ବନ୍ଧୁଗଣ ଆମ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଶାସ୍ତ୍ର ମାନଙ୍କରେ ଅନେକ ଅନୁଚିନ୍ତା ମାନ ଉଲ୍ଲେଖ ରହିଛି । ଯାହାର ପାଳନ ଓ ଅନୁସରଣ କରିବା ଦ୍ଵାରା ଆମ ଜୀବନ ସରଳ ଏବଂ ସୁଖମୟ ହୋଇଥାଏ । ଆମେ ଆମ ନିଜ ଜୀବନକୁ ସରଳ ଓ ସହଜ କରିବା ପାଇଁ ଅନେକ ପ୍ରକାରର ରୀତିନୀତି କରିଥାଉ । ଯାହା ଆମ ଶାସ୍ତ୍ର ରେ ଉଲେଖା ରହିଛି । କିନ୍ତୁ ଏମିତି ମଧ୍ୟ କିଛି ଭୁଲ ଆମେ ଆମ ଜୀବନରେ ଅଜାଣତରେ ହେଉ ବା ଜାଣତରେ ହେଉ କରିଥାଉ । ଯାହା ଦ୍ଵାରା ଆମର ହିଁ କ୍ଷତି ହୋଇଥାଏ ।
ତେଣୁ ଆମେ ମାନେ ସମସ୍ତେ ଶାସ୍ତ୍ର ରେ କୁହା ଯାଇଥିବା କିଛି କଥା ପ୍ରତି ଅଧିକ ଗୁରୁତ୍ଵ ଦେବା ଉଚିତ । ଆଜି ଆମେ ଆପଣଙ୍କୁ ସେମିତି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆମର ନୀତି ଦିନିଆ କାମରେ ଆସିଥାଏ । ମନି ପର୍ସ ରେ ଠାକୁର ଙ୍କ ଫୋଟୋ ରଖନ୍ତୁ ନାହି । ଏହା ଦ୍ଵାରା ଭଗବାନ ଙ୍କ ଅପମାନ ହୋଇଥାଏ । ତେଣୁ ଭଗବାନ ଙ୍କ ଫୋଟୋ ସର୍ବଦା ନିଜ ଘରେ ରଖନ୍ତୁ ବା ମନେ ମନେ ସ୍ମରଣ କରନ୍ତୁ । ପ୍ରତେକ ବ୍ୟକ୍ତି ନିଜର ଦୈନିକ କାମରେ ଚାବି ରିଙ୍ଗ ନିଶ୍ଚୟ ବ୍ୟବହାର କରୁଥିବେ ।
କିନ୍ତୁ ଭୁଲରେ ବି ବ୍ୟବହାର କରୁଥିବା ଚାବି ରିଙ୍ଗ ରେ ଠାକୁର ଙ୍କ ଫୋଟୋ ରଖନ୍ତୁ ନାହି । ଏହା ଦ୍ଵାରା ବଡ କ୍ଷତି ହୋଇଥାଏ । ଚାବି ରିଙ୍ଗ ରେ କେବଳ ଚାବି ଯାହା ଆପଣଙ୍କର ଜରୁରୀ ହୋଇଥାଏ ତାହା ରଖନ୍ତୁ । କେବେ ବି କାହାକୁ ଦେଖାଇବା ପାଇଁ ବା ଅନ୍ୟ କୌଣସି କାରଣ ପାଇଁ ଠାକୁର ଙ୍କ ଫୋଟୋ ଚାବି ରିଙ୍ଗ ରେ ବାନ୍ଧନ୍ତୁ ନାହି କି ରଖନ୍ତୁ ନାହି । ଏହା ଦ୍ଵାରା ଆପଣ ବହୁତ ବଡ ସମସ୍ୟାରେ ପଡି ପାରନ୍ତି । ଅନେକ ନାରୀ ଏମାନେ ଅଛନ୍ତି ଯେଉଁ ମାନେ ଅଣ୍ଟା ରେ ଚାବି ବା ସୂତା ବାନ୍ଧିଥାନ୍ତି ।
କିନ୍ତୁ ଅଣ୍ଟା ରେ ଚାବି ରଖିବା ପରେ ଯଦି ଅନ୍ତ ସୂତା ଓହଳାଇଛନ୍ତି ତେବେ ଭଲ କଥା କୌଣସି ଦେବା ଦେବୀଙ୍କ ଫୋଟୋ ଅଣ୍ଟା ସୂତା ରେ ବାନ୍ଧନ୍ତୁ ନାହି । ସ୍କୁଟର କି ମୋଟୋର ସାଇକେଲ ନେଉଛନ୍ତି ତେବେ ଆଗରେ କୌଣସି ଭଗବାନଙ୍କ ଫୋଟୋ ରଖନ୍ତୁ ନାହି । କାରଣ ଆପଣ ବାଇକ ବା ଗାଡି ଚଳାଇବା ସମୟରେ ନିଜ ବାପା କି ଆମ ଙ୍କ ଫୋଟୋ କଣ ଗାଡି ଆଗରେ ଲଗାଉଛନ୍ତି । ଏମିତି କରିଲେ ବାପା ମା ଙ୍କର ଅପମାନ ସମାନ ହୋଇଥାଏ । ତେବେ ଆମେ ଭଗବାନ ଙ୍କ ଫୋଟୋ କେମିତି ଗାଡି ଆଗରେ ଲଗାଇ ପାରିବା । ତେଣୁ ଭୁଲରେ ବି ଏପରି କରନ୍ତୁ ନାହି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।