ଗଣ୍ଠି ଦରଜ, ଗଳା ଦରଜ, ଜ୍ଵର କମଜୋରି ତୁରନ୍ତ ଠିକ ହେଇଯିବ, ଗୋଟିଏ ଥର ନେବା ମାତ୍ରେ ଦେଖିବେ ଚମତ୍କାର- Health Tips

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ନୁସଖା ନେଇ ଆସିଛୁ ଯାହାର ସେବନ କରିବା ଆମେ ସମସ୍ତେ ଭୁଲି ଯାଇଛୁ । ଏହି ଜିନିଷର ସେବନ ଆଗରୁ ପୁରୁଣା ଯୁଗରେ ଆମ ପୂର୍ବପୁରୁଷ ମାନେ କରୁଥିଲେ ।

ଏହାକୁ ସେବନ କରିବା ଦ୍ଵାରା ଆମ ଶରୀରରେ ହେଉଥିବା ଆଁଠୁ ଗଣ୍ଠି ସମସ୍ଯା, ଅଧିକ କାଶ ହେବା,ଅଧିକ ଜ୍ଵର ହୋଇଥିଲେ ବା ଜଏଣ୍ଟ ପେନ ଦୂର କରିବାରେ ସାହାଜ୍ଯ କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ଦ୍ରବ୍ଯଟି କଣ ଅଟେ ଓ ଏହାର ଉପକାରିତା କଣ ରହିଛି । ଏଠାରେ ଯେଉଁ ଦ୍ରବ୍ଯର ନାଁ କୁହା ଯାଇଛି ତାହା ହେଉଛି ଲିସୋଡେ ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ପ୍ରଥମେ ଏକ ପାତ୍ରରେ କିଛି ଗରମ ପାଣି ନିଅନ୍ତୁ । ଏହି ପାଣିରେ ଅଳ୍ପ ମାତ୍ରାରେ ଲୁଣ ଓ ହଳଦୀ ପକାନ୍ତୁ । ପାଣି ଭଲ ଭାବେ ଫୁଟି ଗଲେ ଏହି ଲିସୋଡେକୁ ପକାଇ ଦିଅନ୍ତୁ ।

ଏହାକୁ ୨ରୁ ୩ ମିନିଟ ଯାଏଁ ଭଲ ଫୁଟିବାକୁ ଦିଅନ୍ତୁ । ଏହା ପରେ ଏହାକୁ ଏକ ପାତ୍ରରେ କାଢି ଦିଅନ୍ତୁ । ଏହା ପରେ ଲିସୋଡେରେ ଅଳ୍ପ ମାତ୍ରାରେ ଲୁଣ, ହଳଦୀ ଓ ଲଙ୍କା ଗୁଣ୍ଡା ମିଶାନ୍ତୁ । ଏଥିରେ କିଛି ମାତ୍ରାରେ ଆମ୍ବକୁ ଟିକି ଟିକି କରି କାଟି ପକାଇ ଦିଅନ୍ତୁ । ଏହା ପରେ ଏଥିରେ କିଛି ପାନମଧୁରୀ ଓ କଳା ଜୀରା ମିଶ୍ରଣ କରନ୍ତୁ ଯାହା ଏହି ଆଚାର ପାଇଁ ବହୁତ ଟେଷ୍ଟ ହୋଇଥାଏ ।

ପାନମଧୁରୀକୁ ଭଲ ଭାବେ ଗୁଣ୍ଡ କରି ଏଥିରେ ପକାନ୍ତୁ କାରଣ ପାନମଧୁରୀ ଆମ ଶରୀରର ପାଚନ କ୍ରିୟାରେ ସାହାଜ୍ଯ କରିଥାଏ । ଏହା ପରେ ଏକ କଢେଇ ବା ଅନ୍ୟ କୌଣସି ପାତ୍ରରେ ଏହି ମସଲା ସବୁକୁ ଅଳ୍ପ ମାତ୍ରାରେ ତେଲ ଓ କଳା ଜୀରା ପକାଇ ଦିଅନ୍ତୁ । ଏହାକୁ ଭଲ ଭାବେ ଫ୍ରାଏ କରନ୍ତୁ । ଏହି ଲିସୋଡେର ଆଚାର ସେବନ କରିଲେ ଆମ ଶରୀରରେ ହେଉଥିବା ଅନେକ ସମସ୍ୟାର ନିବାରଣ ହୋଇଥାଏ ।

ଏହା ଆମ ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ । ଏହାକୁ ସେବନ କରିଲେ ପେଟ ସମସ୍ଯା ମଧ୍ୟ ଦୂର ହୋଇଥାଏ । ଏହି ଲିସୋଡେରୁ ବାହାରୁ ଥିବା ଜେଲ ଆମ ପାଦରେ ହେଉଥିବା ସମସ୍ୟାକୁ ଦୂର କରିବାରେ ସାହାଜ୍ଯ କରିଥାଏ । ଏହାକୁ ଆପଣ ମାନେ ଖାଦ୍ଯ ଖାଇବା ସମୟରେ ଖାଇ ପାରିବେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ