ପ୍ରସିଦ୍ଧ ହେବା ପୂର୍ବରୁ କିଛି ଏମିତି ଦେଖା ଯାଉଥିଲେ ଏହି ୭ ଜଣ କ୍ରିକେଟର, ନମ୍ବର ୨କୁ ତ ଦେଖିଲେ ବିଶ୍ଵାସ କରି ପାରିବେ ନାହିଁ

କହିବାକୁ ଗଲେ କ୍ରିକେଟରେ ଯଦି କୌଣସି ଖେଳାଳି ଅଧିକ ସମୟ ପର୍ଯ୍ୟନ୍ତ ଖେଳିଥାଏ ତେବେ ଲୋକମାନେ ତାକୁ ବହୁତ ପସନ୍ଦ କରିବାକୁ ଲାଗନ୍ତି ଓ ସେମାନଙ୍କ ଜୀବନର ପୁରୁଣା ଦିନର ତୁଳନା ବର୍ତ୍ତମାନ ଦିନ ସହ କରନ୍ତି । ଆଜି ଆମେ ଆପଣଙ୍କୁ ଭାରତୀୟ କ୍ରିକେଟ ସହ ଜଡିତ ସାତ ଜଣ ଫେମସ ଖେଳାଳିଙ୍କ ଫଟୋ ଦେଖାଇବାକୁ ଯାଉଛୁ । ଏହି ଫଟୋ ଗୁଡିକରେ ସେମାନେ ବର୍ତ୍ତମାନ ତୁଳନାରେ ବିଲକୁଲ ମେଳ ଖାଉ ନାହାଁନ୍ତି ।

୧. ହାର୍ଦିକ ପାଣ୍ଡ୍ୟା –

ହାର୍ଦିକ ପାଣ୍ଡ୍ୟା ଯିଏକି ଭାରତୀୟ କ୍ରିକେଟ ଟିମର ବହୁତ ଭଲ ଖେଳାଳି ହୋଇ ସାରିଛନ୍ତି । ୨୦୧୯ର ବିଶ୍ଵ କପରେ ସେ ବହୁତ ଭଲ ପ୍ରଦର୍ଶନ ବି କରୁଛନ୍ତି । କିନ୍ତୁ ଆପଣ ଏହି ଫଟୋକୁ ଦେଖି ବିଲକୁଲ ଅନ୍ଦାଜ ବି ଲଗାଇ ପାରିବେ ନହିଁ କି ଏହା ହାର୍ଦିକ ପାଣ୍ଡ୍ୟା ଅଟନ୍ତି ।

୨. ରୋହିତ ଶର୍ମା –

ବର୍ତ୍ତମାନ ସମୟରେ ଦୁନିଆର ସବୁଠୁ ଭଲ ଓପନର ଲିଷ୍ଟରେ ସାମିଲ ହୋଇସାରିଥିବା ଖେଳାଳି ରୋହିତ ଶର୍ମା ବି ବହୁତ ବଦଳି ଯାଇଛନ୍ତି ।

୩. ୟୁବରାଜ ସିଂହ –

୧୫ ବର୍ଷ ପର୍ଯ୍ୟନ୍ତ ଟିମର ଅଂଶ ରହି ସାରିଥିବା ୟୁବରାଜ ସିଂହ ଯିଏକି ୬ ଟି ବଲରେ ୬ ଟି ଛକା ଲଗାଇବାର ଏକ ଅଦ୍ଭୁତ ରେକର୍ଡ କରିଛନ୍ତି । ଦୁନିଆ ସାରା ପ୍ରସିଦ୍ଧ ହେବା ପୂର୍ବରୁ ୟୁବରାଜ କିଛି ଏମିତି ଦେଖା ଯାଉଥିଲେ ।

୪. ଶାହିଦ ଅଫରିଦି –

ବିଶ୍ଵର ସବୁଠୁ ଭଲ କ୍ରିକେଟର ଶାହିଦ ଅଫରିଦି ଯିଏକି ପାକିସ୍ତାନୀ ଟିମ ପାଇଁ ଏକ ଲମ୍ବା ସମୟ ପର୍ଯ୍ୟନ୍ତ କ୍ରିକେଟ ଖେଳିଛନ୍ତି । ଫେମସ ହେବା ପୂର୍ବରୁ ସେ କିଛି ଏହିଭଳି ଦେଖା ଯାଉଥିଲେ ।

୫. ଜହୀର ଖାନ –

ଭାରତୀୟ ଟିମର ଭଲ ବୋଲର ଅଟନ୍ତି ଜାହିର ଖାନ । ଫେମସ ହେବା ପୂର୍ବରୁ ସେ ବହୁତ ଅଲଗା ଦେଖା ଯାଉଥିଲେ ।

୬. ରବୀନ୍ଦ୍ର ଜଡେଜା –

ରବୀନ୍ଦ୍ର ଜଡେଜା ଯିଏ ଭାରତୀୟ ଟିମ ତରଫରୁ ଖେଳି କିଛି ବିଶ୍ଵ ରେକର୍ଡ ନିଜ ନାମରେ କରିଛନ୍ତି । କହିବାକୁ ଗଲେ ଏହା ଛଡା ଲୋକମାନେ ତାଙ୍କର ଫିଲଡିଙ୍ଗର ବି ଉଦାହରଣ ଦିଅନ୍ତି । ତାଙ୍କର ଏହି ଫଟୋ ଦେଖି ଆପଣ ଜାଣି ପାରିବେ କି ସେ କେତେ ବଦଳି ଯାଇଛନ୍ତି ।

୭. କ୍ରିସ ଗେଲ –

ଯେତେବେଳେ ବି ଏହି ଖେଳାଳି ପଡିଆରେ ଥାଏ ତେବେ ସାମ୍ନାରେ କେତେ ବି ବଡ ବୋଲର ଥାଉ ସେ ଏହି ଖେଳାଳି ପାଇଁ ବୋଲିଙ୍ଗ କରିବା ପାଇଁ କିଛି ଅଲଗା ହିଁ ଟେକନିକ ଆପଣାଇ ଥାଏ । କ୍ରିସ ଗେଲ ନିଜ କ୍ୟାରିୟରରେ ଗୋଟିଏ ରୁ ବଡି ଗୋଟିଏ ରେକର୍ଡ କରିଛନ୍ତି । ଫେମସ ହେବା ପୂର୍ବରୁ ସେ କିଛି ଏହିଭଳି ଦେଖା ଯାଉଥିଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।