ମାତ୍ର 10 ମିନିଟ ରେ ଅଣ୍ଟା, ଆଁଠୁ, ଗୋଇଠି, ଗଣ୍ଠି ଦରଜ (Joint Pain) କୁ ଗାୟବ କରିଦେବ କେବଳ ଏହି 1 ଚମତ୍କାରୀ ପତ୍ର, ଦେଖନ୍ତୁ କିପରି କରିବେ ଏହାର ପ୍ରୟୋଗ

କେବଳ ଗୋଟିଏ ପତ୍ର ଆପଣଙ୍କ ଅତି ପୁରୁଣା ଅଣ୍ଟା, ଗୋଇଠି ଆଁଠୁ ଓ ଗଣ୍ଠି ସ୍ଥାନରେ ହେଉଥିବା ବ୍ୟଥାକୁ କେଇ ମିନିଟରେ ଭଲ କରିଦେବା । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଅରଖ ଗଛ ବିଷୟରେ କହିବାକୁ ଯାଉଛୁ । ଯାହା ଘର ଆଖପାଖରେ ଯେକୌଣସି ବୂଦା ସ୍ଥାନରେ ଦେଖିବାକୁ ମିଳିଥାଏ । ଅତି ସାଧାରଣ ଦେଖା ଯାଉଥିବା ଏହି ଗଛଟି ଆୟୁର୍ବେଦିକ ଗୁଣରେ ଭରପୁର ଅଟେ । ପ୍ରାଚୀନ କାଳରୁ ଅନେକ ରୋଗର ଔଷଧୀ ଭାବେ ଏହାକୁ ଉପଯୋଗ କରାଯାଇ ଥାଏ ।

ଏହି ପତ୍ରର ରସରେ କିଛି ଏଭଳି ରସାୟନ ରହିଛି ଯାହା ହାଡ ଓ ଗଣ୍ଠି ସ୍ଥାନ ଆଦି ଦରଜକୁ ଭଲ କରିଦିଏ । କିନ୍ତୁ ବହୁତ ସାବଧାନତାର ସହ ଏହି ପତ୍ରର ଉପଯୋଗ କରିବା ଆବଶ୍ୟକ ରହିଛି । କାରଣ ଏହି ପତ୍ରରୁ ନିର୍ଗତ ହେଉଥିବା କ୍ଷୀରକୁ ବିଷାକ୍ତ ବୋଲି କୁହାଯାଏ । ଏହା ଆପଣଙ୍କ ଆଖିର ପଡିଲେ ଅନ୍ଧ ହୋଇଯିବାର ସମ୍ଭାବନା ରହିଛି । ସେଥିପାଇଁ ଚେହେରାଠୁ ଦୂରେଇକି ଏହା ବ୍ୟବହାର କରିବେ । ଗଣ୍ଠି ଦରଜ ସମସ୍ଯା ଦୂର କରିବା ପାଇଁ ଅରଖ ଗଛର ପତ୍ର ଖୁବ ଉପଯୋଗୀ ଅଟେ ।

ଏହା ସହ ଏହାର ଫୁଲ ଏବଂ ଚେର ମଧ୍ୟ ଖୁବ ଉପଯୋଗୀ ଅଟେ । ଗୋଡ, ହାଡ ଗଣ୍ଠି ବ୍ୟଥା ହେଉଥିଲେ ବା ଫୁଲିଥିଲେ ଏହି ଗଛର ଖୁବ ଉପଯୋଗୀ ହୋଇଥାଏ । ଏହି ଗଛର ପତ୍ରକୁ ସାବଧାନତା ପୂର୍ବକ ତୋଳି ଭଲ ଭାବେ ଧୋଇ ଦିଅନ୍ତୁ ଏବଂ ସେଥିରୁ ଅଳ୍ପ ପେଷ୍ଟ ପ୍ରସ୍ତୁତ କରନ୍ତୁ । କିନ୍ତୁ ମନେ ରଖନ୍ତୁ ଆପଣଙ୍କ ଘରର ରୋଷେଇ ପାଇଁ ବ୍ୟବହୃତ ହେଉଥିବା ପାତ୍ରରେ ଏହାକୁ ପ୍ରସ୍ତୁତ କରିବେ ନାହିଁ ।

ଏହି ପେଷ୍ଟରେ ଅଳ୍ପ ଲୁଣ ମିଶାଇ ଆପଣଙ୍କ ଶରୀରର ଦରଜ ହେଉଥିବା ସ୍ଥାନରେ ଏହାକୁ ଲଗାଇ ପୁରୁଣା କପଡାରେ ବାନ୍ଧି ଦିଅନ୍ତୁ । ଦେଖିବେ ଆପଣଙ୍କୁ ସାଙ୍ଗେ ସାଙ୍ଗେ ଆରାମ ମିଳିବ । ନଚେତ ଗୋଟିଏ ଅରଖ ପତ୍ରକୁ ଭଲ ଭାବେ ଧୋଇ ପୋଛି ଦିଅନ୍ତୁ ଓ ସେଥିରେ ସୋରିଷ ତେଲେ, ରାଶି ତେଲ କିମ୍ବା କଷ୍ଟରଏଡ ତେଲ ଭଲ ଭାବେ ଲଗାଇ ଦିଅନ୍ତୁ । ତାୱାର ପଛ ଭାଗକୁ ଉପରକୁ ରଖି ଗରମ କରନ୍ତୁ ଓ ସେଥିରେ ଏହି ତେଲ ଲଗା ପତ୍ରର ଦୁଇ ପାର୍ଶ୍ଵକୁ ଭଲ ଭାବେ ଗରମ କରି ଦିଅନ୍ତୁ ।

ଏହି ପତ୍ରକୁ ଆପଣ ଦରଜ ହେଉଥିବା ସ୍ଥାନରେ ଲଗାଇ ହାଲୁକା ଭାବେ ସୂତା କିମ୍ବା କପଡା ବାନ୍ଧି ଦିଅନ୍ତୁ । ଦେଖିବେ ଏହାଦ୍ଵାରା ମଧ୍ୟ ଆପଣଙ୍କ ବ୍ୟଥା ଶୀଘ୍ର ଭଲ ହୋଇଯିବ ଓ ଏହା ଡାଇବେଟିସ ରୋଗୀଙ୍କ ପାଇଁ ଖୁବ ଉପଯୋଗୀ ଅଟେ । ସେହିପରି ଅରଖ ଫୁଲକୁ ଏକ ପାତ୍ର ପାଣିରେ ପକାଇ ଭଲ ଭାବେ ଗରମ କରି ସେହି ପାଣିକୁଆ ଗରମ ଗରମ ଆପଣ ଗୋଇଠିରେ ଏକ ପାତ୍ରରେ ଗୋଡ ରଖି ଢାଳିଲେ ମଧ୍ୟ ଗୋଇଠି ଜନିତ ସମସ୍ଯାରୁ ମୁକ୍ତି ପାଇବେ ।

ଆଁଠୁ ଏବଂ ଅଣ୍ଟାରେ ଏହି ପାଣିକୁ ଆପଣ ଏକ କପଡା ସାହାଯ୍ୟରେ ସେକ ମଧ୍ୟ ଦେଇ ପାରିବେ । କିନ୍ତୁ ଏହାକୁ ସାବଧାନତା ସହ ବ୍ୟବହାର କରନ୍ତୁ ଓ ଘରର କୌଣସି ରୋଷେଇ ପତ୍ର ଏହି ଉପଚାର ପାଇଁ ବ୍ଯବହାର ନ କରି ଏକ ଅଲଗା ପାତ୍ର ବ୍ୟବହାର କରନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଏହିପରି ସ୍ୱାସ୍ଥ୍ୟ ଉପଯୋଗୀ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।