ଘରେ ଝିଅକୁ ଛାଡି ସମ୍ବଲପୁରୀ ଗୀତ ବୋଲିବାକୁ ଆସିଛି, ମୋ ମନ ଜମା ଭଲ ଲାଗୁନାହିଁ, Viral Girl Sasmita Jena

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରଥମ ସମ୍ବଲପୁରୀ ଗୀତ ଗାଇଲେ ସସ୍ମିତା ! ହଁ ବନ୍ଧୁଗଣ ବର୍ତ୍ତମାନ ଘରେ ଘରେ ଅତି ସୁପରିଚିତ ଚେହେରା ସସ୍ମିତା । ଜିଏକି ନିଜର ଭଏସ ଦ୍ଵାରା ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ଥାନ ଗଢି ପାରିଛନ୍ତି । ତେବେ ଆମେ ସେହି ଭାଇରାଲ ଗାର୍ଲ ସସ୍ମିତାଙ୍କ ବିଷୟରେ ଏଠାରେ କହିବା ପାଇଁ ଯାଉଛି । ତେବେ ସସ୍ମିତା ପ୍ରଥମେ ଦାଗ ଯେମିତି ରହିଛି ଜହ୍ନରେ ମ୍ୟୁଜିକ ଭିଡିଓରେ ନିଜର ଗୀତ କ୍ଯାରିଅର ଆରମ୍ଭ କରିଥିଲେ ।

ପରେ ପରେ ଗୋଟିଏ ପରେ ଗୋଟିଏ ମ୍ୟୁଜିକ ସଫଳତାର ପାହଞ୍ଚ ଚଢିବାବାରେ ଲାଗିଛନ୍ତି ସସ୍ମିତା । ଯେପରି ବର୍ତ୍ତମାନ ସସ୍ମିତା ଏକ ସମ୍ବଲପୁରୀ ଗୀତ ଗାଇବାର ନଜର ଆସିଛନ୍ତି । ତେବେ ଓଡିଆ ଗୀତରେ ସସ୍ମିତାଙ୍କ କଣ୍ଠସ୍ଵର ଯେପରି ମଧୁର ଲାଗୁଛି । ସେହିପରି ସମ୍ବଲପୁରୀ ଗୀତରେ ମଧ୍ୟ ସସ୍ମିତାଙ୍କ କଣ୍ଠ ସ୍ଵର ମଧୁର ଲାଗୁଛି । ତେବେ ଆସନ୍ତା କିଛି ଦିନ ମଧ୍ୟରେ ସସ୍ମିତାଙ୍କର ପ୍ରଥମ ସମ୍ବଲପୁରୀ ଗୀତ ମଧ୍ୟ ରିଲିଜ ହେବା ପାଇଁ ଯାଉଛି ।

ତେବେ ସସ୍ମିତା ସମ୍ବଲପୁରୀ ଗୀତ ଗାଇବା ପରେ ମିଡିଆ ସାମ୍ନାରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ମୋତେ ସମ୍ବଲପୁରୀ ଗୀତ ପ୍ରଥମ ଥର ଗାଇବା ପାଇଁ ବହୁତ ଭଲ ଲାଗିଲା । ସୁବାସ ସାର ମୋତେ ଭଲ ସେ ଗୀତ ଗାଇବା ପାଇଁ ବହୁତ ବୁଝାଇଛନ୍ତି । ତେଣୁ ସମସ୍ତଙ୍କର ଆଶ୍ରୀବାଦ ପାଇଁ ଆଜି ମୁଁ ଗୀତ ଗାଇ ପାରୁଛି । ତେଣୁ ମୋ ତରଫରୁ ମୋତେ ସାହାଜ୍ଯ କରିଥିବା ଆଉ ମୋ ଗୀତକୁ ଭଲ ପାଉଥିବା ସମସ୍ତ ଦର୍ଶକଙ୍କୁ ବହୁତ ଧନ୍ୟବାଦ ଜଣାଉଛି ।

ମୋ ଝିଅକୁ ଛାଡି ଏଠାରେ ଆସି ଗୀତ ଗାଉଛି । ତେଣୁ ଗୀତ ଗାଇବା ସମୟରେ ମୋ ଝିଅ କଥା ମୋର ବହୁତ ମନେ ପଡୁଛି । ମୋ ଝିଅ ବି ଏବେ ମୋ ଉପରେ ରାଗିଯାଇଛି । ମୁଁ ବି ଭବିଷ୍ୟତରେ ମୋ ଝିଅକୁ ଭଲ ପାଠ ପଢେଇବା ସହ ଗୀତ ଶିଖେଇବି ବୋଲି ଇଛା ରଖିଛି । ତେବେ ଆପଣଙ୍କୁ ସସ୍ମିତାଙ୍କର କଣ୍ଠସ୍ଵର କିପରି ଲାଗେ ? ଆମକୁ କମେଣ୍ଟ ମାଧ୍ୟମରେ ନିହାତି ଜଣାନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ବହୁ ମାତ୍ରାରେ ଶେୟାର କରନ୍ତୁ । ଧନ୍ୟବାଦ