*ଗର୍ବରେ କହୁଥିଲେ ଟୁଟୁ ନାୟକ “ମୁଁ କିଏ ତୁମେ ଜାଣିନ ,ମୋ ପଛରେ କିଏ ଅଛି ତୁମେ ଜାଣିନ” । ଆଜି ଗିରଫ ହେଲେ Tutu Nayak

ନମସ୍କାର ବନ୍ଧୁଗଣ । ଓଡିଆ ବରିଷ୍ଠ ପ୍ରଡ୍ୟୁସର ଟୁଟୁ ଙ୍କ ନାଁ ରେ ଆସିଛି ସଙ୍ଗିନ ଅଭିଯୋଗ । ଆଉ ସେହି ଅଭିଯୋଗ କୌଣସି ସାଧାରଣ ବ୍ୟକ୍ତି କରି ନାହାନ୍ତି ବରଂ ଜଣେ ମହିଳା ସାମ୍ବାଦିକ କରିଛନ୍ତି । ଆଉ ସେଥିପାଇଁ ଟୁଟୁ ନାୟକ ଏବେ ଗିରଫ ହୋଇଛନ୍ତି । ଆଉ ଗିରଫ ହେବା ପରେ ତାଙ୍କୁ ଏବେ ଜେଲ କୁ ସ୍ଥାନାନ୍ତର କରା ଯାଇଛି । ଜେଲ ଜୀବ ସମୟରେ ଟୁଟୁ ନାୟକ ଙ୍କୁ ପୋଲିସ କିଭଳି ଘୋଷାଡ଼ି ଘୋଷାଡ଼ି ନେଉଛି ତାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯାହାକୁ ନେଇ ଚର୍ଚ୍ଚା ଲାଗିଲାଣି । ଆଉ ଏହାରି ମଧ୍ୟରେ ଟୁଟୁ ନାୟକ ନିଜର ପ୍ରତିକ୍ରିୟାରେ କିଛି ଏମିତି କହିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଟୁଟୁ ନାୟକ କହିଛନ୍ତି ଟୁଟୁ କିଏ ତୁମେ ଜାଣିନ ? ଟୁଟୁ ପଛରେ କାହାର ହାତ ଅଛି ଜାଣିନ ? ଟୁଟୁ କଣ କରିପାରେ କେହି ବି ଜାଣିନ ? ଆଜି ଟୁଟୁ ନାୟକ ଙ୍କୁ ଗିରଫ କରା ଯାଇଛି ।

ମହିଳା ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର କରିବାର ଅଭିଯୋଗ ମଧ୍ୟ ଆସିଛି ଟୁଟୁ ନାୟକ ଙ୍କ ନାଁ ରେ । ମହିଳା ସମ୍ବାଦିକା ଜଣଙ୍କ ଗଣମାଧ୍ୟମ ରେ କାନ୍ଦି କାନ୍ଦି ସବୁ ଘଟଣା କହିଥିଲେ । ଏ ନେଇ ଟୁଟୁ ନାୟକ ଙ୍କ ବିରୁଦ୍ଧରେ ଭୁବନେଶ୍ଵର ଖାରବେଳ ଥାନା ରେ ଏତାଲା ରୁଜୁ ହୋଇଥିଲା । ଆଉ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ବରିଷ୍ଠ ପ୍ରଯୋଜକ ଟୁଟୁ ନାୟକ । ଆଉ କହିଥିଲେ ମୁଁ କଣ ଗୁଣ୍ଡା କି ।

ମହିଳା ସାମ୍ବାଦିକା ଜଣକ ଗେଟ ପାଖରେ ଠିଆ ହୋଇଥିଲା । ଆଉ ମୁଁ ତାକୁ ଥଟ୍ଟା ମଜା ରେ ସାଇଡ ହେବାକୁ କହିଥିଲି । ଗଣମାଧ୍ୟମର ସବୁ ସାମ୍ବାଦିକ ଙ୍କୁ ମୁଁ ମୋ ପରିବାର ବୋଲି ଭାବେ । ଏଣୁ ମୁଁ କାହାକୁ ଦୁର୍ବ୍ୟବହାର କରି ନାହିଁ । ଆଉ ସେଦିନର ବାଇଟ ଆଜି ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଟୁଟୁ ନାୟକ ଦେଇଥିବା ବାଇଟ ଟି ଗୋଟେ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲୁଛି ।

ଯେଉଁ ପ୍ରତିକ୍ରିୟା ରେ ଟୁଟୁ ନାୟକ କହୁଛନ୍ତି ଟୁଟୁ କିଏ ଜାଣିନ ? ଟୁଟୁ ପଛରେ କେଉଁ ମାନେ ଅଛନ୍ତି ତାଙ୍କୁ ମଧ୍ୟ ତମେ ଜାଣିନ ? ତୁତ କଣ ଜଣେ ସାଧାରଣ ଲୋକ । ଏମିତି ଅନେକ କଥା କହିଥିଲେ ନିଜର ପ୍ରତିରକିୟା ରେ ଟୁଟୁ ନାୟକ । ଟୁଟୁ ନାୟକ ଗିରଫ ହେବା ପରେ ଏବେ ତାଙ୍କର ବାଇଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଟୁଟୁ ନାୟକ ଙ୍କ ବିରୁଦ୍ଧରେ ସଙ୍ଗିନ ଦଫା 314, 294, 341 ଓ 323 ଲଗାଇଛି । ଆଉ ଆଜି ଯଦି ତାଙ୍କୁ ବେଲ ନ ମିଳେ ତେବେ ଜେଲ ରେ ରାତି କାଟିବାକୁ ପଡିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।