ଏକ ସ୍ୟାନ୍ଡଉଇଚର ଦାମ ଠାରୁ ବି କମ ଦାମରେ ଏଠି ବିକି ଯାଆନ୍ତି ଝିଅମାନେ !

ଦୁନିଆରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଆପଣ କେବଳ ଗୋଟିଏ ସ୍ୟାନ୍ଡଉଇଚ ଦେଇ ମହିଳାମାନଙ୍କ ସହିତ ସମ୍ବନ୍ଧ କରି ପାରିବେ । ଏହି ଝିଅମାନେ ବେଶ୍ୟା ନୁହନ୍ତି କିନ୍ତୁ ଏମାନଙ୍କର ଦରିଦ୍ରତା ଏମାନଙ୍କୁ ଏହିଭଳି କରିବା ପାଇଁ ବାଧ୍ୟ କରିଦେଇଛି । ଆର୍ଥିକ ସଙ୍କଟ ଦ୍ଵାରା ଘେରିଥିବା ଗ୍ରୀସର ଜନତାମାନଙ୍କର ଅବସ୍ଥା ବହୁତ ଖରାପ ଅଟେ ।

ଏକ ସର୍ବେ ରିପୋର୍ଟ ଅନୁସାରେ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଏକ ସ୍ୟାନ୍ଡଉଇଚ ପାଇଁ ଓ ଅନ୍ୟ କିଛି ଦରକାରୀ ଜିନିଷ ପାଇଁ ଏଠିକାର ଝିଅମାନେ ନିଜର ଶରୀରକୁ ବିକ୍ରି କରି ଦିଅନ୍ତି ।

ଶରୀର ବ୍ୟାପାର ଧନ୍ଦାରେ ଗ୍ରୀସର ମହିଳାମାନେ ସବୁଠୁ ଆଗରେ ଅଛନ୍ତି

ଏକ ଅନଲାଇନ ନ୍ୟୁଜ ପୋର୍ଟଲର ଖବର ଅନୁସାର ଦେଖିବା ତ ଦେହ ବ୍ୟାପାର ଧନ୍ଦାରେ ଗ୍ରୀସର ମହିଳାମାନେ ସବୁଠୁ ଆଗରେ ଅଛନ୍ତି । ଏଥେଂସର ପେଂଟିୟୋନ ୟୁନିବର୍ସିଟୀରେ ସମାଜଶାସ୍ତ୍ରର ପ୍ରୋଫେସର ଗ୍ରେଗୋରୀ ଲୈକ୍ସୋସଙ୍କର ଟିମ ଏହି ମାମଲା ଉପରେ ଯେତେବେଳ ରିସର୍ଚ କରିଲେ ତେବେ ସେ ଜାଣି ପାରିଲେ କି ଏଠିକାର ଝିଅମାନେ ମାତ୍ର ଏକ ସ୍ୟାନ୍ଡଉଇଚ ପାଇଁ ନିଜର ଶରୀରକୁ ବିକ୍ରି କରି ଦିଅନ୍ତି ।

ବଞ୍ଚିବା ପାଇଁ ଓ ଖାଇବା ପାଇଁ ଟଙ୍କା ଦରକାର ହୋଇଥାଏ । କିନ୍ତୁ ଏମାନଙ୍କ ପାଖରେ ଟଙ୍କା ବୋଲି ଜିନିଷଟି ହିଁ ନାହିଁ । ଯେଉଁ କାରଣରୁ ଏମାନେ ଏହିଭଳି କାମ କରିବାକୁ ବାଧ୍ୟ ହୋଇଥାନ୍ତି ।

ଏକ ରିସର୍ଚରୁ ଜଣା ପଡିଛି କି ଏହିଭଳି କାମରେ ଯେଉଁ ଯୁବତୀମାନେ ଲିପ୍ତ ଅଛନ୍ତି ସେମାନଙ୍କର ବୟସ ମାତ୍ର ୧୭ ବର୍ଷରୁ ୨୦ ବର୍ଷ ପର୍ଯ୍ୟନ୍ତ ଅଟେ । ଗୋଟିଏ ଘଣ୍ଟାରୁ ନେଇ ଅଧା ଘଣ୍ଟା ପର୍ଯ୍ୟନ୍ତ ସେକ୍ସ କରିବା ପାଇଁ ଏମନାଙ୍କୁ ମାତ୍ର ୫ ୟୁରୋ ହିଁ ମିଳିଥାଏ । ମାନେ ୫ ଯୁର୍ରୋରେ ଏମାନଙ୍କୁ ଗୋଟିଏ ମାତ୍ର ସ୍ୟାନ୍ଡଉଇଚ ହିଁ ମିଳି ପାରିବ । ଏହି ଖବର ନିଜ ମଧ୍ୟରେ ହିଁ ଏକ ଆଶ୍ଚର୍ଯ୍ୟଜନକ ଅଟେ ।

ଆପଣଙ୍କୁ କହିଦେଉଛୁ ଯେ ନିଜର ଆର୍ଥିକ ସଙ୍କଟ କାରଣରୁ ଗ୍ରୀସ ଗତ ବର୍ଷ ୟୁରୋପିୟନ ୟୁନିୟନରୁ ବି ବାହାର ହୋଇ ଯାଇଥିଲା ।