ଗୋଟେ ଏମିତି ସଧବା ସ୍ତ୍ରୀ ଯାହାକୁ ସରକାର ଦେଉଛନ୍ତି ବିଧବା ପେନ୍ସନ, କାରଣ ଜାଣିଲେ ଆପଣ ବି କହିବେ ବାଃ

ମହିଳା ପାଇଁ ବିବାହିତ ହେବା ବହୁତ ମହତ୍ଵ ରଖିଥାଏ । ଦେଶରେ ଏମିତି କେତେ ପୂଜା ପର୍ବ କରାଯାଏ ଯେଉଁ ଥିରେ ସ୍ଵାମୀ ର ଲମ୍ବା ଆୟୁ ପାଇଁ । ମହିଳା ମାନେ ନିର୍ଜଳା ବ୍ରତ ମଧ୍ୟ ରଖନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ଆପଣଙ୍କ ସ୍ଵାମୀ ଜୀବିତ ଥିବା ଅବସ୍ଥାରେ ଆପଣଙ୍କୁ ବିଧବା ଘୋଷିତ କରାଯିବା । ଆସନ୍ତୁ ଆପଣଙ୍କୁ ଏମିତି ଏକ କଥା କହିବୁ ଯେଉଁଥିରେ ଏକ ମହିଳା ସଧବା ଥିବା ଅବସ୍ଥାରେ ତାହାକୁ ବିଧବା ଭର୍ତା ମିଳୁଛି ।

ଆମେ ଜାଣିଛୁ କି ଭାରତ ସରକାରଙ୍କ କାମ କୁ କରିବା ପାଇଁ ବହୁତ ଲମ୍ବା ସମୟ ଲାଗେ ଏବଂ ତାହା ପରେ ବହୁତ କଷ୍ଟରେ ସରକାରୀ ଯୋଜନା ଗୁଡିକର ଲାଭ ମିଳିଥାଏ । କିନ୍ତୁ ସେତେବେଳେ କଣ ହୁଏ ଯେତେବେଳେ ଆପଣଙ୍କୁ ବିନା କଷ୍ଟରେ ସରକାରୀ ଯୋଜନା ଗୁଡିକର ଲାଭ ମିଳିଯାଏ ।

ଚାଲନ୍ତୁ ଜାଣିବା ପୁରା ମାମଲାଟି କଣ ?

ଏହି ମାମଲା ସୀତାପୁର ର ବଟ୍ସ ଗଂଜ ର ଅଟେ ଯେଉଁଠି ଗୋଟିଏ ମହିଳା (ପ୍ରିୟଙ୍କା) ର ବାହାଘର ଆଠ ମାସ ହେଲା ହୋଇଛି । ତାହାର ସ୍ଵାମୀ ସନ୍ଦୀପ କୁମାର ମହମୂଦାବାଦ ବ୍ଲକ ରେ ସଫାଇ କାମ କରନ୍ତି । ବାହାଘରର ଆଠ ମାସ ପରେ ଗୋଟେ ଦିନ ପ୍ରିୟଙ୍କାକୁ ମୋବାଇଲ ରେ ମ୍ଯସେଜ ଆସିଲ କି ତାଙ୍କ ବ୍ୟାଙ୍କ ଖାତାରେ ୩୦୦୦ ଟଙ୍କା ଆସିଛି । ସେ ଯେତେବେଳେ ବ୍ୟାଙ୍କ ରେ ପଚାରିଲେ ତାଙ୍କୁ ବ୍ୟାଙ୍କ କର୍ମଚାରିମାନେ କହିଲେ ତାହା ବିଧବା ଭର୍ତା ଅଟେ ।

ଏହି କଥା ଜଣାପଡିଲା ପରେ ସନ୍ଦୀପ ସିଧା ପ୍ରୋବେଶନ ବିଭାଗ ରେ ଜଣାଇଲା । କିନ୍ତୁ କିଛି କାର୍ଯ୍ୟକାରୀ ନହେବାରୁ ସନ୍ଦୀପ ମୁଖମନ୍ତ୍ରୀ ଆଇଜୀଆରଏସ ଠୁ ନେଇ ଡିଏମ ପର୍ଯ୍ଯନ୍ତ ଏହି ସମସ୍ୟା ବିଷୟରେ କହିଲେ ତାହା ପରେ ଡିଏମ ପୁରା ମାମଲାର ଯାଞ୍ଚ କରିବା ପାଇଁ ଆଦେଶ ଦେଲେ ।

ଏହି ମାମଲା ସାମ୍ନାକୁ ଆସିବାପରେ ସେମିତି ୨୨ ଜଣ ବିବାହିତା ଙ୍କୁ ବିଧବା ଭର୍ତା ଦିଆଯାଉଛି । ସରକାରୀ କର୍ମଚାରୀଙ୍କ ଏହି କାମ ଉପରେ ଆପଣଙ୍କୁ ମଧ୍ୟ ରାଗ ଆସିବ । ଏହାକୁ କାର୍ଯ୍ୟକାରୀ ଦେଉଥିବା ଦଲାଲ ମାନେ ସନ୍ଦିପ ମାରିବା ପାଇଁ ମଧ୍ୟ ଧମକ ଦେଇଛନ୍ତି ।