ଶେଷ ହେଲା କୋର୍ଟଙ୍କ ୨୪ ଘଣ୍ଟାର ମହଲତ ! ଏଥର ସୁମିତ ଓ ତପସ୍ଵିନୀ ଏକାଠି ହେବେ ନା ତପସ୍ଵିନୀ ଜାରି ରଖିବେ ଧାରଣା ? ଦେଖନ୍ତୁ ପୁରା ଘଟଣା

ରାତି ପାହି ଯାଇଛି ଆଉ ସରି ସରି ଆସୁଛି କୋର୍ଟଙ୍କ ୨୪ ଘଣ୍ଟାର ମହଲତ । ଆଉ କିଛି ଘଣ୍ଟା ପରେ ଏସଡ଼ିଜେଏମ କୋ-ର୍ଟ-ରେ ହାଜର ହେବେ ସୁମିତ ଓ ତାଙ୍କ ସହ ତପସ୍ଵିନୀ । କୋ-ର୍ଟ ତରଫରୁ ଉଭୟଙ୍କୁ ୨୪ ଘଣ୍ଟା ଦିଆ ଯାଇଥିବା ବେଳେ ଉଭୟ ନିଜ ନିଜ ଓକିଲଙ୍କ ସହ ଆସିବେ । ସୁସ୍ଥ ମସ୍ତିଷ୍କରେ ନିଜ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ କୋ-ର୍ଟ ତାଙ୍କୁ ୨୪ ଘଣ୍ଟାର ମହଲତ ଦେଇଥିଲେ ।

ତପସ୍ଵିନୀ ଜଣେ ବୋହୁ ପରି ମାଣବସା ଗୁରୁବାରର ଦ୍ଵିତୀୟ ପାଳି ସାରି ମା’ଙ୍କର ଆଶିଷ ନେଇ ଆଜି କୋ-ର୍ଟ ବାହାରିବେ ତପସ୍ଵିନୀ । ତେବେ ସମସ୍ତେ ଜାଣିବାକୁ ଅନେଇ ରହିଛନ୍ତି ଯେ ଗତ ୧୦ ଦିନ କାଳ ଯେଉଁ ସ୍ଵାମୀଙ୍କ ଘର ଆଗରେ ତପସ୍ଵିନୀ ବସି ରହିଥିଲେ ଆଜି କଣ ତାଙ୍କ ଘରେ ତପସ୍ଵିନୀ ଙ୍କର ଗୃହ ପ୍ରବେଶ ହେବ ? ଓଡିଶା ସହ ଓଡିଶା ବାହାରୁ ମଧ୍ୟ ତପସ୍ଵିନୀଙ୍କ ପାଇଁ ସମର୍ଥନ ସ୍ଵର ଛୁଟି ଆସିଥିବା ବେଳେ ଆଜି ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଉଠୁଛି ।

ଅନ୍ୟପଟେ ସୁମିତ ମଧ୍ୟ ରାତି ତମାମ ଶୋଇ ନଥିବେ । ହଁ ଏବଂ ନାଁରେ ତାଙ୍କ ମନ ଆନ୍ଦୋଳିତ ହୋଇଥିବ ଓ ଏମିତି ସାରା ରାତି କଟି ଯାଇଥିବ । ତେବେ ଦେଖିବାକୁ ବାକି ରହିଲା ଆଜି ଉଭୟ କୋ-ର୍ଟ ସାମନାରେ ତାଙ୍କ ପ୍ରଶ୍ନର ଉତ୍ତର କ-ଣ ରଖିବେ । ଉଭୟ କାଲି ପରି ହସିବେ ନା ପରସ୍ପର ଠାରୁ ସବୁଦିନ ପାଇଁ ବିଦାୟ ନେଇ ଜୀବନରେ ଯେଉଁ ଭୁଲ୍ ହେଲା ତା’ର ପ୍ରାୟଶ୍ଚିତ କରିବେ ?

ସୁମିତଙ୍କ ନାଁ ଆଜି ହଁ ରେ ପରିଣତ ହେବ କି ? ତେବେ କୋ-ର୍ଟ-ରେ କିଛି ବି ହୋଇପାରେ । ସମସ୍ତେ ଚାହାନ୍ତି କି ଉଭୟ ମିଶି ଯାଆନ୍ତୁ । କିନ୍ତୁ ଜୀବନର ଦୋଛକିରେ ସେମାନେ କ’ଣ ନିଷ୍ପତ୍ତି ନେବେ ତାହା ଜାଣିବାକୁ ସମସ୍ତେ ଚାହାନ୍ତି । ସମସ୍ତଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ ଉଠୁଥିବା ବେଳେ ସୁମିତ ତାଙ୍କ ଗୃହଲକ୍ଷ୍ମୀଙ୍କୁ ଘରକୁ ନେବେ କି ତାଙ୍କୁ ହତାଦର କରିବେ ତାହା ଜାଣିବା ବାକି ରହିଲା ।

ଅନ୍ୟପଟେ ତପସ୍ଵିନୀ ତାଙ୍କ ନାରାୟଣଙ୍କୁ ବରଣ କରୁଛନ୍ତି କି ସବୁଦିନ ପାଇଁ ବିଦାୟ ଦେଉଛନ୍ତି ତାହା ମଧ୍ୟ ଜଣାପଡିବ । ତେବେ ଆଜିର ଶୁଣାଣି ପରେ ତପସ୍ଵିନୀ ଶାଶୁଘରେ ପାଦ ଦେବେ ନା ନିଜ ଧାରଣା ସେପରି ଜାରି ରଖିବେ ତାହା ସ୍ପଷ୍ଟ ହୋଇଯିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।