ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି ।
ଆଜିକାଲି ଏକ ସାଧାରଣ ଚାକିରି ଇଣ୍ଟରଭ୍ୟୁରେ ମଧ୍ୟ ଏହିସବୁ ପ୍ରଶ୍ନ ପଚାରି ଦେଉଛନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।
୧- ମହାତ୍ମା ଗାନ୍ଧୀ ପ୍ରଥମ ଥର ଚଷମା କେବେ ପିନ୍ଧିଥିଲେ ?
ଉ: ୧୮୯୦ ରେ
୨- ଏମିତି କେଉଁ ବସ୍ତୁ ଅଛି ଯାହା କାଟିବା ପରେ ଆପଣ ଗୀତ ଗାଇବାକୁ ଲାଗିଯାନ୍ତି ?
ଉ: ଜନ୍ମଦିନ(birthday) କେକ୍
୩- ଦୁନିଆର ସବୁଠୁ ବୁଦ୍ଧିମାନ ପଶୁ କିଏ ?
ଉ: ସିମ୍ପାଜି
୪- ହାତୀ ଗୋଟେ ଥରରେ କେତେ ପାଣି ପିଇ ପାରେ ?
ଉ: ୧୪ ଲିଟର
୫- ଦୁନିଆରେ କେଉଁ ସହରର ସବୁଠୁ ବଡ ନାମ ଅଛି ?
ଉ: ବେଙ୍ଗାଲୁର ସହରର
୬- ଫ୍ରାନ୍ସ କେଉଁ ଦେଶର ଭାଷା ଅଟେ ?
ଉ: ଆଫଗାନିସ୍ଥାନ
୭- ପାରସ ପଥର କେଉଁଠି ମିଳିଥାଏ ?
ଉ: ହିମାଚଳର ଜଙ୍ଗଲରେ
୮- ସମୁଦ୍ରର ପାଣି କ୍ଷାର କାହିଁକି ଲାଗିଥାଏ ?
ଉ: ଲୁଣ ଯୋଗୁଁ
୯- କେଉଁ ଭାରତୀୟ ନୋଟ ଉପରେ ଗାନ୍ଧୀଜିଙ୍କ ଫଟୋ ନ ଥାଏ ?
ଉ: ଇଣ୍ଡୋନେସିଆ
୧୦- ନରେନ୍ଦ୍ର ମୋଦି କେଉଁ ଦେଶର ପ୍ରଧାନମନ୍ତ୍ରୀ ଅଟନ୍ତି ?
ଉ: ଏହି ପ୍ରଶ୍ନର ଉତ୍ତର ଆମକୁ କମେଣ୍ଟ କରି ଜଣାନ୍ତୁ
୧୧- ଭାରତରେ ମୌସୁମୀ ପ୍ରଥମେ କେଉଁ ରାଜ୍ୟକୁ ଆସିଥାଏ ?
ଉ: କେରଳ
୧୨- ଭାରତ କେଉଁ ରାଜ୍ୟରେ ସବୁଠୁ ଅଧିକ ଜଙ୍ଗଲ ରହିଛି ?
ଉ: ମଧ୍ୟପ୍ରଦେଶ
୧୩- କେଉଁ ଦେଶରେ ଧଳା ରଙ୍ଗର କାଉ ଦେଖିବାକୁ ମିଳନ୍ତି ?
ଉ: ଇଜିପ୍ଟରେ
୧୪- ଭାରତ ସ୍ଵାଧୀନ ହେବା ସମୟରେ ଭାରତର ଲୋକସଂଖ୍ୟା କେତେ ଥିଲା ?
ଉ: ୩୪ କୋଟି
୧୫- ମଣିଷର DNA କେଉଁ ପଶୁ ସହ ସବୁଠୁ ଅଧିକ ମିଶିଥାଏ ?
ଉ: ମାଙ୍କଡ ସହ
୧୬- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ମେଟ୍ରୋ ଚାଲେ ?
ଉ: ମହାରାଷ୍ଟ୍ର
୧୭- ଜଣେ ବ୍ୟକ୍ତି ଗୋଟିଏ ଦିନରେ କେତୋଟି ଶବ୍ଦ କହିଥାଏ ?
ଉ: ୭୦୦୦ ରୁ ମଧ୍ୟ ଅଧିକ
୧୮- ଭାରତର ସବୁଠୁ ଭଲ ସରକାରୀ ଚାକିରି କଣ ଅଟେ ?
ଉ: ଆଇଏଏସ(IAS)
୧୯- ଭାରତରେ ସମୁଦାୟ କେତୋଟି ଟ୍ରେନ ଅଛି ?
ଉ: ୧୨୬୧୭ ଟି
୨୦- କେଉଁ ପରିବାରେ ରକ୍ତ ସଫା ହୋଇଥାଏ ?
ଉ: କଲରା
୨୧- କେଉଁ ଦେଶରେ ଇଣ୍ଟରନେଟ ସେବା ଫ୍ରି ରେ ମିଳେ ?
ଉ: ଡେନମାର୍କ
୨୨- କେଉଁ ସାଲରେ ବେଙ୍ଗଲ ରେ ଅକାଳ ପଡିଥିଲା ?
ଉ: ୧୭୭୦ରେ
୨୩- କେଉଁ ଦେଶରେ ଦୁଇରୁ ଅଧିକ ସନ୍ତାନ କଲେ ଦଣ୍ଡ ଦିଆଯାଏ ?
ଉ: ଉତ୍ତର କୋରିଆ
୨୪- ବିଶ୍ଵ ଜଳ ଦିବସ କେବେ ପାଳନ କରାଯାଏ ?
ଉ: ୨୨ ମାର୍ଚ୍ଚରେ
୨୫- କେଉଁ ଗୋଟିଏ ନାମ- ଗୋଟିଏ ଝିଅର ନାମ, ଗୋଟିଏ ଫିଲ୍ମର ନାମ, ଗୋଟିଏ ଔଷଧର ନାମ ଓ ଗୋଟିଏ ଗଛର ମଧ୍ୟ ନାମ ଅଟେ ?
ଉ: ଅଶୋକ
ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।