Exclusive: ଡ଼ରିକି ସବୁ ସତ କହିଦେଲା ନିରଜ, କହିଲା 14 ଜୁନର ସେହି 1 ଘଣ୍ଟା, ଆକାଉଣ୍ଟ ପଛରେ ଥିବା ପୁରା ଘଟଣା ମଧ୍ୟ ଆସିଲା ସାମନ୍ନାକୁ

ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । CBI ର ୫ ଟି ଟିମ ବହୁତ ଶୀଘ୍ର ଆଗକୁ ବଢ଼ିଚାଲିଛି ଏବଂ ପ୍ରମାଣ ସାମ୍ନାକୁ ଆଣିଛି । ସୁଶାନ୍ତ ଙ୍କ ଚାକର ନିରଜ ଙ୍କୁ ଲଗାତାର ୫ ଦିନରୁ CBI ପଚରା ଉଚୁରା କରିଛି । ଏବଂ ବଡ଼ କଥା ଏହା କି ଚାକର ନିରଜ ଏବଂ ସିଦ୍ଧାର୍ଥ ପିଠାନି ଙ୍କ ବୟାନ ମିଶୁନାହିଁ ।

କିନ୍ତୁ CBI ର କଡ଼ା ଯାଞ୍ଚ୍ ଦ୍ଵାରା ଚାକର ନିରଜ ଭାଙ୍ଗିପଡିଥିଲେ ଏବଂ ଆଊ ମିଛ କହିପାରିବିନି ବୋଲି କହି ୧୪ ଜୁନ ରେ ଘଟିଥିବା ସବୁ କଥା କହିଦେଇଛନ୍ତି । ନିରଜ ଦୀପେଷ ଏବଂ ପିଠାନୀ ଙ୍କ ସବୁ ରାଜ ଖୋଲିଦେଇଛନ୍ତୁ । କହିଛନ୍ତି ୧୪ ଜୁନ ରେ ୧ ଘଣ୍ଟାରେ କଣ ହୋଇଥିଲା । ୧୪ ଜୁନ ସହିତ ୧୩ ଜୁନ ର ରହସ୍ୟ ବି ଖୋଲିଦେଲେ ନିରଜ । ତେବେ ଚାଲନ୍ତୁ ଜାଣିବା କଣ କହିଲା ନୀରଜ CBI ସାମ୍ନାରେ ।

ସୁଶାନ୍ତ ଙ୍କ ଫ୍ଲାଟ୍ ରେ ରହୁଥିବା ଚାକର ନୀରଜ, ସିଦ୍ଧାର୍ଥ ପିଠାନି, ଦିପେଶ ଏବଂ କୁକ କେଶବ କୁ CBI ମୁମ୍ବାଇ ରେ ପହଞ୍ଚିବା ପରେ ଲଗାତାର ତଦନ୍ତ କରିଥିଲା । ଏବଂ ପ୍ରତିଦିନ ନୂଆ ଖୁଲାସା ମଧ୍ୟ କରିଛି । CBI ର ଜୋରଦାର କଦନ୍ତ କରିବା ଦ୍ୱାରା ନୀରଜ ଡରିଯାଇଥିଲେ ଏବଂ ସବୁ ରହସ୍ୟ ର ପର୍ଦାଫାସ କରିଥିଲେ ।

ନିରଜ କହିଛିି କି ତ ନା ରେ ମହେନ୍ଦ୍ର କୋଟକ ବ୍ୟାଙ୍କ ରେ ଆକାଉଣ୍ଟ୍ ଖୋଲାଯାଇଥିଲା ଯାହାକୁ ରିୟା ଏବଂ ଦୀପେଷ ହାଣ୍ତଲ କରୁଥିଲେ । ଏହି ଆକାଉଣ୍ଟ୍ ରେ ସୁଶାନ୍ତ ସିଂ ରାଜପୁତ ଙ୍କ ପଇସା ରହୁଥିଲା କିନ୍ତୁ ରିୟା ଏବଂ ଦିପେଷ ଏହି ପଇସା କୁ ଖର୍ଚ୍ଚ କରୁଥିଲେ । ନିରଜ କହିଛିି କି ସିଦ୍ଧାର୍ଥ ପିଠାନି ମଧ୍ୟ ରିୟା ଏବଂ ଦିପେଷ ସହିତ ମିଶିଥିଲା ।

CBI ନିରଜ କୁ କହିଲା ଭଲସେ ମନେ ପକାଇ କୁହ କି ୧୪ ଜୁନ ରେ କଣ ହେଇଥିଲା, ନିରଜ୍ ଯାହା କହିଲେ ଶୁଣିଲେ ଆଶ୍ଚର୍ୟ୍ଯ ହୋଇଯିବେ । ନିରଜ କହିଲା କି କୁକ କେଶବ ସୁଶାନ୍ତ ଙ୍କୁ ଜୁସ ଏବଂ ନଡ଼ିଆ ପାଣି ଦେଇଥିଲା । ତାପରେ କେଶବ ଆଊ ନିରଜ ଦୁଇଜଣ ତଳ ଫ୍ଲୋର ରେ ଥିଲେ ଏବଂ ସେ ଦୁଇଜଣ ଜଳଖିଆ ଖାଇଥିଲେ, ରୋଷାଇଘର ସଫା କରିଥିଲେ ଯାହା ପ୍ରାୟ ୧ ଘଣ୍ଟା ଲାଗିଥିଲା ।

ଏହି ୧ ଘଣ୍ଟା ସିଦ୍ଧାର୍ଥ ପିଠାନି ଏବଂ ଦିପେଷ ସାୱନ୍ତ୍ ସୁଶାନ୍ତ ଙ୍କ ରୁମ ବାହାରେ ହିଁ ଥିଲେ । ନିରଜ କହିଛିି ସେ ୧ ଘଣ୍ଟାରେ ଦିପେଷ୍ ଏବଂ ପିଠାନି କଣ କଲେ ତାକୁ ଜଣା ନାହିଁ । ନିରଜ ଙ୍କ ହିସାବରେ ସେହି ୧ ଘଣ୍ଟାରେ ଦିପେସ ଏବଂ ପିଠାନୀ ସୁଶାନ୍ତ ଙ୍କ ସହିତ ନିଶ୍ଚୟ କିଛି କରିଛନ୍ତି । ପିଠାନୀ କହିଛନ୍ତି କି ସେ ତଳ ଫ୍ଲୋର ରେ ଥିଲେ କିନ୍ତୁ ଚାକର ନିରଜ କହିଛନ୍ତି କି ସେ ଉପରେ ଥିଲେ ସୁଶାନ୍ତ ଙ୍କ ରୁମ ବାହାରେ ।

ନୀରଜ କହିଛନ୍ତି ସୁଶାନ୍ତ ଙ୍କୁ ହତ୍ୟା କରାଯାଇଛି ଏବଂ ସେହି ୧ ଘଣ୍ଟାରେ ନିଶ୍ଚିନ୍ତ ଭାବରେ ଦୀପେଷ ଏବଂ ପୀଠାନି କିଛି ଗଡବଡ଼ କରିଛନ୍ତି । CBI ଏହାର ଯାଞ୍ଚ୍ ରେ ଲାଗିପଡିଛି ଏବଂ କହିଛିି ଖୁବ ଶୀଘ୍ର ଆସାମୀ ଗିରଫ ହେବ ଏବଂ ସୁଶାନ୍ତ ଙ୍କୁ ନ୍ୟାୟ ମିଳିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।