ଏମିତି କେଉଁ ଜିନିଷ ଅଟେ ଯାହାକୁ ସ୍ତ୍ରୀ ସମସ୍ତଙ୍କ ସାମ୍ନାରେ ପିନ୍ଧି ପାରିବ କିନ୍ତୁ ନିଜ ସ୍ଵାମୀ ସାମ୍ନାରେ ନୁହେଁ

ଆଜି ଆମେ ଆପଣମାନଙ୍କୁ ଏମିତି କିଛି ଜେନେରାଲ ନଲେଜ ବିଷୟରେ କହିବୁ ଯାହାକୁ ଜାଣିଲେ ଆପଣ ସ୍ମାର୍ଟ ଓ ଜ୍ଞାନୀ ହୋଇପାରିବେ । ଏହି ସବୁ ଜେନେରାଲ ନଲେଜ ବିଭିନ୍ନ ପରୀକ୍ଷାରେ ବହୁତ ଉପଯୋଗୀ ହେବା ସହିତ ଆମ ଦୈନନ୍ଦିନ ଜୀବନରେ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଜେନେରାଲ ନଲେଜର କିଛି ପ୍ରଶ୍ନ ଓ ଏହାର ସଠିକ ଉତ୍ତର ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।

୧. ଏମିତି କଣ ଅଛି ଯାହାକୁ ସବୁ ଲୋକ ଅନ୍ଧାରରେ କରିଥାନ୍ତି ?

ଉତ୍ତର- ଆଲୋକ

୨. ମଣିଷର ମସ୍ତିସ୍କର ଓଜନ କେତେ କିଲୋଗ୍ରାମର ଅଟେ ?

ଉତ୍ତର- ୧୩୫୦ ଗ୍ରାମ

୩. ଭାରତରେ ପ୍ରଥମ ଥର ଆଇଏଏସ ର ପରୀକ୍ଷା କେବେ ହୋଇଥିଲା ?

ଉତ୍ତର- ୧୯୫୦ ମସିହାରେ ହୋଇଥିଲା

୪. ଭାରତର ଜାତୀୟ ପତାକାର ଡିଜାଇନ କିଏ କରିଥିଲା ?

ଉତ୍ତର- ମ୍ୟାଡମ ଭୀକାଜି କାମା ଭାରତର ଜାତୀୟ ପତାକାର ଡିଜାଇନ କରିଥିଲେ ।

୫. ଏମିତି କେଉଁ ଜିନିଷ ଅଛି ଯାହାର ମୁଣ୍ଡ ନାହିଁ, ହେଲେ ତାହା ଟୋପି ପିନ୍ଧିଥାଏ ?

ଉତ୍ତର- ବୋତଲ

୬. ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ପ୍ରୋଟେକ୍ଟ କରି ରଖିପାରିବା ନାହିଁ ?

ଉତ୍ତର- ପ୍ରତିଛବିକୁ ଆମେ ପ୍ରୋଟେକ୍ଟ କରି ରଖିପାରିବା ନାହିଁ ।

୮. ଏମିତି କେଉଁ ଫଳ ଅଛି ଯାହା କଞ୍ଚାରେ ମିଠା ଓ ରୋଷେଇ କଲା ପରେ ଖଟା ବା କଡବା ଲାଗିଥାଏ ?

ଉତ୍ତର- ସପୁରୀ

୯. ଏମିତି କେଉଁ ଜିନିଷ ଅଛି ଯାହାକୁ ଆପଣ ବ୍ୟବହାର କରିଲା ପରେ ଅନ୍ୟଲୋକମାନେ ସେହି ଜିନିଷକୁ ବ୍ୟବହାର କରନ୍ତି ?

ଉତ୍ତର- ଆପଣଙ୍କ ନାମ

୧୦. ଏମିତି କେଉଁ ଜିନିଷ ଅଟେ ଯାହାକୁ ସ୍ତ୍ରୀ ସମସ୍ତଙ୍କ ସାମ୍ନାରେ ପିନ୍ଧି ପାରିବ କିନ୍ତୁ ନିଜ ସ୍ଵାମୀ ସାମ୍ନା ରେ ନୁହେଁ ।

ଉତ୍ତର – ଧଳା ଶାଢୀ

୧୧. ଡିଏସପିକୁ ଓଡିଆରେ କଣ କୁହାଯାଇଥାଏ ?

ଉତ୍ତର- ପୋଲିସ ଅଧ୍ୟକ୍ଷକ

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।