ଆଜିର ରାଶିଫଳ, 3 ଡିସେମ୍ବର 2021, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ଡିସେମ୍ବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ବହୁତ ସାରା ଖୁସି ଆସିବାକୁ ଯାଉଛି । କୌଣସି କ୍ଷେତ୍ର ରୁ ଆପଣଙ୍କ ଜୀବନରେ ଧନ ଲାଭ ହେବ । ଯାହାର କଳ୍ପନା ଆପଣ କେବେ କରି ନ ଥିବେ । ପ୍ରେମ ଜୀବନରେ ଆପଣ ନିଜ ସାଥି ଙ୍କ ସହ ମନ ଖୋଲା କରି କଥା ହେବେ । ପାରିବାରିକ ମାହୋଲ ସୁଖଦ ରହିବ । ଆପଣଙ୍କର ଅଟକି ଥିବା କାମ ଆରମ୍ଭ ହେବ । ଛାତ୍ର ମାନେ ପାଠ ପଢା ରେ ଆଗରେ ରହିବେ । ଯାହା ପାଇଁ ସେମାନେ ଭବିଷ୍ୟତ ପାଇଁ ନୂଆ ପ୍ଳାନ କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ବୃଷ ରାଶି : ଏହି ରାଶିର ଲୋକ ମାନଙ୍କର ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ନୂଆ ଯୋଜନା ଆରମ୍ଭ କରିବେ । ସେୟାର ବଜାର ରେ ଆପଣ ଟଣକ ନିବେଶ କରିଥିଲେ ସେଥିରେ ସଫଳ ହେବେ । ଆପଣଙ୍କ ଜୀବନରେ କିଛି ନୂଆ କରିବାକୁ ଆପଣଙ୍କୁ ଅବସର ପ୍ରାପ୍ତ ହେବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ ।

ମିଥୁନ ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଦୂର ଜାଗାକୁ ଯାତ୍ରା କରିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ସଫଳ ହେବେ । କୌଣସି ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ସମାଜ ରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧାର ଆସିବ ।

କର୍କଟ ରାଶି : ଏହି ରାଶିର ଲୋକ ମାନେ ଖୁବ କମ ପରିଶ୍ରମ କରି ଅଧିକ ସଫଳତା ହାସଲ କରିବେ । ଘର ପରିବାର ରେ ସୁଖ ସମୃଦ୍ଧି ଆଗମନ ହେବ । ଧନ ଜନିତ ସମସ୍ଯା ଆପଣଙ୍କର ଦୂର ହେବ । ଆପଣଙ୍କର ଅଟକି ଥିବା ପୁରୁଣା କାମ ଆରମ୍ଭ ହେବ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ହାସଲ କରିବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଶୁଭ ସମ୍ବାଦ ଶୁଣିବାକୁ ପାବେ । ଯେଉଁ ମାନଙ୍କର ବିବାହ ରେ ବିଳମ୍ବ ହେଉଥିଲା ସେମାନଙ୍କର ବହୁତ ଜଲ୍ଦି ବିବାହ ହେବାକୁ ଯାଉଛି ।

ସିଂହ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ଆଜି ଆପଣଙ୍କର ଆୟ ରେ ବୃଦ୍ଧି ହେବ । ସନ୍ତାନ ମାନଙ୍କ ପାଇଁ ଆପଣ କୌଣସି ବଡ ନିସ୍ପତି ନେବେ । ଯାହା ତାଙ୍କ କ୍ଯାରିୟର ପାଇଁ ଠିକ ସାବ୍ୟସ୍ତ ହେବ । ସମଜା ଆରେ ଆପଣଙ୍କର ଯଶ ଓ କୀର୍ତ୍ତି ଷ୍ଟହାପନ ହେବ । ଯାହା ଦ୍ଵାରା ଆପଣ ପ୍ରଶଂସା ର ପାତ୍ର ହେବେ । ବେପାର କ୍ଷେତ୍ର ରେ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଆପଣଙ୍କ ଯାତ୍ରା ସୁଗମ ହେବ । ଆପଣଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିବ ।

କନ୍ୟା ରାଶି : ଏହି ରାଶିର ଲୋକ ମାନେ ପ୍ରେମ ଜୀବନରେ ସଫଳ ହେବେ । ଆପଣ କାହାକୁ ପ୍ରପୋଜ କରିବାକୁ ଭାବୁଥିଲେ ଆଜି ଦିନ ଟି ଶୁଭ ରହିବ । ଆପଣଙ୍କ ଜୀବନରେ ଶୁଭ ସମୟ ଆଗମନ ହେବାକୁ ଯାଉଛି । କୌଣସି କ୍ଷେତ୍ର ରୁ ଆକସ୍ମିକ ଭାବେ ଧନ ପ୍ରାପ୍ତ କରିବେ । ସାମାଜିକ କାର୍ଯ୍ୟ ଏ ଆପଣ ପ୍ରଗତି କରିବେ । କୌଣସି ବ୍ୟକ୍ତି ଙ୍କ ସହ ଆପଣଙ୍କର ମିତ୍ରତା ହୋଇପାରେ । ଯାହା ପାଇଁ ଆପଣ ଲାଭରେ ରହିବେ । ଗୃହରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ ।

ତୁଳା ରାଶି : ଏହି ରାଶିର ଲୋକ ମାନେ କୋଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ବୁଝାମଣା ରହିବା ସହ ଦୁହିଙ୍କ ସମ୍ପର୍କରେ ମଧୁରତା ଆସିବ । ଭାଇ ଭଉଣୀଙ୍କ ପାଇଁ ଆପଣ ଚିନ୍ତିତ ରହିବେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ବ୍ୟବସାୟୀ ମାନେ ନିଜ ବେପାରରେ ଭଲ ଲାଭ କରିବେ । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବେ । କୌଣସି ଅନୁଭବି ବ୍ୟକ୍ତିଙ୍କ ଠାରୁ କିଛି ଭଲ ଉପଦେଶ ମିଳିପାରେ । ଗରିବ ଦୁଖୀ ଲୋକଙ୍କୁ ସାହାଜ୍ଯ କରନ୍ତୁ ।

ବିଛା ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ବୁଲିବାକୁ ଯିବାକୁ ଯୋଜନା କରିବେ । ବ୍ୟବସାୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ନୂଆ ନିବେଶ କରିବେ । ରାଜନୀତି, କଳା ଓ ସଙ୍ଗୀତ କ୍ଷେତ୍ର ରେ ଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ସମୟ ରହିବ । ସନ୍ତାନ ମାନଙ୍କ ତରଫରୁ ଆପଣ ଶୁଭ ସମାଚାର ଶୁଣିବାକୁ ପାଇବେ । ଆଜି ଆପଣ କୌଣସି ବଡ ଦାୟିତ୍ଵ ପାଇବେ । କୋର୍ଟ କଚେରୀ ମାମଲା ରେ ଆପଣ ସଫଳ ହେବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ଧନୁ ରାଶି : ଏହି ରାଶିର ଲୋକ ମାନେ ଜୀବନରେ କିଛି ବଡ କରିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ସମାଜ ରେ ଆପଣଙ୍କର ଯଶ ଓ କୀର୍ତ୍ତି ସ୍ଥାପନ ହେବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ସାଲାରି ରେ ବୃଦ୍ଧି ହେବ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ରୋଜଗାର କରିବାର ନୂଆ ମାର୍ଗ ମିଳିବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରକହନ୍ତୁ । ଛାତ୍ର ମାନେ ପାଠ ପଢା ପ୍ରତି ଆଗ୍ରହ ହେବେ ।

ମକର ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଧିଆକ ସମୟ ବିତାଇବାର ସୁଯୋଗ ପାଇବେ । ଆପଣଙ୍କର ସାଥି ଙ୍କ ସହ ତାଳମେଳ ଠିକ ରହିବ । କୌଣସି ପୁରୁଣା ମିତ୍ର ଙ୍କ ସାହା ଆପଣଙ୍କର ଭେଟ ହୋଇପାରେ । କ୍ଯାରିୟର କୁ ନେଇ ଆପଣ କିଛି ନୂଆ ପ୍ଳାନ କରିବେ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣଙ୍କର ଆୟ ରେ ବୃଦ୍ଧି ହେବ । ଘର ପରିବାର ରେ ସୁଖ ସମୃଦ୍ଧି ଲାଗିବ । ଧନ ଜନିତ ସମସ୍ଯା ଦୂର ହେବ । ଆପଣଙ୍କର ଅଟକି ଥିବା କାମ ଆରମ୍ଭ ହେବ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ ଯାତ୍ରା ରେ ଯୋଗ ଦେବେ । ପଣଙ୍କ ଜୀବନରେ ବହୁତ ସାରା ଖୁସି ଆସିବାକୁ ଯାଉଛି । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭ ହେବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ରାଜନୀତି ଓ କଳା କ୍ଷେତ୍ର ରେ ଥିବା ବ୍ୟକ୍ତି ସଫଳତା ହାସଲ କରିବେ । ସମାଜ ରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ମହିଳା ମାନେ ପୂଜା ପଥ ରେ ବ୍ୟସ୍ତ ରହିବେ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କର ପାରିବାରିକ ବାତାବରଣ ହସ ଖୁଶିର ରହିବ । ସନ୍ତାନ ମାନଙ୍କୁ ନେଇ ଆପଣ କୌଣସି ବଡ ନିସ୍ପତି ନେବେ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ହାସଲ କରିବେ । ବେପାର ଓ ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବେ । ଆପଣ କୌଣସି କାମ ଆରମ୍ଭ କରିବାକୁ ଚାହୁଥିଲେ କରି ପାରିବେ । ଆପଣଙ୍କର ଆର୍ଥକି ସ୍ଥିତି ମଜବୁତ ରହିବ । ଆପଣଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।