Vastu Tips- ଏମିତି ରୁଟି ଭୁଲରେ ବି ଖାଇବେନି, ପୁରା ଘର ପରିବାର ହେଇଯାଏ ବର୍ବାଦ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ରୋଟି ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ । ମହିଳା ମାନେ ଘର କାମ ଖୁବ ଭଲ ଭାବେ କରିଥାନ୍ତି । ଯେଉଁ ମାନେ କାର୍ଯ୍ୟରତ ମହିଳା ସେମାନେ ଅଟା ଚକଡିବା ଠାରୁ ଆରମ୍ଭ କରି ପରିବା କାଟିବା ଯାଏଁ ଆଗାରୁ ରେଡି କରି ରଖିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁସରେ ଏମିତି କିଛି ଖାସ କଥା କୁହା ଯାଇଛି ଯାହା ଦ୍ଵାରା ଅଟା ଅଧିକ ଚକଡିକି ରଖିଲେ ଜୀବନରେ ଅଟକି ରହିଥିବା କାମ ସେମିତି ପଡି ରହିଥିବ । ଶାସ୍ତ୍ର ଅନୁସାରେ ଅଟା ସେତିକି ଚକଡିବା ଉଚିତ ଯେତିକି ଆବଶ୍ୟକତା ରହିଛି ।

ପୂର୍ବରୁ ଅଧିକ ସମୟ ଅଟା ଚକଡି ରଖିଲେ ରୋଗ ହେବାର କାରଣ ସୃଷ୍ଟି ହୋଇଥାଏ । କିଛି ମହିଳା ଅଟା ଚକଡିବା ସମୟରେ ଅଧିକ କରିଥାନ୍ତି ଯାହାକୁ ସେମାନେ ଷ୍ଟୋର କରି ରଖିଥାନ୍ତି ଯାହା ଅଶୁଭ ମାନାଯାଏ । ଏହାକୁ ପିଣ୍ଡ ସମାନ ମାନାଯାଏ । ଅଟା ଚକଡିବା ସମୟରେ ହାତର ମୁଠା ଚିହ୍ନ ରହିଥାଏ । ଏହା ଦ୍ଵାରା ନାକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । ଘରେ ଅଟା ଚକଡିକି ରଖିଲେ କଳହ ସୃଷ୍ଟି ହେବା ସହ ଅନେକ ସମସ୍ଯା ଉତପନ ହୋଇଥାଏ । ଅଧିକ ସମୟ ଧରି ଅଟା ଚକଡିକି ରଖି ରୋଟି କରିଲେ ସ୍ୱାସ୍ଥ୍ୟ ଉପରେ ଖାରପ ପ୍ରଭାବ ପଡିଥାଏ ।

ତେଣୁ ଏସବୁରୁ ବଞ୍ଚିବା ଉଚିତ । ଏହା ସହ ମାନସୀକ ଓ ଶାରୀରିକ ସ୍ତରରେ ପ୍ରଭାବ ପଡିଥାଏ । ବଞ୍ଚି ଯାଇଥିବା ଅଟାରେ ରୋଟି କରିବା ସହ ନିଜ ହାତ ମୁଠାର ଚିହ୍ନ ଦେଇ ଷ୍ଟୋର କରି ରଖିପାରିବେ । ଅଟା ଚକଡିବା ସମୟରେ କିଛି କ୍ଷୀର ପକାଇଲେ ଭଲ ହୋଇଥାଏ । ଏହା ସହ ବେଲଣା ପଟା ଓ କାଠି କେବେ ବି ଠିଆ କରି ରଖିବା ଅନୁଚିତ । ଏହାକୁ ସଫା ସୁତୁରା ରଖିବା ଉଚିତ । ଅପରିଷ୍କାର ହୋଇଥିବା ତାୱା ବ୍ୟବହାର କରନ୍ତୁ ନାହି । ଅଟା ଚକଡିବା ସମୟରେ ତୁଳସୀ ପତ୍ର ପକାଇ ରଖିପାରିବେ ।

ପ୍ରଥମ ରୋଟି ଗାଈ ଓ ଶେଷ ରୋଟି କୁକୁର ପାଇଁ ବାହାର କରିବା ଉଚିତ । ଯଦି ଗାଈ ବା କୁକରୁ କୁ ରୋଟି ଦେବା ସମ୍ଭବ ନୁହେଁ ତେବେ ଛୋଟ ଛୋଟ ରୋଟି କରି ଏହାକୁ ପିମ୍ପୁଡି ବା ଜନ୍ଦା ଙ୍କୁ ଖାଇବାକୁ ଦେଲେ ଧନ ସଞ୍ଚୟ ହୋଇ ପାରିବ । ଆପଣଙ୍କର ଯେଉଁ ପିରଟୁ ଦୋଷ ବା ଅନ୍ୟ କୌଣସି ଦୋଷ ରହିଥିବ ତାହା ଦୂର ହେବ । ତେବେ ଅଧିକ ସମୟ ଧରି ଅଟା ଚକଡା ରଖିଲେ ଏହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇବା ସହ ଘରେ ଓ ଜୀବନରେ ନାକାରାତ୍ମକ ପ୍ରଭାବ ପକାଇଥାଏ ।

ତେଣୁ ସମୟ ଅନୁସାରେ ଯେତିକି ପରିମାଣର ଆବଶ୍ୟକ ସେତିକି ଅଟା ଚକଡିବା ଉଚିତ । ଏହା ସହ କ୍ଷୀର ପକାଇ ଅଟା ଚକଡିଲେ ରୋଟି ଭଲ ଫୁଲିବା ସହ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ଏହାର ଟେଷ୍ଟ ମଧ୍ୟ କିଛି ଅଲଗା ରହିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।