ଗୋଟିଏ କୃଷକ ପାଖରେ 13 ଟି ଗାଈ ଅଛି, ସେ ତାର 3 ଜଣ ପୁଅଙ୍କ ମଧ୍ୟରେ ତାହାକୁ ସମାନ ଭାବରେ କିପରି ବାଣ୍ଟିବ ? 99 % ଲୋକଙ୍କୁ ଜଣା ନଥିବ

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ ।  ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।

( ୧ ) ଦୁନିଆର ସବୁଠାରୁ ବଡ ଦେଶ କିଏ ଅଟେ ?

ଉତ୍ତର-    ଋଷ

( ୨ ) ବିଶ୍ଵର ସବୁଠାରୁ ବଡ ସଂଗ୍ରହାଳୟ କେଉଁ ଠାରେ ଅଛି ?

ଉତ୍ତର-    ଲଣ୍ଡନ

( ୩ ) ଗୁରୁତ୍ବାକର୍ଷ୍ଣ ର ଆବିଷ୍କାର କିଏ କରିଥିଲେ ?

ଉତ୍ତର-   ନ୍ୟୁଟନ

( ୪  ) କଉ ଜୀବ କେବଳ ଭାରତରେ ଦେଖା ଯାଏ ?

ଉତ୍ତର-     ଘଡିୟାଳ

( ୫ )   କଉ ଫଳର  ମଞ୍ଜିରେ ବିଷ ଥାଏ ?

ଉତ୍ତର-  ରତନଜୋତ

( ୬ )  ସବୁଠାରୁ ଅଧିକ ଜୋରେ କଉ ପଶୁ ଦୌଡି ପାରେ ?

ଉତ୍ତର-  ଚିତା

( ୭ )  ଭାସ୍କୋଡାଗାମା ଭାରତ କେବେ ଆସିଥିଲେ ?

ଉତ୍ତର-  ୧୪୯୮

( ୮ )  ଫତେପୁର ଶିଖରୀ କିଆ ନିର୍ମାଣ କରେଇ ଥିଲେ ?

ଉତ୍ତର-   ଅକବର

( ୯ ) ସୂର୍ଯ୍ୟର ନିକଟତମ ଗ୍ରହ କିଏ ଅଟେ ?

ଉତ୍ତର-  ବୁଧ ଗ୍ରହ

( ୧୦ ) ଭାରତର ପ୍ରଥମ ଟିବି ସିରିୟାଲ କଣ ଥିଲା ?

ଉତ୍ତର-  ହମ ଲୋଗ

( ୧୧ ) ପୃଥିବୀରେ କେତୋଟି ମହାଦୀପ ଅଛି ?

ଉତ୍ତର-  ୭

( ୧୨ ) ଅକବର ନାମା କିଏ ଲେଖିଥିଲେ ?

ଉତ୍ତର- ଅବଦୁଲ ଫଜଲ

( ୧୩ )   ରଏଲେକ୍ଟ ଆକ୍ଟ ଭାରତରେ କେବେ ଲାଗୁ ହୋଇଥିଲା ?

ଉତ୍ତର-  ୧୯୧୯

( ୧୪ ) ଭାରତର କେଉଁ ରାଜ୍ୟରେ ଅଧିକ ଲୁଣ ଉତ୍ପାଦନ ହୁଏ ?

ଉତ୍ତର-  ଗୁଜୁରାଟ

( ୧୫ ) ସବୁଠୁ ଅଧିକ କଙ୍ଗାରୁ କେଉଁ ଦେଶରେ ଅଛନ୍ତି ?

ଉତ୍ତର-  ଅଷ୍ଟ୍ରେଲିଆ

( ୧୬ ) ଭାରତରେ ରାବଣର ମନ୍ଦିର କେଉଁଠି ଅଛି ?

ଉତ୍ତର-  ଯୋଧପୁର

( ୧୭ ) ଉଦିତ ସୂର୍ଯ୍ୟର ଭୂମି କାହାକୁ କୁହାଯାଏ ?

ଉତ୍ତର-  ଜାପାନ

( ୧୮ ) ସୁରମା ନଗରି କାହାକୁ କୁହାଯାଏ ?

ଉତ୍ତର- ବରେଲି

( ୧୯ )  ତାଶ ର ଆବିଷ୍କାର କେଉଁ ଠାରେ ହୋଇଥିଲା ?

ଉତ୍ତର-  ଚୀନ

( ୨୦ )  ଇଞ୍ଜିନିୟରକୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର-  ଅଭିୟନ୍ତା

 

( ୨୧ ) କାଲେଣ୍ଡର ର ଆବିଷ୍କାର କିଏ କରିଥିଲେ ?

ଉତ୍ତର-  ବିକ୍ରମାଦିତ୍ୟ

( ୨୨ ) ଦାଶ କୋପିଟଲ କାହାର ରଚନା ?

ଉତ୍ତର-  କୌତଲ୍ୟ

( ୨୩ ) ମୁଖ୍ୟ ଚୁନାବ ଆୟୁକ୍ତଙ୍କ ନିଯୁକ୍ତି କିଏ କରନ୍ତି ?

ଉତ୍ତର- ରାଷ୍ଟ୍ରପତି

( ୨୪ ) ପ୍ରଥମେ ନୋଟ ବନ୍ଦୀ କେଉଁ ଠାରେ ହୋଇ ଥିଲା ?

ଉତ୍ତର- ଘାନା

( ୨୫ ) ସୂର୍ଯ୍ୟ ମନ୍ଦିର କେଉଁଠି ଅବସ୍ଥିତ ?

ଉତ୍ତର- ତାମିଲନାଡୁ

( ୨୬ ) କଣ ଜିନିଷ ଥଣ୍ଡାରେ ବି ପିଘିଳି ଥାଏ ?

ଉତ୍ତର-  ମହମବତୀ

( ୨୭ ) ସେରସାହାଙ୍କର ମକବରା କେଉଁଠି ଅଛି ?

ଉତ୍ତର-  ସାସାରାମ

( ୨୮ ) ମନୁସ୍ମୃତି କାହାକୁ ସମର୍ପିତ ଅଟେ ?

ଉତ୍ତର-   ସମାଜ ବ୍ୟବସ୍ଥା

( ୨୯ ) ବିଶ୍ଵ ଯୁବକ ଦିବସ କେବେ କରା ଯାଏ ?

ଉତ୍ତର- ୧୨ ଅଗଷ୍ଟ

( ୩୦ ) ଦିଲ୍ଲୀର ଜାମା ମସ୍ଜିଦ କିଏ କରିଥିଲେ ?

ଉତ୍ତର-   ଶାହାଜାହାଁ

( ୩୧ ) ପ୍ଲାଷ୍ଟର ଅଫ ପ୍ୟାରିଶ କେଉଁ ଥିରୁ ତିଆରି ହୁଏ  ?

ଉତ୍ତର-  ଜିପସମ

( ୩୨ ) ଦର୍ଜିଲିଙ୍ଗ କେଉଁ ଠାରେ ଅଛି ?

ଉତ୍ତର-  ପଶ୍ଚିମ  ବଙ୍ଗରେ

( ୩୩ ) ଭାରତର ସବୁଠୁ ବଡ ମ୍ୟୁଜିୟମ କେଉଁ ଠାରେ ଅଛି ?

ଉତ୍ତର-  କୋଲକାତା

( ୩୪ ) ମସଲାର ବଗିଚା କାହାକୁ କୁହାଯାଏ ?

ଉତ୍ତର-  କେରଲ

( ୩୫ ) କଳା ପତାକା କାହାର ପ୍ରତୀକ ?

ଉତ୍ତର-  ବିରୋଧ

( ୩୬ ) ସହରର ସହର କାହାକୁ କୁହାଯାଏ ?

ଉତ୍ତର-  ଫିନ ଲାଣ୍ଡକୁ

( ୩୭ ) ଆନଦବନ ର ସ୍ଥାପନା କିଏ କରିଥିଲେ ?

ଉତ୍ତର-  ବାବା ଆମ୍ଟେ

( ୩୮ ) ଜଗନାଥ ମନ୍ଦିର କେଉଁଠି  ଅବସ୍ଥିତ ?

ଉତ୍ତର- ଓଡିଶା

( ୩୯ ) ଭାରତର ସବୁଠୁ ଛୋଟ ରାଜ୍ୟ କିଏ ଅଟେ ?

ଉତ୍ତର-  ଗୋଆ

( ୪୦ ) କାଉ କେଉଁ ଦେଶର ଜାତୀୟ ପକ୍ଷୀ ?

ଉତ୍ତର-  ଭୁଟାନ

ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗିଲେ ନିଶ୍ଚୟ ଲାଇକ କରନ୍ତୁ ।

( ୪୧ )

ଗୋଟେ କୃଷକ ପାଖରେ 13 ଗାଈ ଅଛନ୍ତି, ତ 3 ପୁଅଙ୍କ ଭିତରେ ସମାନ ଭାବରେ ସେ କେମିତି ବାଣ୍ଟିବ ?

ଉତ୍ତର- କୃଷକ ସମାନ ଭାବରେ ବାଣ୍ଟି ପାରିବ ନାହିଁ !

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।