ଘରେ ଲେମ୍ବୁ ଗଛ ଲଗାଇବା ଶୁଭ ନା ଅଶୁଭ ଜାଣନ୍ତୁ

ଲେମ୍ବୁ ଗଛ ଏମିତି ଏକ ଗଛ ଅଟେ ଯାହା ବିଷୟରେ ସମସ୍ତେ ଜାଣିଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି ଘରେ ଲେମ୍ବୁ ଗଛ ଲଗାଇବା ଶୁଭ ହୋଇଥାଏ ନା ଅଶୁଭ ହୋଇଥାଏ । ଏହା ଶୁଭ ହୋଇଥାଏ । ଏହାର କେତେକ ସକରାତ୍ମକ ପ୍ରଭାବ ଅଛି । ଯଦି ଆମେ ବାସ୍ତୁ ଶାସ୍ତ୍ର ଅନୁସାରେ ଦେଖିବା ତେବେ ଘରେ ଲେମ୍ବୁ ଗଛ ଲଗାଇବା ଉଚିତ । ପୁରୁଣା ଯୁଗର ଲୋକମାନଙ୍କ ବିଷୟରେ କଥାବାର୍ତ୍ତା କରିବା ତ ସେମାନଙ୍କ ମତରେ ଘରେ ଲେମ୍ବୁ ଗଛ ଲଗାଇବା ଉଚିତ ନୁହେଁ ।

କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଲେମ୍ବୁ ଗଛ ଲଗାଇବା ଦ୍ଵାରା ଶୁଭ ଫଳ ଦେଇଥାଏ । ଲେମ୍ବୁ ସ୍ୱାସ୍ଥ୍ୟ ପାଇଁ ଯେତିକି ଲାଭଦାୟକ ହୋଇଥାଏ, ସେତିକି ବାସ୍ତୁ ଦୋଷକୁ ଦୂର କରିବାରେ ବି ସାହାର୍ଯ୍ୟ କରିଥାଏ ।

ଆପଣ ଦେଖିଥିବେ କି ଖରାପ ନଜରରୁ ବଞ୍ଚିବା ଲେମ୍ବୁର ପ୍ରୟୋଗ କରାଯାଏ । ଯଦି ଆପଣ ଘରେ ଲେମ୍ବୁ ଗଛ ଲଗାବେ ତେବେ ଏହା ଦ୍ଵାରା ବସ୍ତୁ ଦୋସ ଦୂର ହୋଇଥାଏ । ଏହା ସହିତ ଅଶୁଭ ଶକ୍ତି ଦୂରକୁ ଚାଲିଯାଏ । ଆସନ୍ତୁ ଜାଣିବା ଲେମ୍ବୁ ଗଛର କିଛି ଖାସ ଉପାୟ ।

ଯଦି କୌଣସି ବ୍ୟକ୍ତି ରୋଗରେ ପୀଡିତ ଅଛନ୍ତି ଓ ତାଙ୍କ ଉପରେ କୌଣସି ବି ମେଡିସିନ କାମ କରୁ ନାହିଁ, ତେବେ ଲେମ୍ବୁ ଉପରେ କଳା ପେନରେ ୩୦୭ ଲେଖି ଦିଅନ୍ତୁ । ସେହି ବ୍ୟକ୍ତି ଉପରେ ଏହି ଲେମ୍ବୁକୁ ଓଲଟା କରି ୭ ଥର ବୁଲାନ୍ତୁ । ଏହା ପରେ ଲେମ୍ବୁକୁ ଗଛ ଉପରେ ପକାଇ ଦିଅନ୍ତୁ । ଏହା ପରେ ଦେଖିବେ କି ସେହି ବ୍ୟକ୍ତି ସୁସ୍ଥ ହୋଇଯିବେ ।

ଯଦି କୌଣସି ବ୍ୟକ୍ତି ସବୁବେଳେ ଭୟଙ୍କର ସ୍ଵପ୍ନ ଦେଖୁଛନ୍ତି ଓ ଏହି କାରଣରୁ ସେ ଶୋଇ ପାରୁ ନାହାନ୍ତି । ତେବେ ଆପଣ ଏକ ସବୁଜ ଲେମ୍ବୁ ନିଅନ୍ତୁ ଓ ସବୁଦିନ ତାକୁ ନିଜ ପାଖରେ ରଖି ଶୁଅନ୍ତୁ । ଏହା ପରେ ସେହି ଲେମ୍ବୁଟି ଯେତେବେଳେ ଶୁଖିଯିବ ତେବେ ପୁଣି ଥରେ ଆଉ ଗୋଟିଏ ଲେମ୍ବୁକୁ ନେଇ ଶୋଇବାକୁ ଯାଆନ୍ତୁ । ଏହିଭଳି ଆପଣ ୫ ଥର କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଭୟଙ୍କର ସ୍ଵପ୍ନ ଆସିବ ନାହିଁ ଓ ଆପଣ ଆରାମରେ ଶୋଇ ପାରିବେ ।

ଲେମ୍ବୁ ଗଛ ଲଗାଇବାର ନିୟମ

ଲେମ୍ବୁ ଗଛ ଲଗାଇବାର କିଛି ବିଶେଷ ନିୟମ ଅଛି । ସମସ୍ତଙ୍କୁ ଲେମ୍ବୁ ଗଛ ଲଗାଇବା ଉଚିତ ନୁହେଁ । ନଚେତ ତାହା ଅଶୁଭ ହେବାର ସମ୍ଭାବନା ଅଛି । କେବେବି ଲେମ୍ବୁ ଗଛକୁ ଘରର ମୁଖ୍ୟ ଦ୍ଵାରରେ ଲଗାନ୍ତୁ ନାହିଁ । ଏହା ଦ୍ଵାରା ବହୁତ ଅଶୁଭ ଶକ୍ତି ଘରକୁ ପ୍ରବେଶ କରିଥାଏ । ଯଦି ଘରର ମୁଖ୍ୟ ଦ୍ଵାରାରେ ଲେମ୍ବୁ ଗଛ ଅଛି ତେବେ ଆପଣ ବହୁତ ଅସୁବିଧାର ସମ୍ମୁଖୀନ କରିବେ ।

ସେଥିପାଇଁ କିଛି ବିଶେଷ କଥା ପ୍ରତି ଧ୍ୟାନ ରଖନ୍ତୁ । ଘର ଅଗଣାର କେବା ବି ଲେମ୍ବୁ ଗଛ ମଝିରେ ଲଗାନ୍ତୁ ନାହିଁ । କିନ୍ତୁ ଯଦି ଆପଣ ଘରର ଅଗଣାରେ ଲେମ୍ବୁ ଗଛ ଲଗାଇ ଦେଇଛନ୍ତି ତେବେ ଲେମ୍ବୁ ଗଛ ଚାରିପଟେ ତୁଲସୀ ଗଛ ଲଗାଇ ଦିଅନ୍ତୁ । ଲେମ୍ବୁ ଗଛ ଲଗାଇବାର ନିୟମକୁ ସବୁବେଳେ ମନେ ରଖନ୍ତୁ । କାରଣ ଲେମ୍ବୁ ଗଛ ଘରେ ଲଗାଇବା ଦ୍ଵାରା ବିଭିନ୍ନ ପ୍ରକାରର ଲାଭ ଓ କ୍ଷତି ବି ହୋଇପାରେ । ସେଥିପାଇଁ ଘରେ ଲେମ୍ବୁ ଗଛ ଲଗାଇବା ପୂର୍ବରୁ ସବୁବେଳେ ଏହି କଥା ଗୁଡିକର ବିଶେଷ ଧ୍ୟାନ ରଖନ୍ତୁ ।

କହିବାକୁ ଗଲେ ଲେମ୍ବୁ ଗଛ ଲଗାଇବାର ବହୁତ ଲାଭ ଅଛି । ଯେମିତି କି ଘର ଭିତରକୁ କୌଣସି ଅଶୁଭ ଶକ୍ତି ପ୍ରବେଶ କରିପାରେ ନାହିଁ । ଯଦି ଆପଣଙ୍କ ଘରେ ଲେମ୍ବୁ ଗଛ ଅଛି ତେବେ ଆପଣଙ୍କ ଘରେ ଅଶୁଭ ଶକ୍ତି ପ୍ରବେଶ କରି ପାରିବ ନାହିଁ । ସେଥିପାଇଁ ଘରର ଯେ କୌଣସି କୋଣରେ ଲେମ୍ବୁ ଗଛ ଲଗାଇବା ଉଚିତ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।