ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ରେ ହେଲା ବଡ ପରିବର୍ତ୍ତନ । ରୋହିତ ସେନାରେ ସାମିଲ ହେଲେ ବସିଥିବା ଖେଳାଳି । କେବଳ ଅଷ୍ଟ୍ରେଲିୟା ପାଇଁ ଦଳରେ ହେଲେ ସାମିଲ । ହଁ ଦର୍ଶକ ବନ୍ଧୁ ଦଳରେ ହେଲା ପରିବର୍ତ୍ତନ ଫାଇନାଲ ମ୍ଯାଚ ପାଇଁ । କିଛି ଖେଳାଳୀ ବସିଲେ ଆଉ କିଛି ଦଳ ରେ ଏଣ୍ଟ୍ରି କରିଲେ । ଆଉ ଏବେ କରିବେ କମାଲ ଭାରତୀୟ ଟିମ । ସବୁବେଳେ ଅଷ୍ଟ୍ରେଲିୟା ପାଇଁ ବିପଦ ସାଜିଥିବା ଖେଳାଳୀ ବିଶ୍ଵକପ ଫାଇନାଲ ରେ ଖେଳିବାକୁ ଯାଉଛନ୍ତି ।
ଯାହା ଏବେ ଅଷ୍ଟ୍ରେଲିୟା ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ସେହି ଖେଳାଳି ଜଣକ ହେଉଛନ୍ତି ରବି ଚନ୍ଦନ ଅଶ୍ଵିନୀ । ଯିଏ ଏବେ ଖେଳି ପାରନ୍ତି ବିଶ୍ଵକପ ଫାଇନାଲ ମ୍ୟାଚ । ଆଉ ତାଙ୍କୁ ନେଇ ଏବେ ଚିନ୍ତାରେ ପଡିଛି ଅଷ୍ଟ୍ରେଲିୟା ଦଳ । ଜୋରଦାର ମ୍ଯାଚ ହେବ ଫାଇନାଲ ମୁକାବିଲା । କାରଣ ଯେଉଁ ଦୁଇ ଦଳ ଫାଇନାଲ କୁ ନେଇ ପୁରା ଫର୍ମ ରେ ରହିଛନ୍ତି ସେମାନେ କେହି କାହା ଠାରୁ କମ ନୁହନ୍ତି ।
ତେବେ ଏହାରି ମଧ୍ୟରେ ଭାରତୀୟ ଦଳ ପ୍ଲେଇଙ୍ଗ-11 ରେ କରିପାରେ ବଡ ଧରଣର ପରିବର୍ତ୍ତନ । ଦଳର ଅଧିନାୟକ ରୋହିତ ଶର୍ମା ପ୍ଲେଇଙ୍ଗ-11 ରେ ସୂର୍ଯ୍ୟ କୁମାର ଯାଦବ ଙ୍କୁ ବସାଇ ଅଶ୍ଵିନୀ ଙ୍କୁ ଆଣି ପାରନ୍ତି । ଅନେକ ରେକର୍ଡ କହୁଛି ଅନେକ ସମୟରେ ଅଷ୍ଟ୍ରେଲିୟା ପାଇଁ ବାଧକ ସାଜିଛନ୍ତି ଅଶ୍ଵିନୀ । ଅଷ୍ଟ୍ରେଲିୟା ଖେଳାଳି ମାନଙ୍କୁ ତାଙ୍କ ସ୍ପିନ ରେ ଫସାଇଛନ୍ତି ଅଶ୍ଵନୀ ।
ୱିକେଟ ଯାଉଥିବା ସମୟରେ ଅଶ୍ଵିନୀ ପାଲଟିଛନ୍ତି ୱିକେଟ କିପର । ତେବେ ଅଶ୍ଵିନୀ ଭାରତୀୟ ଦଳ ଲକି କାର୍ଡ ସାବ୍ଯସ୍ତ ହୋଇ ପାରନ୍ତି । ଯାହାକୁ ନେଇ ଏବେ ଚିନ୍ତ ଘାରିଲାଣି ଅଷ୍ଟ୍ରେଲିୟା ଖେଳାଳି ଙ୍କୁ । ଅଷ୍ଟ୍ରେଲିୟା ଖେଳାଳୀ ଜାଣିଛନ୍ତି ଅଶ୍ଵନୀ ଙ୍କୁ ନେଇ ଖେଳିବା ସହଜ ନୁହେଁ । ଅଷ୍ଟ୍ରେଲିୟା ଖେଳାଳୀ ମାନେ ସବୁବେଳେ ଫେଲ ମାରନ୍ତି ଅଶ୍ଵିନୀ ଆଗରେ । ଅଶ୍ଵିନୀ ଙ୍କର ରହିଛି ବହୁତ ଅଭିଜ୍ଞାତା ।
ଫାଇନାଲ ମ୍ଯାଚରେ ଦଳ ଅଶ୍ଵିନୀ ଙ୍କୁ ବାଦ ରଖିବାକୁ ଚାହିଁବ ନାହିଁ । ପୂର୍ବରୁ ମ୍ୟାଚ ରେ ଯେବେ ନିୟୁଜଲ୍ୟାଣ୍ଡ ର ୱିକେଟ ଯାଉ ନ ଥିଲା ସେତେବେଳେ ମଧ୍ୟ ମଝିରେ ଆସି ରୋହିତ ଙ୍କୁ ମନ୍ତ୍ର ଦେଇଥିଲେ ଅଶ୍ଵିନୀ । ଯାହା ପରେ ସାମୀ ମଇଦାନ କୁ ଆସି ୱିକେଟ ନେଇଥିଲେ । ଅହମଦାବାଦ ରେ ଆଜି ଖେଳାଯିବ ଫାଇନାଲ ମୁକାବିଲା । ଏବେ ଦୁଇ ଦଳ ପୁରା ଫର୍ମ ରେ ରହିଛନ୍ତି । ଭାରତ ତାର ତୃତୀୟ ବିଶ୍ଵକପ ହାତେଇବା ପାଇଁ କରିବ ଜୋରଦାର ପ୍ରୟାସ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।