ଏପଟେ ସାମ୍ବାଦିକ ଙ୍କୁ ଚାପୁଡା ମାରିଲେ, ଅନ୍ୟ ପଟେ ମନୋଜ ମିଶ୍ରଙ୍କୁ କିଛି ଏମିତି କହିଲେ ଟୁଟୁ ନାୟକ ।

ଓଲିଉଡ ଇଣ୍ଡଷ୍ଟ୍ରି ର କଳିରେ ନିଆଁ ଢାଳିଥିଲେ ଟୁଟୁ ନାୟକ । ଟୁଟୁ ନାୟକ ହିଁ ସବୁ କିଛି କରିଥିଲେ । ଏମିତି କି ଅଭିନେତା ମନୋଜ ମିଶ୍ର ଏବେ ଏକ ଅଡିଓ କଲ ଭାଇରାଲ କରି ଦେଇଛନ୍ତି ସୋସିଆଲ ମିଡିଆରେ । ଯେଉଁଥି ରେ ଟୁଟୁ ନାୟକ ଓ ମନୋଜ ମିଶ୍ର ଉଭୟ କଥା ହେଉଛନ୍ତି । ଆଉ ଟୁଟୁ ନାୟକ ସିଧା ସଳଖ କହୁଛନ୍ତି ମୋର ଦୁଇଟି ବାଘ ଏହି ମାମଲାରେ ବିବାଦ ସୃଷ୍ଟି କରିଛନ୍ତି ।

ଦୁଇଟି ବାଘ ଆଉ କେହି ନୁହନ୍ତି ସେମାନେ ହେଉଛନ୍ତି ସୁପର ଷ୍ଟାର ଅନୁଭବ ମହାନ୍ତି ଓ ଅନ୍ୟ ଜଣେ ଅରିନ୍ଦମ ରାୟ । ଏ ଦୁଇ ଜଣଙ୍କୁ ବହୁତ ଭଲ ପାଉଥିଲେ ଟୁଟୁ ନାୟକ । ଅନ୍ୟ ପଟେ ମନୋଜ ମିଶ୍ର ଙ୍କୁ ଟୁଟୁ ନାୟକ କହିଛନ୍ତି ଏ ଦୁଇଆ ଜଣ କୁଆଡେ ନିଆଁ ରେ ଘିଅ ଢାଳିଛି । କଳିକୁ ଆଗକୁ ବାଧା ଦେଇଛନ୍ତି ଏହି ଦୁଇ ସୁପର ଷ୍ଟାର । ଅନ୍ୟ ପଟେ ଜଣେ ମହିଳା ସମ୍ବାଦିକା ଟୁଟୁ ନାୟକ ଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ଥାନାରେ ।

ସେପଟେ ମନୋଜ ମିଶ୍ର ଗୋଟେ ଅଡିଓ ଭାଇରାଲ କରିଛନ୍ତି ଟୁଟୁ ନାୟକଙ୍କର । ଏହି ଅଡିଓ କଲ ରେ ଟୁଟୁ ନାୟକ ଓ ମନୋଜ ମିଶ୍ରଙ୍କର ବାର୍ତ୍ତାଳାପ ହେଉଛି । ଯେଉଁଥି ରେ ଟୁଟୁ ନାୟକ କହୁଛନ୍ତି ସେ ବ୍ୟାନ ବାବଦରେ । ମୋତେ ଲାଗୁଛି ଅନୁଭବ ଓ ଅରିନ୍ଦମ ମିଶି ଏ ନିଆଁ ରେ ଘିଅ ଢାଳିଛି । ଓଲିଉଡ ର ଏହି କଳିକୁ ଆଗକୁ ବଢାଇଛନ୍ତି । ତେବେ ଟୁଟୁ ନାୟକଙ୍କର ଏହି କଥା କେତେ ଦୂର ସତ କି ଟୁଟୁ ନାୟକ ଏହି ମାମଲାରେ ବିବାଦ ବଢାଇବାକୁ ନିଜେ ନିଆଁ ରେ ଘିଅ ଢାଳୁଛି ତାହା ଜଣା ପଡୁ ନାହିଁ ।

ଯେବେ ମନୋଜ ମିଶ୍ର ଏ ବାଦ ବିବାଦରେ ନିଜେ ଯେବେ ଅଧିକ କନଫିୟୁଜ ହୋଇଗଲେ ଯେବେ ନିଜକୁ ନିଜେ ଏକା ପାଇଲେ ଆଉ ସହି ପାରିଲେ ନାହିଁ । ଯାହା ସହ ମନୋଜ ମିଶ୍ର କଥା ହୋଇଥିଲେ ଆଉ ଯେଉଁ ଅଡିଓ କଲ ଥିଲା ସବୁ ଭାଇରାଲ ପକାଇଛନ୍ତି । ଆଉ ଏହା ମଧ୍ୟରେ ଟୁଟୁ ନାୟକ ଙ୍କ ସହ ମନୋଜ ଙ୍କର ଅଡିଓ କଲ ଏବେ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ଯିଏ ଅନୁଭବ ଓ ଅରିନ୍ଦମଙ୍କୁ ମୋର ଦୁଇଟି ବାଘ ଦୁଇଟି ହିରୋ କହୁଥିଲେ ଆଜି ସେମାନଙ୍କ ବିରୁଦ୍ଧରେ ଟୁଟୁ ନାୟୟକ ଏମିତି କହିଛନ୍ତି କି ଏମାନେ ଦୁହେଁ ନିଆଁ ରେ ଘିଅ ଢାଳୁଛନ୍ତି । କହି ରଖୁଚୁ ଆଜି ସାମ୍ବାଦିକା ମହିଳା ଜଣକ ଅଭିଯୋଗ ଆଣିଛନ୍ତି ଟୁଟୁ ନାୟକ ତାଙ୍କୁ ଚାପୁଡା ମାରିଛନ୍ତି । ଆଉ ସେପଟେ ଏହି ଅଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ଏବେ ପୁଣି ଥରେ ବିବାଦ ଆରମ୍ଭ ହୋଇ ଯାଇଛି । ଆଉ ଏ ସବୁକୁ ନେଇ ଟୁଟୁ ନାୟକ କଣ ପ୍ରତିକ୍ରିୟା ରଖୁଛନ୍ତି ତାହା ଦେଖିବା ବାକି ରହିଲା । ବନ୍ଧୁଗଣ ଆପଣ ମାନେ ଆଗକୁ ଏଭଳି ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।