ଗର୍ଲଫ୍ରେଣ୍ଡ ର ଓଠ ଖୋଲିଦେବ ତାଙ୍କର ସବୁ ରାଜ୍, କଳା ଓଠ ବାଲା ଝିଅ ମାନଙ୍କଠୁ ବଞ୍ଚିକି ରୁହନ୍ତୁ କାହିଁକି ନା…

ସୁନ୍ଦର ଚେହେରା ପାଇଁ ସମସ୍ତେ ଇଚ୍ଛା କରିଥାନ୍ତି । ସମସ୍ତେ ଚାହାନ୍ତି କି ସେମାନଙ୍କର ଆଖି, ନାକ ଏବଂ ଓଠ ବିଲକୁଲ ପରଫେକ୍ଟ ଥାଉ । କିନ୍ତୁ ଝିଅମାନେ ନିଜର ଯେଉଁ ଅଙ୍ଗ ପାଇଁ ସବୁଠୁ ବେଶି ସଜାଗ ରୁହନ୍ତି ତାହା ହେଉଛି ଓଠ । ସୁନ୍ଦର ଏବଂ ନରମ ଓଠ ପାଇବା ସମସ୍ତେ ଇଛା କରନ୍ତି । ସେଥିପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାର ଉପାୟକୁ ମଧ୍ୟ ଅପଣାଇ ଥାନ୍ତି । କେତେକ ଅଭିନେତ୍ରୀମାନେ ନିଜର ସୁନ୍ଦର ଓଠ ପାଇଁ ପ୍ଲାସ୍ଟିକ ସର୍ଜରୀ ବି କରିଥାନ୍ତି ।

ମହିଳାମାନଙ୍କର ପର୍ସନାଲିଟୀରେ ଓଠ ସବୁଠୁ ବଡ ଭୂମିକା ନିଭାଇ ଥାଏ । କିନ୍ତୁ ସୁନ୍ଦରତାର ଠାରୁ ହଟି ଯଦି ଦେଖାଯାଏ ତେବେ ଓଠ ଆପଣଙ୍କର ଶରୀରର ବିଷୟରେ କହିଥାଏ । ଯଦି ଆପଣ କୌଣସି ରୋଗରେ ପୀଡିତ ଅଛନ୍ତି ତେବେ ଆପଣଙ୍କର ଓଠର ରଙ୍ଗ ବଦଳିବାରେ ଲାଗେ ।

ଓଠ କେବଳ ଶରୀରର ବିଷୟରେ ନୁହେଁ ସେ ବ୍ୟକ୍ତିର ସ୍ଵଭାବ ବିଷୟରେ ମଧ୍ୟ କହିଥାଏ । କହିଦେଉଛୁ ଯେ ଓଠର ରଙ୍ଗ ଏବଂ ଆକାର ଦ୍ଵାରା ଆପଣ ଗୋଟିଏ ବ୍ୟକ୍ତିର ସ୍ଵଭାବ ଏବଂ ତାହା ବିଷୟରେ ବହୁତ କିଛି ସୂଚନା ପାଇପାରିବେ । ଆଜି ଆମେ ଆପଣଙ୍କୁ କହିବୁ କି ଝିଅମାନଙ୍କର ଓଠର ରଙ୍ଗ ଏବଂ ଆକାର ତାଙ୍କ ବିଷୟରେ କଣ କହି ଥାଏ ।

ଆକର୍ଷିତ ଓଠ

ଯଦି ଆପଣଙ୍କର ଗର୍ଲଫ୍ରେଣ୍ଡର ଓଠ ଆକର୍ଷିତ ଅଟେ ତେବ ଆପଣ ସଠିକ ଝିଅର ସଙ୍ଗତରେ ଅଛନ୍ତି । ଯେଉଁ ଝିଅମାନଙ୍କର ଓଠ ଦେଖିବାକୁ ବହୁତ ଆକର୍ଷିତ ହୋଇଥାଏ ସେମାନେ ବହୁତ ପରିଶ୍ରମୀ, ବୁଦ୍ଧିମାନ ଏବଂ ନିଷ୍କପଟ ହୋଇଥାନ୍ତି ।

ପତଳା ଓଠ

ଯଦି ପତଳା ଓଠ ଥିବା ଝିଅ ଆପଣଙ୍କର ଗର୍ଲଫ୍ରେଂଡ କିମ୍ବା ସ୍ତ୍ରୀ ଅଟେ ତେବ ଭାବିନିଅନ୍ତୁ ଆପଣଙ୍କର ଭାଗ୍ୟ ଖୋଲିଗଲା । ପତଳା ଓଠ ଥିବା ଝିଅ ମାନେ ବିଶ୍ଵାସୀ ହେବା ସହିତ ବହୁତ ବୁଦ୍ଧିମାନ ବି ହୋଇଥାନ୍ତି । ନିଜର ପାର୍ଟନରଙ୍କୁ ଏମାନେ ବହୁତ ଭଲ ପାଆନ୍ତି ।

ମୋଟା ଓଠ

ମୋଟା ଓଠର ଝିଅମାନଙ୍କର ମୁଣ୍ଡ ବହୁତ ତେଜ ହୋଇଥାଏ । ଏହି ସ୍ଵାଭାବର ଝିଅମାନେ ଅଳ୍ପ ଝଗଡାଲୁ ହୋଇଥାନ୍ତି । କିନ୍ତୁ କାହାକୁ ବି ନିଜ ଆଡକୁ ଆକର୍ଷିତ କରି ଦେଇଥାନ୍ତି । ଏମାନଙ୍କୁ ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିବାକୁ ଭଲ ପାଆନ୍ତି ।

କଳା ଓଠ

କଳା ଓଠର ଝିଅମାନଙ୍କୁ ବହୁତ ହୋସିଶିୟାର ବୋଲି ଜଣା ଯାଇଥାନ୍ତି । ଏହି ଝିଅ ମାନେ ସ୍ଵଭାବରେ ବହୁତ କଥା କୁହନ୍ତି । ସ୍ଵାମୀ ଏବଂ ପରିବାର ସେବା କରିବା ପାଇଁ ଏମାନଙ୍କୁ ବହୁତ ଭଲ ଲାଗେ । ଏମାନେ ଅନ୍ୟ ମାନଙ୍କ ସହିତ ଜଲ୍ଦି ମିଶି ଯାଆନ୍ତି ।

ଗୋଲାପି ଓଠ

ଯେଉଁ ଝିଅମାନଙ୍କର ଓଠ ଗୋଲାପି ରଙ୍ଗର ହୋଇଥାଏ ସେମାନେ ଭଲ ବ୍ୟବହାର, ଉଦାର ଏବଂ ବୁଦ୍ଧିମାନ ହୋଇଥାନ୍ତି । ଏହି ଝିଅମାନଙ୍କର ସ୍ଵାଭାବ ବହୁତ ଭଲ ଅଟେ ଏବଂ ଏମାନେ ପ୍ରେମରେ ବିଶ୍ଵାସ ରଖିଥାନ୍ତି । ଏମାନେ ବହୁତ ଆକର୍ଷିତ ବ୍ୟକ୍ତିତ୍ବ ଅଟନ୍ତି ।