୮୧ ବର୍ଷର ରତନ ଟାଟା ଆଜି ବି ଉଡାଇ ଥାନ୍ତି ପ୍ଲେନ, ୬୫ % ଇନକମ୍କୁ କରି ଦିଅନ୍ତି ଦାନ, ବିବାହକୁ ନେଇ ସବୁବେଳେ ରହିଲା ବ୍ୟାଡ ଲକ, ଜାଣନ୍ତୁ ଜୀବନ ସହ ଜଡିତ କିଛି ରାଜ୍

ରତନ ଟାଟା ଦେଶର ସବୁଠୁ ଚର୍ଚିତ ଓ ଭଲ ବିଜନେସମ୍ୟାନ ଅଟନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ରତନ ଟାଟା ନିଜର ଜୀବନରେ କୋଟି କୋଟି ଟଙ୍କା ଆୟ କରିଥାନ୍ତି । କିନ୍ତୁ ଏହା ସତ୍ବେ ବି ତାଙ୍କର ନିଜସ୍ୱ ସମ୍ପତିର ଦାମ ମାତ୍ର ୧୦୦ କୋଟି ଟଙ୍କା ଅଟେ । ଏହି କାରଣ ଅଟେ କି ଆଜି ପର୍ଯ୍ୟନ୍ତ ସେ ନିଜର ଆୟର ୬୫% ଅଂସ ସମାଜ ସେବା ପାଇଁ ଲଗାଇ ଦିଅନ୍ତି ।

୨୮ ଡିସେମ୍ବର ୧୯୩୭ରେ ଜନ୍ମ ରତନ ଟାଟା ଆଜି ୮୧ ବର୍ଷର ଅଟନ୍ତି ଓ ନିଜ କାମରୁ ସେ ରିଟାୟରମେଣ୍ଟ ନେଇ ସାରିଛନ୍ତି । କିନ୍ତୁ ଗାଡି ଗୁଡିକ ପ୍ରତି ନିଜର ଭଲ ପାଇବ ଆଜି ବି ଅଛି । ଏକ ଇଣ୍ଟରଭିୟୁରେ ସେ ନିଜର ପର୍ସନନାଲ ଜୀବନ ସମ୍ବନ୍ଧିତ କିଛି କଥା କହିଥିଲେ ।

ପ୍ଲେନ ଓ କାର ରଖନ୍ତି ଶୌକ

ରତନ ଟାଟା କୁହନ୍ତି କି ଆଜି ବି ସେ ୬୦ ଦଶକର ପୁରୁଣା ଓ ନୂଆଁ ଜମାନର ଆଧୁନିକ ସମସ୍ତ ପ୍ରକାରର ଗାଡିକୁ କିଣି ନିଜର କଲେକ୍ଶନରେ ସାମିଲ କରିଥାନ୍ତି । ଏହା ଏଥିପାଇଁ ସେ ଏହି କାର ଗୁଡିକର ମୈକେନିକ୍ସ ଓ ସ୍ଟାଇକୁ ପଢି ପାରିବେ । ଏହା ସହିତ ସେ ପ୍ଲେନ ଓ ହେଲିକପ୍ଟର ବି ଉଡାଇଥାନ୍ତି ।

ଖେଳ – ସଙ୍ଗୀତରେ ରୁଚି, ଫିଲ୍ମ ଦ୍ଦେଖିବାକୁ ଯାଆନ୍ତି ନାହିଁ ଥିଏଟର

ରତନ ଟାଟାଙ୍କୁ ସ୍ପୋର୍ଟ୍ସ ମଧ୍ୟରେ ଫୁଟବଲ, ଟେନିସ ଓ ଗୋଲ୍ଫ ଦେଖିବାକୁ ଭଲ ଲାଗେ । ଏହା ଉପରେ ସେ କୁହନ୍ତି କି ସେ କେବଳ ଖେଳାଳିମାନଙ୍କର ପ୍ରତିଭାକୁ ଦେଖନ୍ତି ତାଙ୍କୁ ସେମାନଙ୍କର ନାମ ମନେ ରୁହେ ନାହିଁ । ସଙ୍ଗୀତର କଥା କହିଲେ କି ତାଙ୍କୁ ୬୦ ଓ ୭୦ ଦଶକର ଗୀତ ବହୁତ ପସନ୍ଦ ଲାଗେ । ଫିଲ୍ମର କଥା କହିଲେ ସେ କେବଳ ଟିଭିରେ ଦେଖି ନିଅନ୍ତି । ଥିଏଟର ଯାଆନ୍ତି ନାହିଁ ।

କୁକୁରମାନଙ୍କୁ ଅଧିକ ଭଲ ପାଆନ୍ତି

ରତନ ଟାଟାଙ୍କୁ କୁକୁର ମାନଙ୍କ ପ୍ରତି ବହୁତ ଭଲ ପାଇବା ଅଛି । ତାଙ୍କ ଘରେ ଦୁଇଟି ଜର୍ମନ ଶେଫର୍ଡ ଅଛି । ଏହା ଛଡା ସେ ନିଉ ମୁମ୍ବାଇରେ କୁକୁର ମାନଙ୍କ ପାଇଁ ଏକ ହସ୍ପିଟାଲ ବି ପ୍ରସ୍ତୁତ କରିବାକୁ ଯାଉଛନ୍ତି ।

ଚାରି ଥର ହେଉ ହେଉ ରହିଗଲା ବିବାହ

ବିବାହ ମାମଲାରେ ରତନ ଟାଟାଙ୍କୁ ଭାଗ୍ୟର ସାଥ ମିଳିଲା ନାହିଁ । ତାଙ୍କର ବାହାଘର ଚାରି ଥର ଠିକ ହୋଇଥିଲା କିନ୍ତୁ କୌଣସି ନା କୌଣସି କାରଣରୁ ତାହା କ୍ୟାନ୍ସେଲ ହୋଇଗଲା । ରତନ ଟାଟା ଏକ କାହାଣୀ ଶେୟାର କରି କହିଲେ କି ଥରେ ଆମେରିକାରେ ମୋର ବାହାଘର ଠିକ ହେବାର ହିଁ ଥିଲା କି ସେତେବେଳେ ଭାରତ ଓ ଚୀନ ମଧ୍ୟରେ ଯୁଧ୍ୟ ଆରମ୍ଭ ହୋଇଗଲା ।

ଏମିତିରେ ମୋର ଜେଜେମା ମୋତେ ଇଣ୍ଡିଆ ଡାକିନେଲେ । ଏହିଭଳି ଭାବରେ ବାକି ମାମଲାରେ ବି ତାଙ୍କର ବିବାହ ହୋଇ ପାରିଲା ନାହିଁ ଓ ସ ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।