କହିବାକୁ ଗଲେ ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ୨୪ ଜୁଲାଇକୁ OTT ପ୍ଲାଟଫର୍ମ ‘ଡିଜ୍ନୀ ହଟଷ୍ଟାର’ ରେ ରିଲିଜ ହେବାକୁ ଯାଉଛି । କିନ୍ତୁ ଏହା ଦ୍ଵାରା ସୁଶାନ୍ତଙ୍କ ଫ୍ୟାନମାନେ ବହୁତ ରାଗି ଯାଇଛନ୍ତି । ଏହା ଛଡା ଯେଉଁମାନେ ବଲୀଉଡରେ ପକ୍ଷପାତର ବିରୋଧ କରୁଥିଲେ ସେମାନେ ବି ରାଗି ଯାଇଛନ୍ତି । ଏହା ପଛରେ ବହୁତ ବଡ କାରଣ ବି ଅଛି । ଏହି କ୍ରମରେ ଫ୍ୟାନମାନଙ୍କ ମନରେ ଏହି ପ୍ରଶ୍ନ ଆସୁଛି କି ଯେତେବେଳେ ଅକ୍ଷୟ କୁମାରଙ୍କ ‘ସୂର୍ୟବଂଶୀ’ ଓ ସଲମାନ ଖାନଙ୍କ ଫିଲ୍ମ ‘ରାଧେ’ ଅଧିକ ସମୟ ବିତି ଯାଇ ଥିବା ସତ୍ଵେ ବି ଏହି ଫିଲ୍ମ ଗୁଡିକ ଥିଏଟରରେ ରିଲିଜ ହେବା ପାଇଁ ଅପେକ୍ଷା କରୁଛନ୍ତି ।
ତେବେ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’କୁ ଏତେ ଜଲ୍ଦି କାହିଁକି OTT ପ୍ଲାଟଫର୍ମରେ ରିଲିଜ କରା ଯାଉଛି । କଣ ଏହା ପଛରେ କୌଣସି ବଡ ଷଡଯନ୍ତ୍ର ଲୁଚି ଅଛି । କହିବାକୁ ଗଲେ ଏହି କଥାରେ ସନ୍ଦେହ ନାହିଁ କି ଯେତେବେଳେ ବି ସୁଶାନ୍ତଙ୍କ ଫିଲ୍ମ ରିଲିଜ ହେବ ତେବେ ହଲ ସାମ୍ନାରେ ଲୋକମାନଙ୍କ ଭିଡ ଲାଗିଯିବ । ଏହା ସହିତ ସୁଶାନ୍ତ ଭଳି ଷ୍ଟାରମାନଙ୍କ ପାଇଁ ଏହା ଏକ ଶ୍ରଦ୍ଧାଞ୍ଜଳି ବି ହେବ ଯେଉଁଠି ତାଙ୍କର ଫ୍ୟାନମାନେ ଶେଷ ଥର ପାଇଁ ତାଙ୍କୁ ବଡ ପରଦାରେ ଦେଖି ନିଜ ତରଫରୁ ଶ୍ରଦ୍ଧାଞ୍ଜଳି ଦେବେ ।
କହିବାକୁ ଗଲେ କିଛି ଷ୍ଟାର ବୋଧେ ଏହି କଥାକୁ ନେଇ ଭୟଭୀତ ହୋଇ ଯାଇଛନ୍ତି । ବଲୀଉଡର ଗୋଟିଏ ଗ୍ରୁପକୁ ଏହି କଥାର ଭୟ ଅଛି କି ମୃତ୍ୟୁ ପରେ ସୁଶାନ୍ତ ନିଜର ଶେଷ ଫିଲ୍ମ ଦ୍ଵାରା ବକ୍ସ ଅଫିସର ସମସ୍ତ ରେକର୍ଡ ଭାଙ୍ଗି ପାରନ୍ତି ଓ ବଡ ବଡ ଷ୍ଟାରଙ୍କ ଫିଲ୍ମ ତାଙ୍କ ସାମ୍ନାରେ ଧୁଳିରେ ମିଶି ଯିବେ । କହିବାକୁ ଗଲେ ବଲୀଉଡରେ ଆସନ୍ତା ୪ – ୫ ମାସ ମଧ୍ୟରେ ଯେତିକି ବି ଫିଲ୍ମ ରିଲିଜ ହେବାର ଅଛି ତାହା ସବୁ ମସଲା ଫିଲ୍ମ ଅଟେ ।
କିନ୍ତୁ ସୁଶାନ୍ତଙ୍କ ଏହି ଫିଲ୍ମ ଏକ ଦୁଖ ଭରା କାହାଣୀ ଅଟେ । ଏହା ହଲିଉଡର ଏକ ଫିଲ୍ମର ରିମେକ ଅଟେ ଓ ଏହାର କାହାଣୀ ବି ଏମିତି ଅଟେ କି ଯାହାକୁ ଲୋକମାନେ ଦେଖିଲେ ତାଙ୍କ ଆଖିରେ ଲୁହ ଚାଲି ଆସିବ । କହିବାକୁ ଗଲେ ସୁଶାନ୍ତଙ୍କ ଫିଲ୍ମ OTTରେ ରିଲିଜ ହେବାର ଖବର ଶୁଣି ଲୋକମାନେ ଆନ୍ଦୋଳନ କରିବା ଆରମ୍ଭ କରି ଦେଇଛନ୍ତି ।
କିନ୍ତୁ ବର୍ତ୍ତମାନ ଦେଖିବାର ଅଛି କି ଫିଲ୍ମର ମେକର୍ସ ଲୋକମାନଙ୍କ ରାଗ ସାମ୍ନାରେ ନିଜର ନିଷ୍ପତି ବଦଳୁଛନ୍ତି ନା ନାହିଁ । ଏହା ସୁଶାନ୍ତଙ୍କ ଶେଷ ଶ୍ରଦ୍ଧାଞ୍ଜଳି ଅଟେ । ଏହା ସହିତ ଏହା ସେହି ଲୋକମାନଙ୍କ ଭଲ ପାଇବା ଅଟେ ଯେଉଁମାନଙ୍କ ଆଖିରୁ ବହୁ ଦିନ ହେବ କେବଳ ଲୁହ ବାହାରି ଥିଲା ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।