ନୂଆବର୍ଷ 2023 ରେ ନିର୍ମାଣ ହେବାକୁ ଯାଉଛି ନୂଆ ରାଜଯୋଗ, ବର୍ଷାସାରା ଟଙ୍କାର ଗଦିରେ ଶୋଇବେ ଏହି ରାଶିର ଲୋକେ (New Year 2023 Astrology)

ନମସ୍କାର ବନ୍ଧୁଗଣ, ନୂଆ ଆରମ୍ଭ ସମସ୍ତଙ୍କ ମନରେ ଆଗ୍ରହ ଉତ୍ସାହ ଭରିଦେଇଥାଏ । ଆଉ ମାତ୍ର ଦୁଇ ଦିନର ବ୍ୟବଧାନରେ ଆରମ୍ଭ ହେବାକୁ ଯାଉଛି ଆଉ ଏକ ନୂତନ ବର୍ଷ । ତେବେ ଏହି ନୂତନବର୍ଷ ସମସ୍ତଙ୍କ ମନରେ ଅନେକ ଆଶା ସଂଚାର ନେଇ ଆସୁଛନ୍ତି । କାରଣ ବର୍ଷର ପରିବର୍ତ୍ତନ ହେବା ସହ ଗ୍ରହ ନକ୍ଷତ୍ର ମାନେ ମଧ୍ୟ ନିଜର ସ୍ଥାନ ପରିବର୍ତ୍ତନ କରିବେ ଯାହାର ପ୍ରଭାବ କିଛି ରାଶି ଉପରେ ପଡିବା ପାଇଁ ଯାଉଛି । ତେବେ ଆସନ୍ତୁ ଜାଣିବା ନବବର୍ଷରେ କେଉଁ ରାଶିର ଭାଗ୍ୟ ଚମକିବାକୁ ଯାଉଛି।

ଆପଣ ମାନଙ୍କ ଭାଗ୍ୟରେ ଏବେ ଖୁସିର ଆଲୋକ ପ୍ରଜ୍ଵଳିତ ହେବାକୁ ଯାଉଛି । ନିଜ ଜୀବନରେ ଅଧୁରା ରହିଯାଇଥିବା ସ୍ଵପ୍ନକୁ ପୁରା କରିବା ନିମନ୍ତେ ଆପଣଙ୍କୁ ନୂତନ ବର୍ଷ ନୂତନ ସୁଯୋଗ ପ୍ରଦାନ କରିବା ପାଇଁ ଯାଉଛି । ଆପଣ ଆସୁଥିବା ନୂତନ ବର୍ଷରେ କରୁଥିବା ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ । ଆପଣ କରୁଥିବା ବ୍ୟାପାର ବାଣିଜ୍ୟରେ ଭଲ ଲାଭ ଦେଖିବା ପାଇଁ ପାଇବେ ।

ନିଜର ବ୍ୟବସାୟକୁ ବୃଦ୍ଧି କରିବା ପାଇଁ କରୁଥିବା ଯୋଜନା ଆପଣଙ୍କର ସଫଳ ହେବ । ଆପଣଙ୍କ ଜୀବନରେ ଜୀବନରେ ରହିଥିବା ପାଇସାର ଅଭାବ ଏବେ ଦୂର ହେବ । ଆପଣଙ୍କୁ ଆସୁଥିବା ନୂତନ ବର୍ଷରେ ନୂଆ ନୂଆ ମାର୍ଗାମାନ ମିଳିବ ଧନ ରୋଜଗାର କରିବା ପାଇଁ । ଆପଣ ନିଜ ବଳରେ ନିଜେ ରୋଜଗାର କ୍ଷମା ହେବେ । ଯାହା ଅନ୍ୟମାନଙ୍କ ପାଇଁ ପ୍ରୋତ୍ସାହନ ପାଲଟିଯିବ । ତେଣୁ ସମାଜରେ ଆପଣଙ୍କୁସମସ୍ତେ ମାନ ସମ୍ମାନ ପ୍ରଦାନ କରିବେ ।

ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ନୂତନ ବର୍ଷଟି ଭଲ ସୁଯୋଗ ପ୍ରଦାନ କରିବା ପାଇଁ ଯାଉଛି । ଅବିବାହିତ ଥିବା ବ୍ୟକ୍ତିଙ୍କ ଜୀବନରେ ଜୀବନସାଥି ଟିଏ ଆସିବାର ଶୁଭ ଯୋଗ ରହିଛି । ବିଦ୍ୟାର୍ଥୀମାନେ ପାଠ ପଢାରେ ନିଜ ମନ ନିବେଶ କରିବେ । ପରୀକ୍ଷାରେ ଭଲ ରେଜଲ୍ଟ କରିବେ । ବିଦେଶରେ ଯାଇ ପାଠ ପଢିବାର ଆଶା ଆପଣଙ୍କର ପୂରଣ ହେବ ।

ଯେଉଁମାନେ ସନ୍ତାନ ସୁଖରୁ ବଞ୍ଚିତ ଥିଲେ ଭଗବାନଏନକେ କୃପାରୁ ଆପଣଙ୍କ କୋଳରେ ସନ୍ତାନଟିଏ ଜନ୍ମ ନେବାର ଯୋଗ ରହିଛି । ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତି ନିଜ ସାଥୀଙ୍କୁ ସାରା ଜୀବନର ସାଥି କରିବେ । ପ୍ରେମ ସମ୍ବନ୍ଧ ଦୃଷ୍ଟିରୁ ଆପଣଙ୍କ ପାଇଁ ନୂତନ ବର୍ଷଟି ବେସ ଭଲ ରହିବାକୁ ଯାଉଛି । ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାବଣା ସ୍ଥାପନ ହେବ । ବୈବାହିକ ଜୀବନ ସୁଖମୟ ହେବ ।  ।

ଆପଣମାନେ ନିଜ ଜୀବନସାଥିଙ୍କ ସହ କୌଣସି ସ୍ଥାନକୁ ବୁଲିବା ପାଇଁ ଯାଇପାରନ୍ତି ।  ତେବେ ଆମେ ଆଲୋଚନା କରୁଥିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛି, କୁମ୍ଭ, ମକର, ସିଂହ, ମେଷ କନ୍ୟା ଓ ତୁଳା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।