ସାବଧାନ! ଘରେ ଏତିକି ସୁନାରୁ ଅଧିକ ରଖୁଛନ୍ତି କି ? ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ଦର୍ଶକ ବନ୍ଧୁ ଆପଣ ମାନେ ଘରେ କେତେ ସୁନା ବ୍ୟବହାର କରୁଛନ୍ତି ? ଯଦି ଏତିକି ପରିମାନରୁ ଅଧିକ ସୁନା ଆପଣ ଘରେ ରଖିଥିବେ ତେବେ ହୋଇପାରେ କାର୍ଯ୍ୟ ଅନୁଷ୍ଠାନ । ଆପଣ ମାନେ ଏହି କଥା ଶୁଣିବା ପରେ ଚକିତ ହୋଇ ପଡିଥିବେ ନିଶ୍ଚୟ । ଆପଣ ମାନେ ଭାବୁଥିବେ ଏ ପୁଣି କେଉଁ ନୂଆ ନିୟମ ? ହଁ ଆଜ୍ଞା ଏଣିକି ନିର୍ଦିଷ୍ଟ ପରିମାଣର ଅଧିକ ସୁନା ଘରେ ରଖିଲେ ମିଳିବ ଦଣ୍ଡ । ଆପଣ ଅଜନତି କି ଘରେ ଅଧିକ ସୁନା ରଖିବା ଦଣ୍ଡନୀୟ ଅପରାଧ ବୋଲି ।

ଆଇନ ଅନୁଯାୟୀ ଆପଣ ନିଜ ଘରେ ଅଧିକ ସୁନା ରଖି ପାରିବେ ନାହି । ଯଦି ଆପଣ ଅଧିକ ସୁନା ରଖିବେ ତେବେ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡିବ । ଆଜ୍ଞା ହଁ ଏହା ସତ ଅଟେ । ତେବେ ଆସନ୍ତୁ ଜାଣିବା କଣ ରହିଛି ପୁରା ନିୟମ । ସିବିଡିଟି ବା ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସେସ ପକ୍ଷ ରୁ ଏହି ନିୟମ ରହିଛି । କିଏ କେତେ ସୁନା ନିଜ ଘରେ ରଖି ପାରିବ ।

କାରଣ ଅନେକ ଲୋକ ଏମିତି ଅଛନ୍ତି ଯିଏ ଟ୍ୟାକ୍ସେସ ଲୁଚାଇବା ବା ରୋଜଗାର ଫାଙ୍କିବା ପାଇଁ ସୁନା କିଣି ଘରେ ରଖୁଛନ୍ତି । ତେବେ ଏହି ସବୁ ରୋକିବା ପାଇଁ ସିବିଡିଟି ପକ୍ଷ ରୁ ଏଭଳି ନିୟମ କରା ଯାଇଛି । ନିୟମ ଅନୁଯାୟୀ ଜଣେ ବିବାହିତା ମହିଳା ୫୦୦ ଗ୍ରାମ ନିଜ ପାଖରେ ସୁନା ରଖିବେ । ଯଦି ଇନକମ ଟ୍ୟାକ୍ସ ଡିପାର୍ଟ ମେଣ୍ଟ ପକ୍ଷ ରୁ ଘରେ ରେଡ କରାଯାଏ ତେବେ ଏହି ୫୦୦ ଗ୍ରାମ ସୁନା କୁ ଜବତ କରାଯିବ ନାହି ।

ଠିକ ସେହିପରି ଜଣେ ଅବିବାହିତ ମହିଳା ନିଜ ପାଖରେ ୨୫୦ ଗ୍ରାମ ସୁନା ରଖି ପାରିବେ । ତେବେ ପରିବାରର ପୁରୁଷ ଲୋକ ନିଜ ପାଖରେ ୧୦୦ ଗ୍ରାମ ସୁନା ରଖି ପାରିବେ । ଏତିକି ସୁନା ଥିଲେ ତାଙ୍କୁ ରେଡ ସମୟରେ ଧରାଯିବ ନାହି । ଯଦି ଆପଣ ନିଜ ଘରେ ଅଧିକ ସୁନା ରଖୁଛନ୍ତି ତେବେ ସେଥିପାଇଁ ଆପଣଙ୍କୁ କଇଫଦ ଦେବାକୁ ପଡିବ । ନଚେତ ଆପଣଙ୍କ ସୁନାର ସିଚ କରା ଯାଇପାରେ ।

ଅନ୍ୟ  ପକ୍ଷ ରେ ଏତେ ସୁନା କିଣିବା ପଛରେ ଟଙ୍କା କେଉଁଠି ଆଣିଲେ ଓ ରୋଜଗାରର ଆଧାର କଣ, ଟ୍ୟାକ୍ସ ସଠିକ ଦିଆ ଯାଇଛି କି ନାହି ସେଥିପାଇଁ ମଧ୍ୟ ଗୁରୁତ୍ଵ ଦେବାକୁ ପଡିବ । ନଚେତ ସୁନା ରଖିଥିବା ଲୋକ ହଇରାଣ ରେ ପଡିବେ । ସେମନଙ୍କ ବିରୁଦ୍ଧରେ ପ୍ରଶାସନ ପକ୍ଷ ରୁ କାର୍ଯ୍ୟ ଅନୁଷ୍ଠାନ ବ୍ୟବସ୍ଥା ରହିଛି । ଆଦି ଆପଣଙ୍କ ପାଖରେ ଅଧିକ ସୁନା ଅଛି ତେବେ ସୁରକ୍ଷା ଦ୍ରୁଷ୍ଟି ରୁ ତାହାକୁ ବ୍ଯାଙ୍କ ରେ ରଖିବାକୁ ହେବ ।

ସୁନା କିଣିବା ବେଳେ ଆପଣ କିଛି ମାତ୍ରା ରେ ଟ୍ୟାକ୍ସ ରୁ ବର୍ତ୍ତୀ ପାରନ୍ତି । କିନ୍ତୁ ଯଦି ୩ ବର୍ଷରୁ ଅଧିକ ସମୟ ପରେ ବିକ୍ରି କରନ୍ତି ତେବେ ବିକ୍ରି ମୂଲ୍ୟ ଉପରେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡିବ । ସରକାଙ୍କ ନିର୍ଧାରିତ ସ୍ଲାପ ଅନୁଯାୟୀ ଆପଣଙ୍କୁ  ଅଧିକ ଟ୍ୟାକ୍ସ ଦେବାକୁ ପଡିବ । ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।