ଘରକୁ ଏହି 5 ଟି ଜୀବ ଆସିବାର ଭୟଙ୍କର ଅର୍ଥ, ଏମାନେ ଘରକୁ ଆସିଲେ ଦେଇଥାନ୍ତି ଏହିସବୁ ସଙ୍କେତ (Vastu Tips)

ନମସ୍କାର ବନ୍ଧୁଗଣ, ଭଗବାନଙ୍କର ଏହି ସୃଷ୍ଟିରେ ସମସ୍ତଙ୍କର କିଛି ନା କିଛି ମହତ୍ଵ ରହିଛି । ସେହିଭଳି କିଛି ପଶୁ,ପକ୍ଷୀଙ୍କର ମଧ୍ୟ ଗୁରୁତ୍ଵ ରହିଛି ମଣିଷର ଭାଗ୍ୟ ସହ । ଭଗବାନ ସେମାନଙ୍କୁ ଆଗାମୀ ସମୟର ଶୁଭ ଅଶୁଭ ସଙ୍କେତ ଦେବାର ଶକ୍ତି ପ୍ରଦାନ କରିଛନ୍ତି । ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ ଘରକୁ କେଉଁ ପଶୁର ଆଗମନ ଆପଣଙ୍କ ଭାଗ୍ୟ ବଦଳାଇବାର ସୂଚନା ଦେଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ପାଞ୍ଚୋଟି ପଶୁ,ପକ୍ଷୀମାନଙ୍କ ସମ୍ପର୍କରେ ।

ଶୁଆ: ଯଦି ଆପଣଙ୍କ ଘରକୁ ଶୁଆ ଆସିଥାଏ ତେବେ ଏହାକୁ ଶୁଭ ସଙ୍କେତ ବୋଲି ମନାଯାଇଥାଏ । ଆପଣଙ୍କ ଘରକୁ ଶୁଆ ଆସିବାର ଅର୍ଥ ହୋଇଥାଏ ଆପଣଙ୍କୁ ଧନ ଲାଭ ହେବା ସହ ଆପଣ କରୁଥିବା ବ୍ୟବସାୟ ବାଣିଜ୍ୟରେ ଉନ୍ନତି ହେବାକୁ ଯାଉଛି । ଦୁଇ ମୁହଁ ଥିବା ସାପ: ଯଦି ଆପଣଙ୍କ ଘରକୁ ଏହି ସାପ ଆସିଥାଏ ତେବେ ଆପଣ ବୁଝିଯିବେ କି ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇସାରିଛି । ଯେଉଁ ଘରକୁ ଏହି ସାପ ପ୍ରବେଶ କରିଥାଏ ସେହି ଘରେ କେବେ ମଧ୍ୟ ପଇସାର କମି ଅନୁଭବ ହୋଇନଥାଏ ।

ବେଙ୍ଗ: ଘରକୁ ବେଙ୍ଗ ଆସିବା ଶୁଭ ହୋଇଥାଏ । ଏହା ଆପଣଙ୍କ ଘରକୁ ନିଜ ସହ ସୁଖ ଶାନ୍ତି ନେଇ ଆସିଥାଏ । ଏବଂ ଧନଲାଭର ଯୋଗ ମଧ୍ୟ ବନାଇଥାଏ । ଗୁଣ୍ଡୁଚି ମୂଷା: ଯଦି ଆପଣଙ୍କ ଘରକୁ ଗୁଣ୍ଡୁଚି ମୂଷା ଆସିଥାଏ ତେବେ ଏହା ଏକ ଶୁଭ ସଙ୍କେତ ଅଟେ । ଆପଣଙ୍କୁ ଘରକୁ ଗୁଣ୍ଡୁଚି ମୂଷା ଆସିବା ଫଳରେ ଆପଣଙ୍କ ଭାଗ୍ୟ ବଦଳିବାକୁ ଲାଗିଥାଏ । ଆପଣ ସୌଭାଗ୍ୟଶାଳି ହେବାର ଏହା ସୂଚନା ଦେଇଥାଏ । ସନ୍ତାନ ସୁଖରୁ ବଞ୍ଚିତ ଥିଲେ ବହୁତ ଶୀଘ୍ର କୋଳରେ ସନ୍ତାନଟିଏ ପ୍ରାପ୍ତି ହେବାର ଖୁସି ଖବରର ସଙ୍କେତ ଏହି ଗୁଣ୍ଡୁଚି ମୂଷା ଦେଇଥାଏ ।

ପାରା: ଘରକୁ ପାରା ଆସିବା ଅଶୁଭ ହୋଇଥାଏ । ଆପଣଙ୍କ ଘରେ ଅନେକ ଅଭାବ ଅସୁବିଧା ଦେଖା ଦେଇଥାଏ । ବିଲୁଆ: ଯଦି ଆପଣ ବିଲୁଆ ବୋବାଇବାର ଶବ୍ଦ ଶୁଣନ୍ତି ତେବେ ବୁଝିଯିବେ କି ଆପଣଙ୍କ ପରିବାର କୌଣସି ସଦସ୍ୟଙ୍କର ଶେଷ ସମୟ ଆସିବାକୁ ଯାଉଛି ।

କୁକୁର: ଯଦି ଆପଣ କୁକୁରକୁ ଚାନ୍ଦ ଆଡକୁ ମୁହଁ କରି ବୋବାଇବାର ଦେଖନ୍ତି ତେବେ ଏହା ଅଶୁଭ ହୋଇଥାଏ । କାରଣ ନକରାତ୍ମକ ଶକ୍ତି କେବଳ କୁକୁର ହିଁ ଦେଖିପାରେ । ବିଲେଇ: ଯଦି ଆପଣଙ୍କ ଘରେ ରହୁଥିବା ବିଲେଇ ଆପଣଙ୍କ ଘରକୁ ଆସିବା ବନ୍ଦ କରିଦିଏ ତେବେ ବୁଝିଯିବେ କି ଆପଣଙ୍କ ଉପରେ କିଛି ସଙ୍କଟ ଆସିବାକୁ ଯାଉଛି ।

ଘୋଡା: ଆପଣଙ୍କ ନଜର ଯଦି ସର୍ବ ପ୍ରଥମେ ଘୋଡାର ଲାଞ୍ଜରେ ପଡେ ତେବେ ଏହା ଆପଣଙ୍କୁ ଅସଫଳତା ପାଇବାର ସଙ୍କେତ ଦେଇଥାଏ । ଯଦି ଆପଣଙ୍କ ନଜର ପ୍ରଥମେ ଘୋଡାର ମସ୍ତକ ଉପରେ ପଡେ ତେବେ ଏହା ଏକ ଶୁଭ ସଙ୍କେତ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।