ଫ୍ରିଜ ରେ ଭୁଲରେ ବି ରଖନ୍ତୁ ନାହିଁ ଏହି 8 ଟି ଜିନିଷ, ମହିଳା ମାନେ ନିଶ୍ଚୟ ଜାଣି ରଖନ୍ତୁ

ଆପଣ ମାନେ ବହୁତ କିଛି ଜିନିଷ ଫ୍ରିଜରେ ରଖିଥାନ୍ତି କିନ୍ତୁ ଏମିତି କିଛି ଜିନିଷ ଅଛି ଯାହା ଫ୍ରିଜରେ ରଖିବା ଦ୍ଵାରା ଜିନିଷ ଖରାପ ହେବ ସହ ନିଜର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ ।  ଆମେ ବହୁତ କିଛି ଜିନିଷ ବଜାରରୁ ଆଣି ଫ୍ରିଜରେ ରଖିଥାଉ କିନ୍ତୁ ସେହି ଜିନିଷ ଭଲ ରହିବା ପରିବର୍ତେ ଖରାପ ହୋଇଯାଏ । ଯେପରି ଲାଗେ ଆମେ ବଜାରରୁ ଆଣିଥିବା ଜିନିଷ ଖରାପ । କିନ୍ତୁ ଏଇଟା ସତ ନୁହେ ଏହାପରେ ଜରୁଋ ନୁହେଁ କି ସବୁ ଜିନିଷ ଫ୍ରିଜରେ ରଖିବା ଦ୍ଵାରା ସବୁ ଜିନିଷ ଭଲ ରହିବ ।

ଧ୍ୟାନ ରଖିବା ଉଚିତ କି ସବୁ ଜିନିଷ ଫ୍ରିଜରେ ନରଖିବା ପାଇଁ ଆଜି ଆମେ ଆପଣଙ୍କୁ ୮ଟି ଜିନିଷ ବିଷୟରେ କହିବାକୁ ଚାହୁଞ୍ଚୁ କେବେବି ଫ୍ରିଜରେ ରାଖିବେ ନାହିଁ । ଯଦି ଆପଣ ସେଉକୁ ଫ୍ରିଜରେ ରଖୁକନ୍ତି ତେବେ ଏହାକୁ ଏକ କାଗଜ ଦ୍ଵାରା ଗୁଡାଇ ପାରିବା ଓ ଫଳ ରଖିବା ସ୍ଥାନରେ ରଖନ୍ତୁ ।

କିନ୍ତୁ ସେଠାରେ ଆଳୁ ବା ଚେରୀ ରଖନ୍ତୁ ନାହିଁ । କାରଣ କମ ତାପମାତ୍ରାରେ ରଖିବା ହେତୁ ତା ଭିତରେ ଥିବା ଏନଯାଇମ ସକ୍ରିୟ ହୋଇଥାନ୍ତି ଓ ଫଳକୁ ଯଦି ପଚାଇ ଦିଏ ସେଥିପାଇଁ କମ ତାପମାତ୍ରା ଥିବା ସ୍ଥାନରେ ରଖିବା ଉଚିତ । ବହୁତ ଲୋକ ଅଛନ୍ତି ପାଉରୁଟିକୁ ଫ୍ରିଜରେ ରଖନ୍ତି ଏହା ପରେ କହିବେ ପାଉରୁଟି ଖରାପ ହୋଇଗଲା । ଏହା ଫ୍ରିଜରେ ରଖିବା ଦ୍ଵାରା ହୋଇଥାଏ । ଫ୍ରିଜରେ ରଖିଥିବା ପାଉରୁଟି ଜଲ୍ଦି ସୁଖୀ ଥାଏ ସେହି ପାଉରୁଟି ଖାଇବା ଫଳରେ ଆମକୁ ରୋଗ ହୋଇଥାଏ ।

ମହୁ କୁ ମଧ୍ୟ ଫ୍ରିଜରେ ରଖିବା କଥା ନୁହେ କାରଣ ଯଦି ଆପଣ ମହୁକୁ ଫ୍ରିଜରେ ରଖୁଛନ୍ତି ତେବେ ଏଥିରେ କ୍ରିଷ୍ଟାଲ ହୋଇଥାଏ ଯାହା ଦ୍ଵାରା ମହୁ ଶୀଘ୍ର ଖରାପ ହୋଇଥାଏ । ଯଦି ଆପଣ ରିଫାଇନ ତେଲକୁ ଫ୍ରିଜରେ ରଖୁଛନ୍ତି ତାହା ବହୁତ ଶୀଘ୍ର ଖରାପ ହୋଇଥାଏ କାରଣ ଏହା କମ ତାପମାତ୍ରାରେ ରହିବା ଉଚିତ । କେବେବି ଆପଣ ଫ୍ରିଜରେ ତେଲ ରଖିବା ଭୁଲ କରନ୍ତୁ ନାହିଁ । ଏହା ଦ୍ଵାରା ରିଫାଇନ ତେଲରେ କିଛି ଖରାପ ଜିନିଷ ବଢିଥାଏ । ଯାହା ଦ୍ଵାରା ତେଲ ଲହୁଣୀ ଭଳି ଗାଢା ହୋଇଥାଏ ।

ସେଥିପାଇଁ ରିଫାଇନ ତେଲ ଫ୍ରିଜରେ ରକ୍ଷା କାଏ ନାହିଁ । ଏହାକୁ ସର୍ବଦା ନରମାଲ ତାପମାତ୍ରାରେ ରଖିବା ଉଚିତ । ପିଆଜ କୁ ସବୁବେଳେ ଅନ୍ଧାର ଓ ଶୁଖିଲା ଜାଗାରେ ରଖିବା ଉଚିତ କାରଣ ପିଆଜରେ ଥିବା ପାଣି ଏହାକୁ ଶୀଘ୍ର ଫିମ୍ପି ବନାଇଥାଏ । ଆଳୁକୁ ଫ୍ରିଜରେ ରଖିବା ଦ୍ଵାରା ତାଭିତରେ କମ ଥିବା ତାପମାତ୍ରା ଓ ଥଣ୍ଡା ହେତୁ ଖରାପ ହୋଇଥାଏ ଶୀଘ୍ର ଖରାପ ହୋଇଥାଏ ଓ ତାଭିତରେ ଥିବା ସୁଗାର ଅଧିକ ବଢିଯାଏ । ସେଥିପାଇଁ ଆଳୁକୁ ସବୁବେଳେ ପେପର ଗୁଡେଇ ରଖିବା ଦରକାର ବା ବ୍ୟାଗ ରେ ନରମାଳ ତାପମାତ୍ରା ରେ ରଖିବା ଉଚିତ ।

ଆଚାରରେ ଅଧିକା ପରିମାଣରେ ଭିନେଗାର ଥିବା ହେତୁ ଆମେ ଯଦି ଫ୍ରିଜରେ ରଖିବା ଆଚାର ତ ଖରାପ ହେବ ତାସାଙ୍ଗରେ ଫ୍ରିଜରେ ରହିଥିବା ଜିନିଷ ମଧ୍ୟ ଖରାପ ହୋଇଯିବ । ସେଥିପାଇଁ ଆପଣ ଆଚାରକୁ ବାହାରେ ରଖିବା ଉଚିତ ଯାହା ଦ୍ଵାରା ଆଚାର ଭାଲ ରହିବ । କଦଳୀକୁ ଫ୍ରିଜରେ କେବେହେଲେ ଭୁଲ ରଖନ୍ତୁ ନାହିଁ । କାରଣ ଫ୍ରିଜରେ ରଖିବା ଦ୍ଵାରା କଦଳୀ ବହୁତ ଶୀଘ୍ର ପାଚି ଯାଏ । କିନ୍ତୁ ଯଦି ଆପଣ କଦଳୀକୁ ଫ୍ରିଜରେ ରଖିବାକୁ ଚାହୁଞ୍ଚନ୍ତି ତେବେ କଦଳୀ ଉପରେ ଜାରି ଗୁରାଇ ରଖନ୍ତୁ ଓ ଏହା ଦ୍ଵାରା କଦଳୀ ଖରାପ ହୁଏନି ଏହାଛଡା ଅନ୍ୟ କୌଣସି ଜିନିଷ ମଧ୍ୟ ଖରାପ ହୁଏ ନାହିଁ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।