୁଲ, ଚେୟାର ମଧ୍ୟ ରଖାଯାଇ ଥାଏ । ଯାହାକୁ ବ୍ୟବହାର କରି କା-ମ କ୍ରୀ-ଡାର ମଜା ଉଠାନ୍ତି ଏହାକୁ ବ୍ୟବହାର କରୁଥିବା ଲୋକମାନେ ।

ଭାରତ ବ୍ଯତୀତ ବିଦେଶରେ ମଧ୍ୟ ଏହି ଗୁ-ପ୍ତ କୋଠରି କନସେପ୍ଟ ଖୁବ ପ୍ରଚଳିତ ଅଟେ । ନିଜ ଯୌ-ନ ଆ-କାଂ-କ୍ଷାକୁ ଚରିତାର୍ଥ କରିବା ପାଇଁ ଅନେକ ଲୋକ ଏହିପରି କୋଠରି ତିଆରି କରିଥାନ୍ତି । ଏଠାରେ କୌଣସି ଅ-ପ-ରା-ଧ ହେଲେ ମଧ୍ୟ କେହି ଜାଣି ପାରନ୍ତି ନାହିଁ । ଏହି କୋଠରିକୁ ଏତେ ଗୁ-ପ୍ତ ଭାବେ ତିଆରି କରାଯାଇ ଥାଏ ଯେ ଏହାକୁ ବାହାର ଲୋକ ଠାବ କରିବା ଅସମ୍ଭବ ହୋଇଥାଏ । ତେବେ ଏଭଳି ଏକ ଗୁ-ପ୍ତ କୋଠରି ମହାଲିଙ୍ଗ ମହିଳା ବିଶ୍ଵବିଦ୍ୟାଳୟର ହଷ୍ଟେଲରେ ଲୁ-ଚି ରହିଛି ବୋଲି ଅନେକ ପ୍ରଶ୍ନ ଉଠୁଛି ।

ଯାହାକୁ ନେଇ ଗ-ଣ-ମା-ଧ୍ୟ-ମ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି । ତେବେ ପୋ-ଲି-ସ ପରୋକ୍ଷରେ ଏହା ମଧ୍ୟରେ ଗୁ-ପ୍ତ କୋଠରି ରହିଥିବା ମାନୁଥିବା ବେଳେ ଏହାକୁ କଣ ପାଇଁ ଯା-ଞ୍ଚ କରୁନି ଏବଂ ସାମନାକୁ ଆଣୁନି ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଅଟେ । ଏହି କୋଠରିର ର-ହ-ସ୍ୟ କେବେ ସାମନାକୁ ଆସୁଛି ଦେଖିବା ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।