ଗୋଟେ ଟ୍ରକ ଡ୍ରାଇଭର ରଙ୍ଗ୍ ସାଇଡରେ ଯାଉଥିଲା ଟ୍ରାଫିକ ପୋଲିସ ଦେଖିଲେ ହେଲେ ଧରିଲେ ନାହିଁ କାହିଁକି ? ଏହାସହ ଆହୁରି 20 Interesting GK Questions

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- କେଉଁ ଜୀବ ଉଭୟ ଆଖି ଓ ନାକ ପଟେ ନିଃଶ୍ଵାସ ପ୍ରଶ୍ଵାସ ନିଏ ?

ଉ: ହରିଣ

୨- କେଉଁ ମାଛ ମୁଣ୍ଡରେ ପାକସ୍ଥଳୀ ଥାଏ ?

ଉ: ଚିଙ୍ଗୁଡି

୩- କେଉଁ ଯୀବାର ଆଠଟି ଆଖି ଅଛି ?

ଉ: ମାଙ୍କଡସା

୪- ମୟୂର ପୁଚ୍ଛରେ କେତୋଟି ଚନ୍ଦ୍ରିକା ଅଛି ?

ଉ: ୧୮ଟି

୫- କେଉଁ ଜୀବର ଆଖି ନାହିଁ ?

ଉ: ଜିଆ

୬- କେଉଁ ଜୀବ ପହଁରି ପାରେ ନାହିଁ ?

ଉ: ଓଟ

୭- କେଉଁ ଜୀବର ମେରୁଦଣ୍ଡ ନାହିଁ ?

ଉ: କଙ୍କଡା

୮- କେଉଁ ଜୀବର ପାଞ୍ଚୋଟି ଆଖି ଅଛି ?

ଉ: ମହୁମାଛି

୯- କେଉଁ ଜୀବ ସବୁଠାରୁ ବେଶୀ ଦିନ ବଞ୍ଚେ ?

ଉ: କଇଁଛ

୧୦- କେଉଁ ଜୀବର ୧୦ଟି ଗୋଡ ଅଛି ?

ଉ: କଙ୍କଡା

୧୧- କିଏ ସବର୍ଦା ଜିଭ ବାହାର କରେ ?

ଉ: ସାପ

୧୨- ଯିଏ ବସା ତିଆରି କରିପାରେ ନାହିଁ ?

ଉ: କୋଇଲି

୧୩- କେଉଁ ପକ୍ଷୀର ଦାନ୍ତ ଅଛି ?

ଉ: ବାଦୁଡି

୧୪- କେଉଁ ଗଛର ଫୁଲ ନାହିଁ ?

ଉ: ଛତୁ

୧୫- ଚୁଲିର ତିନି ମୁଣ୍ଡକୁ କଣ କୁହାଯାଏ ?

ଉ: ଝିଙ୍କା

୧୬- କେଉଁ ପକ୍ଷୀ ଉଡିପାରେ ନାହିଁ ?

ଉ: ଓଟ ପକ୍ଷୀ

୧୭- କେଉଁ ଜୀବ କେବେ ହେଲେ ମାଟି ଉପରେ ବସେ ନାହିଁ ?

ଉ: ଘୋଡା

୧୮- କେଉଁ ଜୀବ ଡେଇଁ ପାରେ ନାହିଁ ?

ଉ: ହାତୀ

୧୯- କେଉଁ କୁଆ ପକ୍ଷୀ ନୁହେଁ ?

ଉ: ଠେକୁଆ

୨୦- ଭାରତର କେଉଁ ସହର ପାଣିରେ ବୁଡି ରହିଛି ?

ଉ: ଦ୍ଵାରିକା ନଗର

୨୧- କେଉଁ ଜୀବ କ୍ଷୀର ଓ ଅଣ୍ଡା ଉଭୟ ଦେଇଥାଏ ?

ଉ: ପ୍ଲାଟିପସ

୨୨- କେବଳ ଭାରତରେ କେଉଁ ଜୀବ ଦେଖା ଯାଇଥାଏ ?

ଉ: ଘଡିୟାଲ କୁମ୍ଭୀର

୨୩- କେଉଁ ଜୀବ ତିନି ବର୍ଷ ଯାଏଁ ଶୋଇ ରହିଥାଏ ?

ଉ: ଗେଣ୍ଡା

୨୪- କେଉଁ ଜୀବ ନିଜ ଜିଭରେ ଚାଲିଥାଏ ?

ଉ: ଗେଣ୍ଡା

୨୫- ଗୋଟେ ଟ୍ରକ ଡ୍ରାଇଭର ରଙ୍ଗ୍ ସାଇଡରେ ଯାଉଥିଲା ଟ୍ରାଫିକ ପୋଲିସ ଦେଖିଲେ ହେଲେ ଧରିଲେ ନାହିଁ କାହିଁକି ?

ଉ: କାହିଁକି ନ ଡ୍ରାଇଭରଟି ରାସ୍ତାରେ ଚାଲିକି ଯାଉଥିଲା ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।