Interesting GK Questions: ଏମିତି କଣ ଯାହାର ମୁଣ୍ଡରେ ପଥର ଥାଏ ଏବଂ ତାହାର ପେଟ ଭିତରେ ଆଙ୍ଗୁଳି ପୁରେଇଲେ ଆପଣ ଖୁସି ହୁଅନ୍ତି ?

ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ଏବଂ ତା’ର ଉତ୍ତର ନେଇ ଆସିଛୁ । ଯାହା ଆପଣଙ୍କୁ ଶିଖିବାକୁ ମଜାଦାର ଲାଗିବ ଓ ଜୀବନରେ ଅନେକ କ୍ଷେତ୍ରରେ ଏହକା କାର୍ଯ୍ୟରେ ମଧ୍ୟ ଆସିବ । ଯଦି ଆପଣ ଏହି ପ୍ରଶ୍ନ ଗୁଡିକର ପୂର୍ବରୁ ଜାଣିଛନ୍ତି ତେବେ ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ ଏବଂ ଯଦି ଉତ୍ତର ନ ଜାଣିଛନ୍ତି ତେବେ ପ୍ରଶ୍ନ ତଳେ ଏହାର ଉତ୍ତର ଆମେ ଆପଣଙ୍କ ପାଇଁ ଲେଖି ଦେଇଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ପ୍ରଶ୍ନୋତ୍ତର ।

୧- ଭୂରି କରାନ୍ତି କାହା ଶୀତ ସମ୍ବନ୍ଧିତ ଅଟେ ?

ଉ: ଉର୍ବରକ ଉତ୍ପାଦନ

୨- ବୁଢିଆଣୀଡ଼ କେତୋଟି ଗୋଡ ଥାଏ ?

ଉ: ୮ଟି

୩- ହାତୀ ଗୁମ୍ଫା କେଉଁଠି ଅଛି ?

ଉ: ଓଡିଶାରେ

୪- ବିଶ୍ବରେ ମିଠା ପାଣିର ସବୁଠୁ ବଡ ହ୍ରଦ କେଉଁଠି ଅଛି ?

ଉ: ଆମେରିକାରେ

୫- କେଉଁ ଦେଶକୁ ଛୋଟ ଭାରତ କୁହାଯାଏ ?

ଉ: ଫିଜି

୬- AM ଡ଼ ଫୁଲଫର୍ମ କଣ ?

ଉ: Anti Meridiem (Before Noon)

୭- PM ଡ଼ ଫୁଲଫର୍ମ କଣ ?

ଉ: Post Meridiem (After Noon)

୮- CC ର ଫୁଲଫର୍ମ କଣ ?

ଉ: କାର୍ବନ କପି (Carbon Copy)

୯- FM ର ଫୁଲଫର୍ମ କଣ ?

ଉ: Frequency Modulation

୧୦- NEWS ଡ଼ ଫୁଲଫର୍ମ କଣ ?

ଉ: North East West South

୧୧- CCTV ର ଫୁଲଫର୍ମ କଣ ?

ଉ: Closed Circuit Television

୧୨- Wi-Fi ର ଫୁଲଫର୍ମ କଣ ?

ଉ: Wireless Fidelity

୧୩- ATM କାର୍ଡ ପଛରେ ଯେଉଁ CVV ନମ୍ବର ରୁହେ ତା’ର ଫୁଲଫର୍ମ କଣ ?

ଉ: Card Verification Value

୧୪- DJ ର ଫୁଲଫର୍ମ କଣ ?

ଉ: Disc Jockey

୧୫- USB ର ଫୁଲଫର୍ମ କଣ ?

ଉ: Universal Serial Bus

୧୬- LCD ର ଫୁଲଫର୍ମ କଣ ?

ଉ: Liquid Crystal Display

୧୭- SMS ର ଫୁଲଫର୍ମ କଣ ?

ଉ: Short Messaging Service

୧୮- FIR ର ଫୁଲଫର୍ମ କଣ ?

ଉ: First Information Report

୧୯- WhatsApp ଯେଉଁ ଦେଶର କମ୍ପାନୀ ଅଟେ ?

ଉ: ଆମେରିକା

୨୦- ଅନ୍ଧାରକଣା ରୋଗ କେଉଁ ଭିଟାମିନ ଅଭାବରେ ହୋଇଥାଏ ?

ଉ: ଭିଟାମିନ-A

୨୧- ବେରିବେରୀ ରୋଗ କେଉନହ ଭିଟାମିନ ଅଭାବରେ ହୁଏ ?

ଉ: ଭିଟାମିନ-ବି1

୨୨- ଭିଟାମିନ-ବି1 ର ରାସାଯନିକ ନାମ କଣ ?

ଉ: ଥିଏମାଇନ

୨୩- ପଦ ଜଳିବା, କେଶ ଧୂସର ହେବ କେଉଁ ଭିଟାମିନ ଅଭାବରୁ ହୋଇଥାଏ ?

ଉ: ଭିଟାମିନ-ବି3

୨୪- କେଉଁଥିରେ ଭୂମିକମ୍ପର ତୀବ୍ରତା ମପାଯାଏ ?

ଉ: ରେକ୍ଟର ସ୍କେଲ

୨୫- ଏମିତି କଣ ଯାହାର ମୁଣ୍ଡରେ ପଥର ଥାଏ ଏବଂ ତାହାର ପେଟ ଭିତରେ ଆଙ୍ଗୁଳି ପୁରେଇଲେ ଆପଣ ଖୁସି ହୁଅନ୍ତି ?

ଉ: ମୁଦି

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।