Interesting GK: ତାହା କଣ ଯାହା ଗାଧୋଇବା ପରେ ଛୋଟ ହୋଇଯାଏ ? 99% ଲୋକ ଉତ୍ତର ଜାଣି ନାହାନ୍ତି

ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

1- କେଉଁ ପତାକାରେ ଥିବା ପାଞ୍ଚୋଟି ରଙ୍ଗ ପାଞ୍ଚଟି ମହାଦେଶକୁ ବୁଝାଏ ?

ଉ: ଅଲମ୍ପିକ ପତାକା ।

2- ଓଡିଶାର କେତେ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି ?

ଉ: ପ୍ରାୟ 80 ଭାଗ ଲୋକ ।

3- ସୁନାବେଢାରେ କେଉଁ କାରଖାନା ରହିଛି ?

ଉ: ଆଲୁମିନିୟମ କାରଖାନା ।

4- ହୀରାକୁଦ ଜଳଭଣ୍ଡାର ର ବିଦ୍ୟୁତ ଉତ୍ପାଦନ କ୍ଷମତା କେତେ ?

ଉ: 260 ମେଗାୱାଟ ।

5- ତ୍ରିରଙ୍ଗା ପତାକାରେ ଅଶୋକ ଚକ୍ର କିଏ ଲଗାଇଥିଲେ ?

ଉ: ଭୀମରାଓ ଆମ୍ବେଦକର ।

6- ମଣିଷର ଗୋଟିଏ ଆଖିର ଓଜନ କେତେ ?

ଉ: 8 ଗ୍ରାମ ।

7- ଇଂରେଜ ମାନେ ତାଙ୍କର ପ୍ରଥମ କାରଖାନା କେଉଁଠାରେ ଖୋଲିଥିଲେ ?

ଉ: ସୁରଟ ଠାରେ ।

8- ଭାରତରେ କେଉଁ ଫଳ ସାଧାରଣତଃ ସବୁବେଳେ ମାର୍କେଟରେ ମିଳିଥାଏ ?

ଉ: କଦଳୀ ।

9- ବିଶ୍ଵର କେଉଁ ଦେଶରେ 2 ମୁଣ୍ଡିଆ କଇଁଛ ଅଧିକ ଦେଖାଯାନ୍ତି ?

ଉ: ଆମେରିକାରେ ।

10- ଧଳା ମୟୂର କେଉଁଠାରେ ଦେଖିବାକୁ ମିଳନ୍ତି ?

ଉ: ଭାରତରେ ।

11- କେଉଁ ପକ୍ଷୀ କେବଳ ବର୍ଷା ପାଣି ପିଅନ୍ତି ?

ଉ: ଚାତକ ପକ୍ଷୀ ।

12- ଭାରତର କେଉଁ ବିଭାଗରେ ସର୍ବାଧିକ କର୍ମଚାରୀ ଅଛନ୍ତି ?

ଉ: ଆର୍ମି ବା ପ୍ରତିରକ୍ଷା ବିଭାଗ ।

13- ମୟୂର ସିଂହାସନ କିଏ ନିର୍ମାଣ କରିଥିଲେ ?

ଉ: ଶାହାଜାହାନ ।

14- ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ?

ଉ: ପଣ୍ଡିତ ଜବାହାରଲାଲ ନେହେରୁ ।

15- ତ୍ରିରଙ୍ଗା ପତାକାରେ ଥିବା ଧଳା ରଙ୍ଗ କଣ ସୂଚନା ଦେଇଥାଏ ?

ଉ: ଶାନ୍ତି ଏବଂ ସତ୍ୟର ପ୍ରତୀକ ।

16- ଚନ୍ଦ୍ର ପୃଷ୍ଠରେ ମନୁଷ୍ୟକୁ ପହଞ୍ଚାଇଥିବା ପ୍ରଥମ ମହାକାଶ ଯାନର ନାମ କଣ ?

ଉ: ଆପୋଲୋ- 11 ।

17- କେଉଁ ଫୁଲ 36 ବର୍ଷରେ ଥରେ ଫୁଟିଥାଏ ?

ଉ: ନାଗପୁଷ୍ପ ।

18- ବିଶ୍ଵର କେଉଁ ଦେଶର କାନୁନ ସବୁଠାରୁ ଅଧିକ କଠୋର ?

ଉ: ସାଉଦି ଆରବ ।

19- ଭୋଜନ କରିବା ପରେ ତୁରନ୍ତ କଣ ପିଇଲେ ମନୁଷ୍ୟ ମରି ଯାଇପାରେ ?

ଉ: କଫି ।

20- ତାହା କଣ ଯାହା ଗାଧୋଇବା ପରେ ଛୋଟ ହୋଇଯାଏ ?

ଉ: ଗାଧୋଇବା ପରେ ସାବୁନ ଛୋଟ ହୋଇଯାଏ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।