Vastu Shastra- ଏମିତି ମଙ୍ଗଳସୂତ୍ର କେବେ ବି ପିନ୍ଧାନ୍ତୁ ନାହିଁ, ସ୍ବାମୀଙ୍କ ଉପରକୁ ଆସିଥାଏ ବିପଦ, ଘରକୁ ଆସିଥାଏ ଦରିଦ୍ରତା

ବିବାହ ପରେ ସବୁକିଛି ବଦଳି ଯାଇଥାଏ ଏକ ଝିଅ ପାଇଁ ଓ ଏକ ପୁଅ ପାଇଁ ବି । ଏହି ବନ୍ଧନରେ ବାନ୍ଧିହେବା ପରେ ଉଭୟଙ୍କର ଏକ ଏଭଳି ଜାଗା ସୃଷ୍ଟି ହୁଏ ପରସ୍ପରଙ୍କ ଜୀବନରେ ଜେଭଳି ସେମାନେ ଆଗରୁ ଏକ ଅଲଗା ଦୁନିଆରେ ଥିଲେ ଅଭି ଅନ୍ୟ ଏକ ଅଲଗା ଦୁନିଆରେ ଅଛନ୍ତି ।

ଏବେ ଆମେ ଆପାଣଙ୍କୁ କହି ରଖୁଚୁ କି  ଏହି ଦୁଇ ଜଣ ମଣିଷ ଭିତରେ ଯୋଗ ସୂତ୍ର କରାଉଥାଏ ମଙ୍ଗଲ ସୂତ୍ର । ଏହା ଅଧା କଳା ଓ ଅଧା ହଳଦିଆ ହୋଇ ଥାଏ । ଏଭଳି ହେବାର କାରଣ ହେଉଛି ଏଥିରେ ଉଭୟ ଭଗବାନ ଶିବ ଓ ମା ପାର୍ବତୀ ବାସ କରନ୍ତି ।  ତେଣୁ ଏଭଳି କିଛି ମାନ୍ୟତା ଅଛି କି ଆମେ ଏହାକୁ ସ୍ବାମୀର ଏକ ସନ୍ତକ ବୋଲି କୁହାଯାଏ ।

ଏହା ଏଭଳି ଏକ ବନ୍ଧନ ଆରମ୍ଭ କରିଥାଏ ଜେଭଳି ପ୍ରତେକ ମଣିଷ ତାର ମୁହଁକୁ ଆଇନାରେ ବାର ବାର ଦେଖୁଥାଏ ଓ ସେଥିରେ ତାକୁ ନିଜର ପ୍ରତିବିମ୍ବ ଦେଖା ଯାଏ । ସେହିଭଳି ଆମେ ମଙ୍ଗଳସୂତ୍ରକୁ ଦେଖି ସ୍ଵାମୀ ଓ ସ୍ତ୍ରୀ ର ସମ୍ପର୍କ କୁ ଜାଣି ଥାଉ । ଏଥିରେ ଥିବା କଳା ମାଳୀ ହେଉଛନ୍ତି ଭଗବାନ ଶିବ ଓ ହଳଦିଆ ମାଳୀ ହେଉଛନ୍ତି ମା ପାର୍ବତୀ ତେଣୁ କରି ଯଦି ଆପଣ ଏହାକୁ କେବେବି ରାଗିକି ଛିଣ୍ଡାଇ ଦେବେ ଏହା ସମ୍ପର୍କ ସେସ ହେବାର ଲକ୍ଷଣ ବୋଲି ଜାଣି ନିଅନ୍ତୁ ।

ମଙ୍ଗଲ ସୂତ୍ର ପିନ୍ଧିବା ଦ୍ଵାରା ଭଗବାନ ଶିବ ଉଭୟଙ୍କର ଜୀବନ ରକ୍ଷା କରନ୍ତି ଓ ମା ପାର୍ବତୀ ସେମାନଙ୍କ ସମ୍ପର୍କ ବଞ୍ଚାଇ ଥାନ୍ତି । ଏହାକୁ ପୀନ୍ଧିବା ଦ୍ଵାରା ନକରାତ୍ମକ ଶକ୍ତି ଗୁଡିକ ଆମ ପାଖରୁ ଦୂରେଇ ଯାଇ ଥାଏ । ଏହାକୁ ବିବାହ ସମୟରେ ପିନ୍ଧେଇବାର ଆର୍ଥ ହେଉଛି କି ଯଦି ଆପଣଙ୍କ ସମ୍ପର୍କ କିମ୍ବା ଆପଣଙ୍କ ଉପରେ କାହାର ଖରାପ କିମ୍ବା କୁ ଦ୍ରୁଷ୍ଟି ଥିବା ତାହେଲେ ଆପଣ ଏହାକୁ ଧାରଣ କରୁ କରୁ ଏହା ଦୂରେଇ ଜୀବ ।

ଏହାକୁ ଜଣେ ନାରୀ  ସେତେବେଳେ ନିଜ ଅଙ୍ଗରୁ ବାହାର କରିଥାଏ ଯେତେବେଳେ ସେ ନିଜ ସ୍ଵାମୀ କୁ ହରାଇ ଥାଏ କିମ୍ବା ଦୁହିଁଙ୍କ ଭିତରେ କିଛି ବି ସମ୍ପର୍କ ନଥାଏ । ଏବେ ଆସନ୍ତୁ ଜାଣିବା ଏହାକୁ କାହା ଠାରୁ ନେବା ମନା । ଆପଣ ଯଦି ବିଧବା କିମ୍ବା ଅନ୍ୟ କାହାର ମଙ୍ଗଳ ସୂତ୍ର ପିନ୍ଧିବେ ଏହା ଆପଣଙ୍କର ସ୍ବାମୀଙ୍କର ଅନିଷ୍ଟ ହେବ । ମଙ୍ଗଲ ସୂତ୍ର ଦ୍ଵାରା ସ୍ବାମୀର ଆୟୁଷ ବଢି ଥାଏ ।

ଯଦି ଆପଣ ଅନ୍ୟ କାହାର ମଙ୍ଗଲ ସୂତ୍ର ପିନ୍ଧିବେ ତେବେ ତାହା ସେମାନଙ୍କ ପାଇଁ ଶୁଭ କିନ୍ତୁ ଆପଣଙ୍କ ପାଇଁ ଅଶୁଭ ଅଟେ ତେବେ ଆପଣ ଏହାକୁ ନ ପିନ୍ଧି ନିଜ ପାଇଁ ଏକ ମଙ୍ଗଲ ସୂତ୍ର ଆଣନ୍ତୁ। ଆପଣ ଏହାକୁ ତୁରନ୍ତ ତିଆରି କରିନେବେ ଯଦି କେବେବି ଏହା ଛିଣ୍ଡି ଯାଇ ଥାଏ । କୁହା ଯାଏ କି ସ୍ଵାମୀ ଉପରେ ବିପଦ ପଡିଲେ ସ୍ତ୍ରୀ ବେକରୁ ମଙ୍ଗଲ ସୂତ୍ର ଛିଣ୍ଡି ଯାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ