ଗଙ୍ଗା ଠାରୁ ବି ଅଧିକ ପବିତ୍ର ହୋଇଥାନ୍ତି ଏହି ୪ ଟି ନାମର ଝିଅ, ଯେଉଁ ଘରକୁ ଯାଆନ୍ତି ତାହାକୁ ବନେଇ ଦିଅନ୍ତି ସ୍ଵର୍ଗ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମ ରେ ଶାସ୍ତ୍ର କୁ ପ୍ରାୟତଃ ଅନେକ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ନାମ ରୁ ସେହି ବ୍ୟକ୍ତି ର ସ୍ଵଭାଵ ସମ୍ପର୍କରେ ଜଣା ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନ ରେ ନିଜ ନାମ ର ବହୁତ ମହତ୍ତ୍ୱ ରହିଛି ।

ମନୁଷ୍ୟ ପ୍ରତ୍ୟେକ ସ୍ଥାନ ରେ ନିଜ ନାମ ଓ କାମ ଦ୍ୱାରା ପରିଚିତ ହୋଇଥାଏ । ମନୁଷ୍ୟ ଯେତେବେଳେ ଜନ୍ମ ହୋଇଥାଏ ସେତେବେଳେ ପ୍ରଥମେ ତାର ନାମ କରଣ କରାଯାଇଥାଏ । ଏହି ନାମ କରଣ ବ୍ୟକ୍ତି ର ଜନ୍ମ ସମୟ, ତିଥି, ବାର ନକ୍ଷେତ୍ର କୁ ବିଚାର କରି କରାଯାଇଥାଏ ।

ତେବେ ଶାସ୍ତ୍ର ଅନୁସାରେ ଏପରି କିଛି ନାମ ର ମହିଳା ମାନେ ଅଛନ୍ତି ଯେଉଁ ମାନେ ବହୁତ ପବିତ୍ର ହୋଇଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି ‘R’ । ଏହି ନାମ ରୁ ଆରମ୍ଭ ହେଉଥିବା ମହିଳା ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ସବୁବେଳେ ଖୁସି ରେ ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ସମସ୍ତ ପରିସ୍ଥିତି ରେ ଖୁସି ରେ ରହିବାର ଉପାୟ ମଧ୍ୟ ଜାଣିଛନ୍ତି । ଏହି ନାମ ର ଝିଅ ମାନେ ନିଜ ପତି ଓ ପରିବାର ର ବହୁତ ଯତ୍ନ ନେଇଥାନ୍ତି । ଏମାନେ ସମସ୍ତ ଙ୍କୁ ବହୁତ ଭଲ ପାଇଥାଆନ୍ତି । ଏମାନେ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି ‘K’ । ଏହି ନାମ ର ମହିଳା ମାନେ ରୂପ ରେ ଗୁଣ ରେ ବହୁତ ଭଲ ହୋଇଥାନ୍ତି । ଏମାନେ ନିଜର ସୌନ୍ଦର୍ଯ୍ୟ ମାଧ୍ୟମରେ ସମସ୍ତ ଙ୍କୁ ଆକର୍ଷିତ କରିପାରନ୍ତି । ଏହି ନାମ ର ମହିଳା ମାନେ କୌଣସି ବି ପରିସ୍ଥିତି ରେ ଭାଙ୍ଗି ପଡି ନ ଥାନ୍ତି । ଏମାନେ ସବୁବେଳେ ଧର୍ଯ୍ୟ ର ସହିତ ସବୁ କାମ କୁ କରିଥାନ୍ତି । ଧର୍ଯ୍ୟ ର ସହିତ ସବୁ କାର୍ଯ୍ୟ କରୁଥିବାରୁ ଏମାନେ ସବୁ କାର୍ଯ୍ୟ ରେ ସଫଳ ହୋଇଥାନ୍ତି । ଏମାନେ ଦୁଖଃ ହେଉ କିମ୍ବା ସୁଖ ସମସ୍ତ ମୁହୂର୍ତ୍ତରେ ନିଜ ପରିବାର ସହିତ ହିଁ ରହିଥାନ୍ତି । ଏମାନେ ବହୁତ ପବିତ୍ର ହୋଇଥାନ୍ତି ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି ‘T’ । ଏହି ନାମ ର ମହିଳା ମାନେ ସ୍ଵଭାଵ ରୁ ବହୁତ ଭଲ ହୋଇଥାନ୍ତି । ଏମାନେ ରୂପ ରେ ମଧ୍ୟ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ସବୁବେଳେ ଖୁସି ରେ ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ନିଜେ ଖୁସି ରେ ରହିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ବହୁତ ଖୁସି ରେ ରଖିଥାନ୍ତି । ଏମାନେ ସମାଜ ରେ ଜଣେ ସମ୍ମାନୀୟ ନାରୀ ଭାବେ ପ୍ରତିଷ୍ଠିତ ହୋଇଥାନ୍ତି । ଏମାନେ ଗଙ୍ଗା ଜଳ ପରି ପବିତ୍ର ହୋଇଥାନ୍ତି ।

୪. M ନାମ ଵାଲା ଝିଅ – ଏହି ମହିଳା ମାନେ ହୃଦୟରୁ ବହୁତ ନିର୍ମଳ ଭାବନାର ହୋଇଥାନ୍ତି । ଏମାନେ କାହାକୁ ବି କଷ୍ଟ ଦେବା ପାଇଁ ଚାହାନ୍ତି ନାହିଁ । ଏମାନେ ଅନ୍ୟ ମାନଙ୍କ ଖୁସି ଦେବା ପାଇଁ କିଛି ବି କରି ପାରନ୍ତି । ଏହି କାରଣରୁ ଏମାନେ ଗଙ୍ଗା ଭଳି ପବିତ୍ର ଥାଆନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।