୧୦ମ ସୀବୀଏସଈ ପରୀକ୍ଷାରେ ୧୩ ଜଣ ଛାତ୍ର ଏକା ସହିତ କରିଲେ ଟପ, ସ୍ମୃତି ଇରାନୀଙ୍କର ଝିଅ ରଖିଛି ଏତେ ନମ୍ବର

ଗତ ସୋମବାର ଦିନ ୧୦ମ ସୀବୀଏସଈ ପରୀକ୍ଷାର ରେଜଲ୍ଟ ଘୋଷଣା କରାଯାଇଛି । ସମସ୍ତେ ନିଜର CBSEର ଆଧିକାରିକ ୱେବସାଇଟ cbseresults.nic.in ଉପରେ ଦେଖି ପାରିବେ । କହିଦେଛୁ ଯେ ଏଥର CBSEରେ କେବଳ ୩୮ ଦିନ ଭିତରେ ହିଁ ୧୦ମ ପରୀକ୍ଷାର ରେଜଲ୍ଟ ଘୋଷଣା କରାଯାଇଛି ।

୧୩ ଜଣ କରିଲେ ସଂଯୁକ୍ତ ରୂପରେ ଟପ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ବର୍ଷ ୧୦ମ ସୀବୀଏସସୀରେ ୧୩ ଜଣ ବିଦ୍ୟାର୍ଥୀ ୫୦୦ ରୁ ୪୯୯ ନମ୍ବର ଆଣି ସଂଯୁକ୍ତ ଟପ କରିଛନ୍ତି । ଏଥିରେ ଗାଜିୟାବାଦର ରହୁଥିବା ଅପୂର୍ବ ଜୈନଙ୍କର ବି ନାମ ଅଛି । ଅପୂର୍ବ ଗାଜିୟାବାଦରେ ଉତ୍ତମ ସ୍କୂଲ ଫର ଗର୍ଲ୍ସରେ ପଢନ୍ତି । ତାଙ୍କୁ ଗଣିତ, ବିଜ୍ଞାନ, ସଂସ୍କୃତ ଏବଂ ଇଂଗ୍ଲିଶ କମ୍ୟୁନିକେଶନରେ ପୁରା ୧୦୦ ନମ୍ବର ପ୍ରାପ୍ତ ହୋଇଛି । ଏହା ଛଡା ସେ ଅଡିଶନଲ ସବ୍ଜେକ୍ଟ ଫାଉଂଡେଶନ ଅଫ ଆଈଟୀରେ ବି ପୁରା ୧୦୦ ନମ୍ବର ଆଣିଛନ୍ତି । କେବଳ ସୋଶଲ ସାଇଂସରେ ତାଙ୍କର ୧ ନମ୍ବର କଟିଛି । ଏହା ସହିତ ତାଙ୍କୁ ସମସ୍ତ ବିଷୟରେ A ପ୍ଲସ ଗ୍ରେଡ ହାସଲ ହୋଇଛି ।

ଅପୂର୍ବର ମାତା ପିତା ତାଙ୍କ ଝିଅ ଉପରେ ଗର୍ବ କରୁଛନ୍ତି । ଅପୂର୍ବ କହିଲେ କି ତାଙ୍କୁ ଭଲ ନମ୍ବର ଆସିବାର ଆସା ଥିଲା କିନ୍ତୁ ସେ ଜାଣି ନ ଥିଲେ କି ସେ ଟପ କରିବେ । ସେ ଆଗକୁ କହିଲେ କି ସେ ପଢିବା ସଙ୍ଗେ ସଙ୍ଗେ ଅନ୍ୟ ମନୋରଞ୍ଜନ ସବନ୍ଧିତ ଏକ୍ଟିବିଟୀ ବି କରନ୍ତି ଯାହା ଦ୍ଵାରା ତାଙ୍କର ମାଇଣ୍ଡ ରିଲେକ୍ସ ରହିବ ।

ସ୍ମୃତି ଇରାନୀଙ୍କର ଝିଅଙ୍କର ଆସିଲା ଏତେ ମାର୍କ୍ସ

କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀଙ୍କର ଝିଅ ବି ଏହି ବର୍ଷ ୧୦ମ ସୀବୀଏସଈର ପରୀକ୍ଷା ଦେଇଥିଲେ । ସ୍ମୃତିଙ୍କର ଝିଅ ଜୋଇ ପରୀକ୍ଷାରେ ୮୨ % ନମ୍ବର ଆଣିଛନ୍ତି । ନିଜ ଝିଅଙ୍କର ଏହି ନମ୍ବର ଉପରେ ସ୍ମୃତି ଇରାନୀଙ୍କୁ ଗର୍ବ ଅଛି । ସ୍ମୃତି ଇରାନୀ ଟ୍ୱିଟରରେ ନିଜ ଝିଅଙ୍କର ନମ୍ବରକୁ ଶେୟାର କରିଥିଲେ ।

ସ୍ମୃତିଙ୍କର ଏହି ଟ୍ୱିଟ ପରେ ସୋସିୟାଲ ମିଡିୟା ଉପରେ କେତେକ ଲୋକମାନେ ତାଙ୍କର ଝିଅଙ୍କୁ ଶୁଭେଛା ଦେଇଛନ୍ତି । କହିଦେଉଛୁ ଯେ କିଛି ଦିନ ପୂର୍ବେ ୧୨ ସୀବୀଏସଈର ରେଜଲ୍ଟ ବି ଆସିଥିଲା । ସ୍ମୃତିଙ୍କର ପୁଅ ବି ୧୨ ରେ ପଢୁଥିଲେ । ଏମିତିରେ ସେ ବି ଏହି ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛନ୍ତି ।