ଷ୍ଟେସନ ରୁ ପାସ କଲା ପରେ ଟ୍ରେନକୁ କାହିଁକି ଦେଖାଇ ଥାନ୍ତି ନୀଳ ପତକା ?? ଜାଣିଲେ ଚମକି ପଡିବେ

ନିଉ ଦିଲ୍ଲୀ : ଭାରତୀୟ ରେଲୱେ ବିଷୟରେ ପୃଥିବୀ ସାରା ଚର୍ଚିତ ଅଛି । ଭାରରତରେ ସବୁ ଦିନ ରେଲୱେ ରେ କୋଟି କୋଟି ଲୋକମାନେ ଯିବା ଆସିବା କରଛନ୍ତି ଏବଂ ନିଜର ଉଚିତ ଜାଗାରେ ପହଞ୍ଚି ପାରୁଛନ୍ତି । ଟ୍ରେନ ରେ ଯିବା ଆସିବା କରିବାପାଇଁ ବହୁତ ଭଲ ଲାଗେ ଏବଂ ଏହା ଆରାମଦାୟକ ଅଟେ । କିନ୍ତୁ କଣ ଆପଣ କେବେ ଗୋଟିଏ ଜିନିଷ ଦେଖିଛନ୍ତି କି ଯେତେବେଳେ ଯେ କୌଣସି ଟ୍ରେନ ଷ୍ଟେସନ ରେ ଯାଏ ଶେଷରେ ଗୋଟିଏ ରେଲୱେ କର୍ମଚାରୀ ଥାଏ ଯିଏ କି ଟ୍ରେନ ଗଲା ପରେ ସବୁଜ ପତକା ଦେଖାଏ ।

ଏମିତି କେବେ କେବେ ହେଇଯାଏ ଯେ ମଝିରେ ଟ୍ରେନ ର କୌଣସି ଡବା ଖସି ଗଲା ଏବଂ ଇଞ୍ଜିନ ରୁ କିଛି ଡବା ଲାଗି ଥିବ କିନ୍ତୁ ସେ ଆଗକୁ ପଳେଇଯିବ ତେବେ ଏଥିପାଇଁ ଶେଷ ଡବା ରେ ଭୁଲର ଚିହ୍ନ ତିଆରି କରାଯାଇଥାଏ ।

ସେହିଠାରୁ ଟ୍ରେନ ଗଲା ପରେ ରେଲୱେ କର୍ମଚାରୀ ଶେଷରେ ସବୁଜ ପତକା ଏଥିପାଇଁ ଦେଖାନ୍ତି ଯେ ଟ୍ରେନ ଏହି ଷ୍ଟେସନରୁ ପୂରାପୂରି ବାହାରି ଗଲାଣି । ଏବଂ ସେଥିରେ ଶେଷ ଡବା ମଧ୍ୟ ଥିଲା । ତାହେଲେ ଆପଣ ଜାଣି ଯାଇଥିବେ ଟ୍ରେନ ର ଶେଷ ଡବା ରେ କାହିଁକି ଭୂଲର ଚିହ୍ନ କରା ଯାଇଥାଏ ଏବଂ ସବୁଜ ପତକା କାହିଁକି ଦେଖା ଯାଏ ।