ଘୋଡା ଉପରେ ଚଢି ପରୀକ୍ଷା ଦେବା ପାଇଁ ପହଞ୍ଚିଲେ ଛାତ୍ରୀ, ଦେଖନ୍ତୁ ଭିଡିଓ

ପ୍ରାୟତଃ ଆପଣମାନେ କାହାଣୀରେ ଶୁଣିଥିବେ ଏବଂ ଫିଲ୍ମରେ ଦେଖିଥିବେ କି ରାଜକୁମାରୀମାନେ ହିଁ ଘୋଡାର ସବାରି କରିଥାନ୍ତି । କିନ୍ତୁ ଅସଲ ଜୀବନରେ ବି ଗୋଟିଏ ଯୁବତୀ ନଜର ଆସିଲେ ଯିଏକି ନା ହିଁ କେଉଁଠି କି ବୁଲିବାକୁ ଯାଉଥିଲେ ଏବଂ ନା ହିଁ ନିଜ ପାଇଁ ରାଜକୁମାର ଖୋଜିବାକୁ ଯାଉଥିଲେ । ଅନ୍ୟଥା ସେ ଘୋଡା ଉପରେ ବସି ପରୀକ୍ଷା ଦେବାକୁ ଯାଉଥିଲେ ।

କେରଳ ସହର ତ୍ରିଶୂଲର ଏକ ଯୁବତୀ ଘୋଡା ଉପରେ ବସି ପରୀକ୍ଷା ଦେବାକୁ ପହଞ୍ଚିଲେ । ସେହି ସମୟରେ ବାଇକରେ ଯାଉଥିବା ଜଣେ ଯୁବକ ଭିଡିଓ କରିନେଲେ । ଯାହାକି ଲଗାତାର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆପଣ ଭିଡିଓରେ ଦେଖି ପାରିବେ କି କାନ୍ଧରେ ବ୍ୟାଗ ଝୁଲାଇ ଛାତ୍ରୀ ଜଣକ ନିଜ ପରୀକ୍ଷା ସେଣ୍ଟରକୁ ଯାଉଛନ୍ତି ।

ଏହି ଭିଡିଓକୁ ଦେଖିବା ପରେ ୟୁଜରମାନେ ଛାତ୍ରୀକୁ ବାହୁବଳି ସେନା ବୋଲି କହୁଛନ୍ତି । ଭିଡିଓ ଭାଇରାଲ ହେବା ପରେ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଏହି ଯୁବତୀର ପ୍ରଶଂସା କରି କହିଲେ କି ଏହି ଯୁବତୀର ଫଟୋ ମୋତେ ମୋର ସ୍କ୍ରିନ ସେବର ପାଇଁ ଦରକାର ।

ଅନ୍ୟ ପଟେ ଜଣେ ୟୁଜର ଯୁବତୀ ସହିତ ଘୋଡାର ଫଟୋକୁ ଶେୟାର କରି କରି ଲେଖିଲେ କି ଏହି ଝିଅର ନାମ କୃଷ୍ଣା ଅଟେ ଓ ତାର ଘୋଡାର ନାମ ରାଣା କୃଷ୍ଣା ଅଟେ ।