ଗାଁ ଗାଁ ବୁଲି ଗୋ-ମାଂସ ବିକ୍ରି କରୁଥିବା ବେଳେ ଏବେ ଧରା ପଡିଲା ଆଉ ତା ପରେ ଯାହା ଘଟିଲା…

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଭାଇରାଲ ହୋଇଥିବା ଭିଡିଓ ରେ ଯେଉଁ ବ୍ୟକ୍ତି ଜଣକ ଦେଖା ଯାଉଛନ୍ତି ସେ ଏମିତି କିଛି କାଣ୍ଡ ଘଟାଇଛନ୍ତି ଯାହା ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । କାରଣ ବ୍ୟକ୍ତି ଜଣକ ଗାଁ ଗାଁ ବୁଲି ମାଂସ ବିକିବା ବାହାନା ରେ ଗୋ-ମାଂସ ବିକ୍ରି କରୁଥିଲେ । ଚିକେନ ମଟନ କହି ଲୋକଙ୍କୁ ଗୋ-ମାଂସ ବିକ୍ରି କରୁଥିଲେ ବ୍ୟକ୍ତି ଜଣକ ।

20 କିଲୋ ଗୋ-ମାଂସ ନେଇ ଗାଁ କୁ ଆସିଥିଲେ ବିକ୍ରି କରିବାକୁ । ସବୁ ବିକ୍ରି ହୋଇ ଯାଇଛି ଆଉ ମାତ୍ର 2-3 ପ୍ଯାକେଟ ରହିଛି । ତେବେ ସେ ସବୁ କିଏ କିଣିଲା ଓ କିଏ ଖାଇଲା ସେ ସବୁ ବିଷୟରେ କିଛି ଜଣା ପଡି ନାହିଁ । କିନ୍ତୁ ଏହାରି ମଧ୍ୟରେ କିଛି ଲୋକ ଏହି ବ୍ୟକ୍ତିଙ୍କୁ ଧରି ନେଇଛନ୍ତି । ଆଉ ତା ପରେ ଜଣା ପଡିଛି ବ୍ୟକ୍ତି ଜଣକ ଗାଁ ଗାଁ ବୁଲି ଗୋ-ମାଂସ ବିକ୍ରି କରୁଛନ୍ତି ।

ଗାଁ ଗାଁ ବୁଲି ଗୋ-ମାଂସ ବିକ୍ରି କରୁଥିବା ବେଳେ ଗୋ-ମାଂସ କୁ ଜବତ କରି ଏହି ବ୍ୟକ୍ତି ଙ୍କୁ ଏବେ ଅଟକ ରଖା ଯାଇଛି । ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଆଞ୍ଚଲ ରେ । ଦିନକୁ ଦିନ ଗୋ-ଚାଲାଣ ବଢିବା ବେଳେ ଧରା ପଡିଥାନ୍ତି । ଆଉ ଅପରାଧ କରୁଥିବା ବ୍ୟକ୍ତି ଧରା ନ ପଡିବାକୁ ଅନେକ ଉପାୟ କରିଥାନ୍ତି । ଆଉ ଏବେ ଗାଁ ଗାଁ ବୁଲି ଏବେ ଗୋ-ମାଂସ ବିକ୍ରି କରୁଥିଲେ ଏହି ବ୍ୟକ୍ତି ଜଣକ  ଆଉ ହଠାତ ବ୍ୟକ୍ତି ଙ୍କୁ ଧରି ନେଇଛନ୍ତି ଗାଁ ଲୋକେ ।

ଆଉ ତା ପରେ ଯାହା ଘଟିଲା ତାହା ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ । କାରଣ ଲୋକ ମାନେ ଭାବୁଥିଲେ ବ୍ୟକ୍ତି ଜଣକ ଚିକେନ କି ମଟନ ବିକ୍ରି କରୁଛନ୍ତି । କିନ୍ତୁ ପରେ ସତ ସାମ୍ନା କୁ ଆସିଥିଲା ଆଉ ଜଣା ପଡିଥିଲା ଚିକେନ କି ମଟନ ନୁହେଁ । ଏ ସବୁ ହେଉଛି ଗୋ-ମାଂସ । କୁଳିଅଣା ଥାନା ଅଧୀନ ପଲାସବନି ଗାଁ ନିକଟରେ ଆଜି ସକାଳୁ ଜଣେ ବ୍ୟକ୍ତି ଗୋ-ମାଂସ ନେଇ ବିକ୍ରି କରୁଥିଲା ।

ଆଉ ସେହି ସମୟରେ ଗ୍ରାମ ବାସୀ ମାନେ ବ୍ୟକ୍ତିଙ୍କୁ ଅଟକ ରଖିକି ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥାନରେ 2 କେଜି ଗୋ-ମାଂସ ଓ ବାଇକ କୁ ଜବତ କରିବା ସହ ବ୍ୟକ୍ତି ଙ୍କୁ ଥାନା କୁ ନେଇଛି । ତେବେ ପୋଲିସ ଏହି ମାମଲା ଉପରେ ଅଧିକ ଗୁରୁତ୍ଵ ଦେବା ସହ ତଦନ୍ତ ଆରମ୍ଭ କରିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।