ଘରେ କେବେବି ଲଗାନ୍ତୁ ନାହିଁ ମା’ ଲକ୍ଷ୍ମୀଙ୍କ ଏହି ଫଟୋ, ହୋଇଯିବେ ବର୍ବାଦ

ଲୋକମାନେ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ବହୁତ କଷ୍ଟ କରିଥାନ୍ତି । ହେଲେ ଏତେ କଷ୍ଟ କରି ମଧ୍ୟ ତାଙ୍କର ଆର୍ଥିକ ସ୍ଥିତିରେ କୌଣସି ପ୍ରକାରର ସୁଧାର ଆସିନଥାଏ । କାରଣ ତାଙ୍କ ଉପରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିନଥାଏ । ଯାହାଫଳରେ ସେମାନଙ୍କ ଭାଗ୍ୟ ତାଙ୍କ ସହିତ ନଥାଏ । ଏହା ବିଭିନ୍ନ କାରଣ ପାଇଁ ହୋଇପାରେ । ହେଲେ ଆମେ ଆପଣମାନଙ୍କୁ ଏମିତି ଏକ ରହସ୍ୟ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ମା ଲକ୍ଷ୍ମୀଙ୍କର ଆପଣମାନେ ବହୁତ ରୂପ ଦେଖିଥିବେ । ସାଧାରଣତଃ ଲୋକମାନେ ତାଙ୍କ ଘରେ ମା’ ଲକ୍ଷ୍ମୀଙ୍କର କେତୋଟି ଫଟୋ ଲଗାଇଥାନ୍ତି । ହେଲେ ମା ଲକ୍ଷ୍ମୀଙ୍କର ଏମିତି କିଛି ଫଟୋ ଅଛି ଯାହାକୁ ଲଗାଇଲେ ଆପଣଙ୍କ ଘରେ କେବେବି ଉନ୍ନତି ହେବ ନାହିଁ ଓ ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହି ଫଟୋ ବିଷୟରେ ।

୧. ପେଚା ସହିତ ଲକ୍ଷ୍ମୀ ମାଙ୍କ ଫଟୋ ଲଗାନ୍ତୁ ନାହିଁ

ଶାସ୍ତ୍ର ଅନୁସାରେ ପେଚା ମା’ ଲକ୍ଷ୍ମୀଙ୍କର ବାହନ ଅଟେ । ହେଲେ ଆପଣ କେବେବି ଭୁଲ ସେ ମଧ୍ୟ ପେଚା ସହ ଲକ୍ଷ୍ମୀ ମା’ଙ୍କର ଫଟୋ ଘରେ ଲଗାନ୍ତୁ ନାହିଁ । କୁହାଯାଏ କି ଯେଉଁ ଲୋକମାନେ କିଛି ଭୁଲ ଉପାୟରେ ଧନ ଲାଭ କରିଥାନ୍ତି, ସେମାନଙ୍କ ଘରକୁ ମା ଲକ୍ଷ୍ମୀ ପେଚା ସହ ଆସିଥାନ୍ତି । ତେଣୁ ଆପଣମାନଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

୨. ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଗରୁଡ ଉପରେ ବସିଥିବାର ଫଟୋ

ଯଦି ଆପଣଙ୍କର ଆର୍ଥିକ ସମସ୍ୟା ଚାଲିଛି, ତେବେ ଆପଣ ମା’ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର ଗରୁଡ ଉପରେ ବସିଥିବାର ଫଟୋକୁ ଘରେ ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ହୋଇଯିବ ଓ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ କୃପା କରିବେ ।

୩. ବିଷ୍ଣୁଙ୍କ ପାଦକୁ ମୋଡି ଦେଉଥିବା ମା’ ଲକ୍ଷ୍ମୀଙ୍କ ଫଟୋ

ଯଦି ଆପଣ ଚାହୁଞ୍ଚନ୍ତି ମା’ ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହୁ ତେବେ ଆପଣ ଏହି ଫଟୋକୁ ନିଜ ଘରେ ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କ ଉପରେ ଧନର ବର୍ଷା ହେବ ।

୪. କୁବେର ସହ ମା ଲକ୍ଷ୍ମୀଙ୍କ ଫଟୋ

ଯଦି ଆପଣ ପ୍ରବଳ ଧନ ଲାଭ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ କୁବେର ସହ ମା’ ଲକ୍ଷ୍ମୀଙ୍କ ଫଟୋ ନିଜ ଘରେ ଲଗାନ୍ତୁ । ଏହା ଦ୍ଵାରା ମା’ ଲକ୍ଷ୍ମୀ ବହୁତ ପ୍ରସନ୍ନ ହେବେ ଓ ଆପଣଙ୍କୁ ଧନଲାଭ ହେବ ।