Gopal କହୁଛି ସବୁ ଟିଭି ଆସ ସତ କହିବି, କାହିଁକି କଲି Naba Dasଙ୍କ ହ-ତ୍ୟା… କଣ ରହିଛି ଏହା ପଚାର କାରଣ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ gullliକା-ଣ୍ଡ ମାମଲାର ଅଭିଯୁକ୍ତ ଗୋପାଳ ଦାସ ପୋଲିସକୁ ଭୁଆଁ ବୁଲାଉଛି । ବର୍ତ୍ତମାନ ସମୟରେ ଏକ ଖବର ଆସି ପହଞ୍ଚିଛି, ଖବର ଅନୁଯାୟୀ ଗୋପାଳ ପ୍ରେସ ସମ୍ମିଳନୀ ଡକାଇଛି । ଆଉ କହିଛି ସବୁ ଖବର କାଗଜ ତଥା ସବୁ ନ୍ୟୁଜ ଚ୍ୟାନେଲ ଆସ ମୁଁ ସତ କହିବି । ତେବେ ସର୍ବ ସମ୍ମୁଖରେ ସତ ମାନିବା ପଛରେ କଣ ରହିଛି କି ଗୋପାଳର ରହସ୍ୟ ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଗୋପାଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମା-ରି-ବା ପରେ ଗିରଫ ହୋଇ ଥାନାରେ ଥିଲା । ଏବଂ ସତ ନ ମାନିବାରୁ ତାକୁ ନା-ର୍କୋ-ଟେ-ଷ୍ଟ ପାଇଁ ବିମାନରେ ବସାଇ ଆକାଶ ମାର୍ଗରେ ଉଡାଇ ନିଆଗଲା । ଯେଉଁଥିପାଇଁ ଗୋପାଳ ମୁହଁରେ ହସ ଫୁଟିଗଲା । ଏୟାରପୋର୍ଟରେ ବସି ଗୋପାଳ ଖବର କାଗଜରେ ନିଜ ଫଟୋ ଦେଖି ଏବଂ ବିମାନରେ ବସିନଥିବା ଗୋପାଳ ବିମାନରେ ଉଡିବା ପାଇଁ ଯାଉଛି ଏହି ସମସ୍ତ କଥା ଗୋପାଳ ମୁହଁରେ ଫୁଟାଇଥିଲା ହସ ।

ଠୋ ଠୋ ହୋଇ ହସିବାକୁ ଲାଗିଥିଲା ଗୋପାଳ । ଏତେ ବଡ ଏକ କା-ଣ୍ଡ କରି ସାରିବା ପରେ ଅଭିଯୁକ୍ତ ଜୀବନରେ ଯେଉଁ ସୁଖ ଏବଂ ଖୁସି ପାଇନଥିଲା ତାହା ବର୍ତ୍ତମାନ ସମୟରେ ପାଇଛି ବୋଲି କୁହାଯାଉଛି । ତେବ ସେ ବା କାହିଁକି ଦୁଃଖ କରିବ । ଏୟାରପୋର୍ଟ ଯିବା ପରେ ଗୋପାଳ କୁଆଡେ ନିଜ ଫଟୋକୁ ଖବର କାଗଜରେ ଦେଖିବା ପରେ କହିଛି ପ୍ରେସ ସମ୍ମିଳନୀ ଡାକ, ସବୁ ନ୍ୟୁଜ ଚ୍ୟାନେଲଙ୍କୁ ଡାକ ମୁଁ ସେମାନଙ୍କ ସାମ୍ନାରେ ସବୁ ସତ କହିବି ।

କାହିଁକି ମୁଁ ମାରିଲି ମନ୍ତ୍ରୀ ନବ ଦାସଙ୍କୁ , କଣ ରହିଥିଲା ରହସ୍ୟ ତାଙ୍କୁ ମା-ରି-ବା ପଛରେ, ବ୍ୟକ୍ତିଗତ କାରଣ ଥିଲା ନା ଆଉ କିଛି ଯାହା ପଚାରିବେ ଆପଣ ମାନେ ସବୁ ପ୍ରଶ୍ନର ଉତ୍ତର ମୁଁ ଦେବି ଏହି କଥା କହିଛି ଅଭିଯୁକ୍ତ ଗୋପାଳ ଦାସ । ସତରେ କଣ ଗୋପାଳ ସମସ୍ତଙ୍କ ସାମ୍ନାରେ ସତ ଓଗାଳିବା ।

ସତରେ କଣ ଏହି ଘଟଣା ପଛର ସତ ବାହାରକୁ ଆସିବ । ସବୁ ସତ ସାମ୍ନାକୁ ଆସିବା ପାଇଁ ହେଲେ ଗୋପାଳ ହିଁ ଏକମାତ୍ର ଜରିଆ ଅଟେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।