ଘରେ ଏହି ଦିଗରେ ରଖ କେବଳ 2 ଟି ମୟୂରପଙ୍ଖ, 1 ମାସରେ କୋଟିପତି !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଧର୍ମଶାସ୍ତ୍ରରେ ମୟୂରପଙ୍ଖକୁ ଅଧିକ ମହତ୍ଵ ଦିଆଯାଇଥାଏ । କାରଣ ଶାସ୍ତ୍ରରେ ମୟୂର ପଙ୍ଖକୁ ସୁଖ ସମୃଦ୍ଧିର ପ୍ରତୀକ ଭାବେ ବିବେଚନା କରାଯାଇଥାଏ । ଏହା ହେଉଛି ଏକ ଅତ୍ୟନ୍ତ ପବିତ୍ର ବସ୍ତୁ । ଏହା ଯେଉଁ ସ୍ଥାନରେ ରହିଥାଏ । ସେହି ସ୍ଥାନରେ ସକାରାତ୍ମକ ଊର୍ଜାର ବିକାଶ ଘଟାଇ ଥାଏ । ଏହି ମୟୂରପଙ୍ଖରେ ବାସ୍ତୁଦୋଷକୁ ନିୟନ୍ତ୍ରଣ କରି ରଖିବାରେ ମଦ୍ୟ ଭୂମିକା ନେଇଥାଏ । ହେଲେ ମୟୂର ପଙ୍ଖକୁ ଘରକୁ ଆଣି ଏହାକୁ ଯଦି ତାହାର ଉପଯୁକ୍ତ ନିୟମ ଅନୁସାରେ ରଖନ୍ତି ।

ତେବେ ହିଁ ଏହାର ଉପଯୁକ୍ତ ଫାଇଦା ଆପଣଙ୍କୁ ମିଳି ପାରିବ । ଯଦି ଆପଣଙ୍କ ଘରେ ଟଙ୍କାର ସବୁବେଳେ ଅଭାବ ଲାଗି ରହୁଛି । ଯେତେ ଟଙ୍କା ରୋଜଗାର କରିଲେ ମଧ୍ୟ ଟଙ୍କାର ଅଣ୍ଟୁନାହିଁ । ତେବେ ମୟୂରପଙ୍ଖର ଉପଚାର ଦ୍ଵାରା ଧନ ସମସ୍ଯାକୁ ଦୂରେଇ ପାରିବେ । ଯଦି ବଇଁଶି ମଧ୍ୟରେ ମୟୂର ପଙ୍ଖ ଭର୍ତ୍ତି କରି ରଖିବେ । ତେବେ ଏହା ଘର ପାଇଁ ଶାନ୍ତିର ବାତାବରଣ ଆଣିଦେବ । ଏହା ସହ ଘରେ ଶାନ୍ତିର ମାହୋଲ ଦେଖା ଦେବ । ଘର ମଧ୍ୟରେ ଅଶାନ୍ତି, ଗୃହ କ୍ଲେଶ ଆଦି ଅନେକ ସମସ୍ଯା ବହୁ ସମୟରେ ଦେଖା ଦେଇଥାଏ । ହେଲେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ ।

ଯେ ଘରେ ନକରାତ୍ମକ ଊର୍ଜା ପ୍ରବେଶ କରିଲେ । ହିଁ ଘରେ ସବୁବେଳେ କିଛି ନା କିଛି ସମସ୍ଯାମନ ଲାଗି ରହୁଥାଏ । ତେବେ ଏପରି ସ୍ଥଳେ ଆପଣ ୩ ଟି ମୟୂର ପଙ୍ଖକୁ ନେଇ ନିଜ ମୁଖ୍ୟ ଦ୍ଵାର ସାମ୍ନାରେ ଜୋରଜୋର କରି ହଲାନ୍ତୁ । ପ୍ରତ୍ଯେକ ଦିନ ସକାଳେ ଏପରି କରିବା ଦ୍ଵାରା ଆପଣଙ୍କ ଘରେ ଥିବା ସମସ୍ତ ଖରାପ ଶକ୍ତି ବାହାରକୁ ଚାଲି ଯାଇଥାଏ ।

ଆପଣଙ୍କ ଘରର ମୁଖ୍ୟ ଦ୍ଵାର ଉପରେ ଗଣେଶଙ୍କ ପ୍ରତିମା ରଖନ୍ତୁ । ଏହି ପ୍ରତିମାର ୨ ପାର୍ଶ୍ଵରେ ମୟୂର ପଙ୍ଖ ଅବଶ୍ୟ ରଖନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଘରର ଉନ୍ନତି ଘଟି ଥାଏ । ଯଦି କିଛି ବାସ୍ତୁ ଦୋଷ ଘରେ ରହିଥାଏ । ତେବେ ତାହା ମଧ୍ୟ କଟିଥାଏ । ଯଦି ଆପଣଙ୍କର କୌଣସି ପ୍ରକାର ଗ୍ରହର ସ୍ଥିତି ଭଲ ନାହିଁ ।

ଯେଉଁ କାରଣରୁ ଆପଣ ବିଭିନ୍ନ ପ୍ରକାର ସମସ୍ଯାର ସାମ୍ନା କରୁଛନ୍ତି । ଯତେବେ ଆପଣ ମୟୂର ପଙ୍ଖକୁ ନେଇ ତାହାଉ ପରେ ଗଙ୍ଗା ଜଳ କିମ୍ବା ସୁଦ୍ଦ ଜଳ ଛିଞ୍ଚନ କରନ୍ତୁ । ଏହାପରେ ଏହି ମୟୂରର ପଙ୍ଖକୁ ନେଇ ଘରର ଏପରି ସ୍ଥାନରେ ରଖନ୍ତୁ । ଯେଉଁ ସ୍ଥାନରେ ଏହା ଉପରେ କାହାର ମଧ୍ୟ ନଜର ପଡି ପାରିବ ନାହିଁ । ତେବେ ଯାଇ ଆପଣଙ୍କର ଗ୍ରହର ସ୍ଥିତି ମଜଭୁତ ରହିବ ।

ଘରର ଆଗ୍ନେୟ କୋଣ ଦକ୍ଷିଣ ପୂର୍ବ ଦିଗରେ ରେ ୨ ଟି ମୟୂରପଙ୍ଖକୁ ଶୁକ୍ଳପକ୍ଷ ତିଥିରେ ରଖନ୍ତୁ ବା ଲଗାନ୍ତୁ। ଧନ ସହ ଜଡିତ ସବୁ ସମସ୍ଯା ଧୀରେ ଧୀରେ ସମାଧାନ ହେବାକୁ ଲାଗିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ