Jyotish Shastra- ଗଙ୍ଗାଜଳ ପରି ପବିତ୍ର ହୋଇଥାନ୍ତି ଏହି 5 ଟି ନାମର ଝିଅ

ଚାଣକ୍ୟ ଜଣେ ମହାନ ଜ୍ଞାନୀ ବ୍ୟକ୍ତି ଥିଲେ । ଜାଣନ୍ତୁ ଚାଣକ୍ୟଙ୍କ ଏମିତି କିଛି ନୀତି ଯାହା କେଉଁଠି ନା କେଉଁଠି ଦରକାର ଆସିବ । ଏହି ଦୁନିଆରେ କୌଣସି ବି ଝିଅକୁ ବୁଝିବା ବହୁତ କଷ୍ଟକର ହୋଇଥାଏ । କାରଣ ଗୋଟିଏ ଝିଅ ମୁଣ୍ଡରେ କେତେବେଳେ କଣ ଚାଲୁଥିବ ଏହା ବିଷୟରେ କେହି ବି କହି ପାରିବେ ନାହିଁ । ଝିଅମାନଙ୍କ ବ୍ୟବହାର ଏତେ ଅଲଗା ହୋଇଥାଏ କି ସେମାନେ କେତେବେଳେ କେଉଁ ଜିନିଷ ଉପରେ କଣ ପ୍ରତିକ୍ରିୟା ଦେବେ ଏହା କେହି ବି କହି ପାରିବେ ନାହିଁ ।

ଏହି ଦୁନିଆରେ ଏମିତି ବି କିଛି ଝିଅ ଅଛନ୍ତି ଯେଉଁମାନେ ପାଣି ଭଳି ସଫା । ହୃଦୟର ବହୁତ ଭଲ ଓ ଶାନ୍ତ ହୋଇଥାନ୍ତି । ଅନ୍ୟ ପଟେ ଏମିତି କିଛି ଝିଅ ଅଛନ୍ତି ଯେଉଁମାନେ ବହୁତ ଚାଲାକ ହୋଇଥାନ୍ତି ଓ ବିଶ୍ଵାସ ଯୋଗ୍ୟ ନୁହନ୍ତି । ସେହି ଝିଅମାନଙ୍କ ବିଷୟରେ କହିବୁ ଯେଉଁମାନେ ବହୁତ ପବିତ୍ର ହୋଇଥାନ୍ତି । ଯେଉଁ ଝିଅମାନଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଶୁଭ ଓ ପବିତ୍ର ହୋଇଥାନ୍ତି ।

B ନାମର ଝିଅମାନେ

କୁହାଯାଏ କି ଯେଉଁ ଝିଅମାନଙ୍କର ନାଁ ଏହି ଅକ୍ଷର ଠାରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । କୌଣସି ବି ସ୍ଥିତିରେ ନିଜର ପାର୍ଟନରର ହାତ ଛାଡନ୍ତି ନାହିଁ । ଏମାନଙ୍କ ବ୍ୟବହାର ବି ବହୁତ ଭଲ । ଏହି କାରଣ ଅଟେ କି ଏମାନଙ୍କୁ ପବିତ୍ର ବୋଲି କୁହାଯାଏ ।

N ନାମର ଝିଅମାନେ

ଯେଉଁ ଝିଅମାନଙ୍କର ନାଁ N ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଚଞ୍ଚଲ ସ୍ଵଭାବର ହୋଇଥାନ୍ତି । ନିଜର ପରିବାର ଓ ପାର୍ଟନରର ବହୁତ ଧ୍ୟାନ ରଖନ୍ତି । କେବେ ବି ଏହିଭଳି କୌଣସି କାମ କରନ୍ତି ନାହିଁ ଯାହା ଦ୍ଵାରା ତାଙ୍କର ପରିବାରର ନାଁ ଖରାପ ହେବ । ସେଥିପାଇଁ ଏମାନଙ୍କୁ ପବିତ୍ର ବୋଲି କୁହାଯାଏ ।

P ନାମ ଝିଅମାନେ

ଏହି ନାମର ଝିଅମାନେ ସମ୍ପର୍କକୁ ବାନ୍ଧିବା ଜାଣିଛନ୍ତି । ଏହି ନାଁର ଝିଅମାନେ ସମସ୍ତଙ୍କ ଭାବନାର ଧ୍ୟାନ ରଖନ୍ତି । କାହାକୁ ଦୁଃଖିତ କରନ୍ତି ନାହିଁ । ସମସ୍ତଙ୍କ ସହ ଭଲ ବ୍ୟବହାର କରନ୍ତି ଓ ଭଲ କଥାବାର୍ତ୍ତା ବି କରନ୍ତି ।

V ନାମର ଝିଅମାନେ

ଏହି ଅକ୍ଷରରେ ଆରମ୍ଭ ହେଉଥିବା ଝିଅମାନେ ବି ବହୁତ ପବିତ୍ର ହୋଇଥାନ୍ତି । ନିଜ ପରିବାରର ମାନ ସମ୍ମାନ ପ୍ରତି ପୁରା ଧ୍ୟାନ ରଖନ୍ତି । ନିଜ ପରିବାରକୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି । ଏହି ଝିଅମାନଙ୍କ ସ୍ଵଭାବ ବି ବହୁତ ଭଲ ହୋଇଥାଏ ।

Y ନାମର ଝିଅମାନେ

ଏମାନଙ୍କର ସ୍ଵଭାବ ଅନ୍ୟ ବ୍ୟକ୍ତିଙ୍କ ପ୍ରତି ଭଲ ହୋଇଥାଏ । କାହାକୁ ବି ଅସମ୍ମାନ କରନ୍ତି ନାହିଁ । ନିଜର ପାର୍ଟନର ପ୍ରତି ବହୁତ ହିଁ ବିଶ୍ଵାସୀ ହୋଇଥାନ୍ତି । ସେମାନଙ୍କ ଇଚ୍ଛାକୁ ପୁରା କରିବାକୁ ଚେଷ୍ଟା କରନ୍ତି ।