TikTok ଭିଡିଓ ବନେଇବା ଝିଅଟିକୁ ପଡିଗଲା ମହଙ୍ଗା, ଦେଖନ୍ତୁ Shocking ଭାଇରାଲ Video

ଅନେକ ବାଦ ବିବାଦ ପରେ ଏକ ଚାଇନିଜ ଆପ୍ ହୋଇଥିବାରୁ ଭାରତରେ ବ୍ୟାନ କରି ଦିଆ ଯାଇଥିଲା ଟିକଟିକ୍ । ମାତ୍ର ଅନ୍ୟ କେତେ ଦେଶ ସମେତ ଭାରତରେ ମଧ୍ୟ ଟିକଟକ୍ ଖୁବ ଭଲ ଚାଲିଥିଲା ଓ ଏହାର ଲକ୍ଷ ଲକ୍ଷ ବ୍ୟବହାରକାରୀ ଥିଲେ ।

ସେହି ସମୟରେ ଅନେକ ଯୁବା ଯୁବତୀ ନିଜ ଅଭିନୟ ଦକ୍ଷତା ଦେଖାଇବା ପାଇଁ ବାହାରି ପଡିଥିଲେ । ବିଭିନ୍ନ ଆର୍ଟ, ଡାନ୍ସ ଓ ଆକଟିଂ ମାଧ୍ୟମରେ ନିଜ କଳାର ପ୍ରଦର୍ଶନ କରି ଦେଖାଉଥିଲେ । ମାତ୍ର ୧୫ ସେକେଣ୍ଡ ରୁ ୩୦ ସେକେଣ୍ଡ ମଧ୍ୟରେ ଚାଲୁଥିବା ସେହି କ୍ଲିପରେ ନିଜ ଆକଟିଂ ସୁଟ କରି ଦେଖାଇବାକୁ ପଡୁଥିଲା । ତେବେ ଏହାର କ୍ରେଜ ଭାରତରେ ଏତେ ଥିଲା ଯେ ଏଥିପାଇଁ ଅନେକ ସମୟରେ ବିଭିନ୍ନ କରୁଣ ଘଟଣା ମଧ୍ୟ ଦେଖିବାକୁ ମିଳୁଥିଲା ।

ସେହିପରି କେବେ କେବେ ଟିକଟିକ୍ ବନାଇବା ବେଳେ ଘଟୁଥିଲା କିଛି ଏମିତ ଯାହା ଯାହା ଦେଖି ଆପଣ ହସି ହସି ଗଡିଯିବେ । ଅନେକ ଏହି ଟିକଟିକ୍ ମାଧ୍ୟମରେ ଲକ୍ଷ ଲକ୍ଷ ପ୍ରଶଂସକ ମଧ୍ୟ ହାସଲ କରିଥିଲେ ଓ ନିୟମିତ ଅନେକ ଭିଡିଓ ବନେଇ ପୋଷ୍ଟ କରୁଥିଲେ ।

ତେବେ ଅନେକ ଲୋକ ସେଗୁଡିକୁ ପସନ୍ଦ କରୁଥିବା ବେଳେ ଆଉ କେତେକ ଲୋକ ଏହି ଆପ୍ ରେ ଭାଗ ନେଉଥିବା ଲୋକଙ୍କୁ ଟ୍ରୋଲ ମଧ୍ୟ କରୁଥିଲେ । ତେବେ ଆଜି ଆମେ ଆପଣଙ୍କୁ ଟିକଟିକ୍ ବନେଇବା ଯୁବତୀଙ୍କ ପାଇଁ କିପରି ମହଙ୍ଗା ପଡିଲା ତାହା ଦେଖାଇବୁ । ପ୍ରିୟା ଗୁଲାନି ନାମକ ଏକ ଟିକଟକର ରାସ୍ତା ଉପରେ ଯାଇ କାଟ୍ରିନା କୈଫଙ୍କ ଏକ ଗୀତ ‘ଜରା ଜରା ଟଚ୍ ମି ଟଚ୍ ମି’ ରେ ଡାନ୍ସ କରୁଥିଲେ ।

ସେହି ସମୟରେ ସେଠାରେ ଠିଆ ହୋଇଥିବା ଏକ କୁକୁର ତା ଦାନ୍ତରେ ପ୍ରିୟାଙ୍କୁ ଏମିତି ଟଚ୍ କଳା ଯେ ସେ ଜୀବନ ବିକଳରେ ଦୌଡି ପଳାଇବାକୁ ଲାଗିଲେ । ସେହି ସମୟର ଭିଡିଓକୁ ପ୍ରିୟା ପୋଷ୍ଟ ମଧ୍ୟ କରିଥିଲେ । ଆପଣ ଦେଖିଲେ ନିଜ ହସ ସମ୍ଭାଳି ପାରିବେନି ।

ଏହା ପରେ ପ୍ରିୟା ଆଉ ଏକ ଭିଡିଓ ବନେଇ ଜଣେଇ ଥିଲେ ଯେ କୁକୁର ତାଙ୍କୁ କେତେ ଜୋରରେ କାମୁଡିଛି । ସେହି ଭିଡିଓରେ ଜଣେ କେହି କହୁଛନ୍ତି କି, ‘ଅନେକ ଥର ମନା କରିଛି ରାସ୍ତାରେ ଡାନ୍ସ କର ନାହିଁ ବୋଲି ଦେଖ ଏବେ କଣ ହାଲତ ହୋଇଗଲା ।

ଏବେ କୁକୁର କାମୁଡି ଦେଲା ଇଂଜେକସନ ଲଗେଇବାକୁ ପଡିବ’ । ଏହି ଘଟଣା ଦେଖି ଲାଗୁଛି ବୋଧ ହୁଏ ଭାରତର କୁକୁରମାନେ ମଧ୍ୟ ଆଗେଇ ଆସି ଟିକଟିକ୍କୁ  ବ୍ଯାଙ୍କ କରିବା ପାଇଁ ଯୋଗଦାନ କରୁଥିଲେ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।