ଗରୁଡ ପକ୍ଷୀ କୁ ଗାଁ ରେ ଦେଖି ଏବେ ସମସ୍ତେ କହୁଛନ୍ତି “ଜୟ ଜଗନ୍ନାଥ” । ରାମାୟଣ ସମୟର ଏ ହେଉଛି ଗରୁଡ ପକ୍ଷୀ ।

ନମସ୍କାର ବନ୍ଧୁଗଣ । ଆଜି 2023 ବର୍ଷର ଶେଷ ଦିନ । ଆଉ ଆସନ୍ତା କାଲି ହେଉଛି 2024 ବର୍ଷ ଅର୍ଥାତ ନୂଆ ବର୍ଷ । ନୂଆ ବର୍ଷ ପରେ ଲୋକ ମାନେ କେତେ କଣ କରିଥାନ୍ତି । କେତେ ଖୁସି ମନାଇ ଥାନ୍ତି । କାରଣ ଜାନୁଆରୀ 1 ବର୍ଷର ପ୍ରଥମ ଦିନରେ ଲୋକ ମାନେ ନିଜ ପାଇଁ ଅନେକ କିଛି ଭିନ୍ନ ଭିନ୍ନ କାମ କରିଥାନ୍ତି । କିନ୍ତୁ ନୂଆ ବର୍ଷ ଆରମ୍ଭ ନ ହେଉଣୁ ଘଟି ଯାଇଛି ବଡ ଅଘଟଣ । କାହିଁକି ଗାଁ କୁ ଆସିଛି ଗରୁଡ ପକ୍ଷୀ ।

ଆଉ ସମସ୍ତେ କହଛନ୍ତି ଜୟ ଜଗନ୍ନାଥ । ହଁ ଦର୍ଶକ ବନ୍ଧ ଆପଣ ମାନେ ସମସ୍ତେ ଗରୁଡ ପକ୍ଷୀ ବିଷୟରେ ନିଶ୍ଚୟ ଜାଣିଥିବେ । ଗରୁଡ ପକ୍ଷୀ କିଭଳି ଭାବେ ରାମାୟଣ ରେ ନିଜର ଜୀବନକୁ ବାଜି ଲଗାଇ ଥିଲା । ଆଜି ସେହି କଥା ସମସ୍ତଙ୍କୁ ମନେ ପକାଇ ଦେଇଛି । କିନ୍ତୁ ଭିଦ୍ୟ ରେ ଦୃଶ୍ୟମାନ ହେଉଥିବା ପିଲା ଟି ପାଖରେ ଏ ଗରୁଡ ପକ୍ଷୀ ତି କେଉଁଠୁ ଆସିଲା ? ତେବେ ସୂଚନା ଅନୁଯାୟୀ ପୁରୀ ଚନ୍ଦନପୁର ଗୋପୀନାଥ ମନ୍ଦିର ନିକଟରୁ ମିଳିଛି ଏହି ବିରଳ ଗରୁଡ ପକ୍ଷୀ ।

ଗାଁ ର କିଛି ପିଲା ଏକ ରାଲି ରେ ଗାଁ ର ସଫେଇ କାମ ପାଇଁ ଯାଉଥିବା ବେଳେ ଗରୁଡ ପକ୍ଷୀ ଶବ୍ଦ କରୁ ଥିବାର ଦେଖିଥିଲେବ । ଗରୁଡ ପକ୍ଷୀ ତି ଯେମିତି ଶବ୍ଦ କରୁଥିଲା ଲାଗୁଥିଲା ଯେମିତି ତାକୁ କାହାର ସାହାର୍ଯ୍ୟ ଦରକାର । ଆଉ ପିଲା ଆନେ ପାଖକୁ ଯାଇ ଦେଖିଥିଲେ ଆଉ ନିଜେ ମଧ୍ୟ ଜଣାଇ ନ ଥିଲେ ଏ କେଉଁ ପ୍ରକାରର ପକ୍ଷୀ ? କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକ ମାନେ ଏହା ଗରୁଡ ପକ୍ଷୀ ବୋଲି ଚିହ୍ନଟ କରିଥିଲେ ।

କେହି ଗରୁଡ ପକ୍ଷୀ କୁ ନେବାକୁ ଇଚ୍ଛା ନ କରିବାରୁ କିଶୋର ବୟସର ଏହି ପିଲା ଟି ନିଜକୁ ଘରକୁ ଆଣିଥିଲା । ଆଉ ଏହା ପରେ ଗାଁ ଲୋକେ ଗରୁଡ ପକ୍ଷୀ କୁ ଦେଖି ଜୟ ଜଗନ୍ନାଥ କହି ନାରା ଲଗାଇ ଛନ୍ତି । ପୂର୍ବ ରୁ କେବେ ଏଭଳି ପକ୍ଷୀ ଦେଖି ନାହାନ୍ତି ବୋଲି କହିଛନ୍ତି ଗାଁ ଲୋକେ । ତେବେ ଗରୁଡ ପକ୍ଷୀ କୁ ଘରେ କ୍ଷୀର ପିଆଇ ଆଶ୍ରୟ ଦେଇଛନ୍ତି କିଶୋର ଯୁବକ ଜଣକ ।

ଏବେ ପକ୍ଷୀ କୁ ପାଇ କିଶୋର ଜଣକ ବେଶ ଖୁସି ଥିବାର କହିଛନ୍ତି । ତେବେ ଏହି ବିରଳ ଗରୁଡ ପକ୍ଷୀ ଦେଖାଯିବା କେଉଁ ସଂକେତ ଆଡକୁ ସୂଚାଉଛି ତାହା ତ ସମୟ କହିବ । କିନ୍ତୁ ଗରୁଡ ପକ୍ଷୀ କୁ ପ୍ରଥମ ଥର ପାଇଁ ଦେଖି ଗାଁ ଲୋକେ ବେଶ ଖୁସି ଥିବାର ବ୍ୟକ୍ତ କରିଛନ୍ତି ।  ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।