ଗୋଟିଏ ଝିଅ 1960 ରେ ଜନ୍ମ ହେଲା ଓ 1970 ରେ ସେ ମରିଗଲା, ଯେତେବେଳେ ସେ ମଲା ତାହାର ବୟସ 20 ବର୍ଷ ଥିଲା ? କୁହନ୍ତୁ କେମିତି ? ଏହା ସହ ଆହୁରି 15ଟି GK Question ଓ Answer

ଆଜି କାଲି ର ଯୁବ ପିଢ଼ୀଙ୍କ ଗୋଟେ ହିଁ ସ୍ଵପ୍ନ କି କିପରି ଭଲ ପାଠ ପଢିବେ ଏବଂ IAS ଅଫିସର ହେବେ । କିନ୍ତୁ ଆଇଏସ ଅଫିସର ହେବା ଏତେ ସହଜ ନୁହେଁ ଏଥି ପାଇଁ ବହୁତ ପରିଶ୍ରମ ଏବଂ ପରୀକ୍ଷା ଦେବାକୁ ପଡିଥାଏ । IAS ହେବା ପାଇଁ UPSC ପରୀକ୍ଷା ଦେବାକୁ ପଡେ । UPSC ଦେଶ ର ସବୁଠୁ କଠିନ ପରୀକ୍ଷା ଅଟେ । IAS ପରୀକ୍ଷା ରେ ପଚରା ଯାଉଥିବା ପ୍ରଶ୍ନ ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲାଇ ଦେବ । ଆଜି ଆମେ ଆପଣଙ୍କ ପାଇଁ ଏହା ର କିଛି ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କୁ ବହୁତ ସାହାଯ୍ୟ କରିବ ।

ପ୍ରଶ୍ନ- 1
ମହଲର ସହର କାହାକୁ କୁହାଯାଏ ?

 

ଉତ୍ତର – କୋଲକାତା

ପ୍ରଶ୍ନ- 2
ଉଦୟ ସୂର୍ଯ୍ୟ ର ଭୂମି କାହାକୁ କୁହାଯାଏ ?

ଉତ୍ତର – ଜାପାନ

ପ୍ରଶ୍ନ- 3
ଭାରତର ସବୁଠୁ ଛୋଟ ରାଜ୍ୟ କଣ ଅଟେ ?

ଉତ୍ତର – ଗୋଆ

ପ୍ରଶ୍ନ- 4
ଆରବ ସାଗରର ରାଣୀ କାହାକୁ କୁହାଯାଏ ?

ଉତ୍ତର – କୋଚ୍ଚୀ

ପ୍ରଶ୍ନ- 5
କଳା ବନ କେଉଁଠି ମିଳିଥାଏ ?

ଉତ୍ତର – ବ୍ରାଜିଲ

ପ୍ରଶ୍ନ- 6
ବିଶ୍ଵ ସଂସ୍କୃତି ଦିବସ 2020 ରେ କେଉଁ ତାରିଖ ରେ ପାଳନ କରାଯାଇଥିଲା ?

ଉତ୍ତର: August 3

ପ୍ରଶ୍ନ- 7
ଚାଇନା ର ଲୋକମାନେ କାହିଁକି ପାକିସ୍ତାନ ର ଲୋକମାନ ଙ୍କ ଠାରୁ ଅଧିକ ଖାଆନ୍ତି ?

ଉତ୍ତର: ଚାଇନା ର ଲୋକ ସଂଖ୍ୟା ଅଧିକ ଥିବାରୁ ।

ପ୍ରଶ୍ନ- 8
କେଉଁ ପକ୍ଷୀ ନିଜ କାନ ଦ୍ଵାରା ଦେଖୁଥାଏ?

ଉତ୍ତର:- ବାଦୁଡି ନିଜ କାନ ଦ୍ଵାରା ଦେଖେ ।

ପ୍ରଶ୍ନ- 9
କେଉଁ ଜୀବ ତା’ର ଛୁଆକୁ ଦେଖିବା ଆଗରୁ ମରି ଯାଇଥାଏ ?

ଉତ୍ତର – ପ୍ରଜାପତି

ପ୍ରଶ୍ନ- 10
ବିଶ୍ଵର ସବୁଠାରୁ ସୁନ୍ଦର ନଗର କଣ ଅଟେ ?

ଉତ୍ତର:- ପ୍ୟାରିସ ବିଶ୍ଵର ସବୁଠାରୁ ସୁନ୍ଦର ନଗର ଅଟେ ।

ପ୍ରଶ୍ନ- 11
ତାହା କେଉଁ ଫୁଲ ଅଟେ ଯାହା ୧୨ ବର୍ଷରେ ଗୋଟିଏ ଥର ଫୁଟିଥାଏ ।

ଉତ୍ତର – ନୀଳ କୁରୁଞ୍ଜି

ପ୍ରଶ୍ନ- 12
ଏମିତି କୌଣସି ଜିନିଷ ଅଛି ଯାହା ପୁରା ମାସରେ ଥରେ ଆସିଥାଏ ଏବଂ ୨୪ ଘଣ୍ଟା ରେ ଚାଲି ଯାଇଥାଏ ?

ଉତ୍ତର:- ଏହି ପ୍ରଶ୍ନ ର ଠିକ୍ ଉତ୍ତର ହେଉଛି “ତାରିଖ” ।

ପ୍ରଶ୍ନ- 13
ଏମିତି କେଉଁ କାମ କରିଲା ବେଳେ ପୁଅ ଓ ଝିଅର ନିଶ୍ଵାସ କିଛି ସମୟ ପାଇଁ ବନ୍ଦ ହୋଇଯାଏ ?

ଉତ୍ତର – ଛିଙ୍କିବା ସମୟରେ

ପ୍ରଶ୍ନ- 14
ଭାରତର ସର୍ବକ୍ଷଣ ବିଭାଗ କେଉଁଠାରେ ଅଛି ?

ଉତ୍ତର:- ଦେହେରାଦୁନ

ପ୍ରଶ୍ନ- 14
ଗୋଟିଏ ଝିଅ 1960 ରେ ଜନ୍ମ ହେଲା ଓ 1970 ରେ ସେ ମରିଗଲା, ଯେତେବେଳେ ସେ ମଲା ତାହାର ବୟସ 20 ବର୍ଷ ଥିଲା ? କୁହନ୍ତୁ କେମିତି ?

ଉତ୍ତର – କାରଣ ଯେଉଁଠି ସେ ମଲା ସେହି ରୁମ ନମ୍ବର ଥିଲା 1970 ।